ବାଛନ୍ତୁ ନିଜ ଜନ୍ମ ମାସର 1 ହୃଦୟ ଓ ଜାଣନ୍ତୁ ନିଜ ବିଷୟରେ ଏକ ରାଜ – Personality Test

ନିଜ ଇଛା ରେ ଆମେ ବହୁତ କିଛି କରିବା ପାଇଁ ଭଲ ପାଇ ଥାଉ ମାତ୍ର ଏହା ପାଇଁ ଆମକୁ ଅନେକ ସମସ୍ଯା ଓ ଅଧିକ କଷ୍ଟ କରିବା ପାଇଁ ପଡିଥାଏ । ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି କାମ କିମ୍ବା ଆପଣାଙ୍କ ପସନ୍ଦ ଏହା ଆପଣଙ୍କ ସ୍ଵଭାବକୁ ଦେଖାଇ ଦେଇ ଥାଏ । ଆସନ୍ତୁ ଜାଣିବା ଆମେ ଆପଣଙ୍କ ସ୍ଵଭାବ କିଭଳି ଅଟେ । ବାଛନ୍ତୁ ଏକ ହୃଦୟ ଓ ଏହା ପରେ ଆମେ ଆପଣଙ୍କୁ କହିବା ଆପଣଙ୍କ ସ୍ଵଭାବ କିଭଳି ଅଟେ ।

ଆପଣ ଯଦି ଜାନୁଆରୀ ମାସ ବାଛି ଛନ୍ତି – ତେବେ ଆପଣ ଜାଣି ନିଅନ୍ତୁ କି ଆପଣ ଖୁବ ଦୃଢନିଶ୍ଚିତ କଳା ବାଲା ଲୋକ ଅଟନ୍ତି । ଆପଣ ଅନ୍ୟର ମନକୁ ଭଲ ଭାବେ ବୁଝି ପାରି ଥାନ୍ତି ।

ଆପଣ ଯଦି ଫେବୃୟାରି ମାସ ବାଛି ଛନ୍ତି – ଆପଣ ଖୁବ ଆକର୍ଷିତ ଅଟନ୍ତି । ଆପଣ ସବୁ କାମ ଅକରିବା ପାଇଁ ଖୁବ ତତପର ଥାନ୍ତି । ଆପଣ ସବୁ କାମକୁ କରିବା ପାଇଁ ସାହାଶ ରାଖୀ ଥାନ୍ତି ଆପଣ ଖୁବ ସାହାଶୀ ଅଟନ୍ତି ।

ମାର୍ଚ୍ଚ – ଆପଣ ସତ୍ୟ କୁ ଭଲ ପାନ୍ତି । ଆପଣ ବିସବାଶ କୁ ଭାଙ୍ଗିବା ପାଇଁ ଭଲ ପାନ୍ତି । ଆପଣ ସବୁ କିଛି ପରିସ୍ଥିତି କୁ ଭଲ ଭାବେ ନିଭେଇ ପାରିବେ ।

ଏପ୍ରିଲ – ଆପଣ ଯଦି କାହାକୁ ପସନ୍ଦ କରି ନଥାନ୍ତି ତାଙ୍କଉ ମୁହଁରେ କୁହନ୍ତି । ଆପଣଙ୍କୁ ଦେଖାଇ ହେୟାବା ଭଲ ଲାଗି ନଥାଏ । ଆପଣ ସବୁ ବେଳେ ନିଜ ପରିବାର କୁ ଭଲ ଓ ପ୍ରାଥମିକତା ଦେଇ ଥାନ୍ତି । ଆପଣଙ୍କ ଉପରେ ସାହାଜରେ ବିଶ୍ଵାଶ କରି ହେବ । ଆପଣ କାହାକୁ କାହା କଥା କହି ନଥାନ୍ତି ।

ମେ’ – ଆପଣ ଯଦି ଏହି ଦିନ ବାଛି ଛନ୍ତି ଆପଣ ସବୁ ବେଳେ ଏହା ଚିନ୍ତା କରି ଥାନ୍ତି କାହାକୁ ଭଲ ପାଇବା ଦେଲେ ସେ ଛାଡି ଚାଲି ଯାଇ ଥାଏ । ଆପଣ ଏହା ପାଇଁ ଖୁବ ମାନଶୀକ ଚିନ୍ତା ରେ ଥାନ୍ତି ।

ଜୁନ – ଆପଣ ନିଜ ସହ ଥିବା ଜିନିଷକୁ ଅଭୁତ ଅଧିକା ମହତ୍ଵ ଦେଇ ଥାନ୍ତି । ଆପଣ ସବୁ ବେଳେ ନିଜ କାମକୁ ନେଇକି ସାଧାରଣ ହୋଇ ରହି ଥାନ୍ତି । ଆପଣ କାହାକୁ ଭି କଷ୍ଟ ଦେବା ପାଇଁ ଚାହିଁ ନଥାନ୍ତି ।

ଜୁଲାଇ – ଆପଣ ଖୁବ ମଜାକିଆ ଲୋକ ଅଟନ୍ତି ଆପଣ ସବୁ କାମକୁ କରିବାର ଅଲଗା ତାରିକା ଥାଏ । ଆପଣ ଯାହାକୁ ମନରେ ରାଖୀ ଥାନ୍ତି ତା ପାଇଁ କିଛି ଭି କରି ପାରନ୍ତି ।

ଅଗଷ୍ଟ – ଆପଣ ନିଜ ଭାବନା କୁ ନେଇ ଖୁବ ଚିନ୍ତା ରେ ରୁହନ୍ତି ଆପଣ କାହାକୁ ମନ ରେ କିଛି କଷ୍ଟ ଦେବା ପାଇଁ ଭଲ ପାଇ ନଥାନ୍ତି । ଆପଣ ଲାଜକୁଲା ସ୍ଵଭାବର ଅଟନ୍ତି ।

ସେପ୍ଟେମ୍ବର – ଆପଣ ନିଜ କାମରେ ହସ୍ତକ୍ଷେପ ପସନ୍ଦ କରି ନଥାନ୍ତି । ଆପଣ ଦୁଇ ପ୍ରକାର କାମ କରିବା ଲୋକ କିମ୍ବା ଦୁଇ ପ୍ରକାର କଥା କହିବା ଲୋକ ନୁହଁନ୍ତି ।

ଅକ୍ଟୋବର – ଆପଣ ସବୁ ବେଳେ ଖୁଶିରେ ରୁହନ୍ତି ଅନ୍ୟ ମାନଙ୍କ ମନରେ ମଧ୍ୟ ଖୁଶି ଆଣି ଥାନ୍ତି । ଆପଣ ସବୁ ବେଳେ ଏକ କଥା ମାନେ ରଖନ୍ତି କି ଭଗବାନ ସବୁ ବେଳେ ଆପଣଙ୍କ ସହ ରହି ଥାନ୍ତି ।

ନଭେମ୍ବର – ଆପଣ ଖୁବ ବୁଝିବାର ଲୋକ ଅଟନ୍ତି । ଆପଣ ସବୁ ବେଳେ ନୂଆ କାମ ଶିଖିବା ପାଇଁ ଆଗ୍ରହୀ ହୋଇ ଥାନ୍ତି ଆପଣ ଯଦି ନୂଆ କାମ କରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ଭଲ ପରିଣାମ ପାଇବେ ଆପଣ ଯାଇ ଥାନ୍ତି ଏହା ।

ଡିସେମ୍ବର – ଆପଣ ଏହି ମାସ ଭାଛି ଥିଲେ ଆପଣ ଖୁବ ଭାଗ୍ଯବାନ ଅଟନ୍ତି । ସମୟ କିଛି ଭି ହେଉ କାମ କିଛି ଭି ହେଉ ଆପଣ ସବୁ କିଛି କାମ କରି ପାରିବେ ଆପଣ କିଛି ଭି କାମ କରିବା ପାଇଁ ଚାହିଁବେ ତାହା ଆପଣ କରି ପାରିବେ ।

Leave a Reply

Your email address will not be published. Required fields are marked *