ଏହି ୨ଟି ଜିନିଷ ଚା ରେ ମିଶାନ୍ତୁ, ଆପଣଙ୍କ ଚା ଅମୃତ ହୋଇଯିବ, ଛୋଟ ବଡ ସମସ୍ତ ରୋଗ ଭଲ ହେବ ( Healthy Tips )

ବନ୍ଧୁଗଣ ଦୁନିଆରେ ଯଦି କିଛି ଡ୍ରିଂକ ସେବନ କରାଯାଏ ତାହା ହେଉଛି ଚାହା । ଅନେକ ଥର ଚାହା ବିଷୟରେ ଆପଣ ମାନେ ବିଭିନ୍ନ ପ୍ରକାରର କଥା ଶୁଣିଥିବେ । କିଛି ଲୋକ କଥା କହିଥାନ୍ତି ଚାହା ବିଶ ଅଟେ । କିନ୍ତୁ ଏହି ସବୁ କଥାର କିଛି ଭ୍ୟାଲୁ ନାହି । କିନ୍ତୁ ଏହାର ଅର୍ଥ ନୁହେଁ କି ଆପଣ ଚାହା ଦିନ ସାରା ପିଇବେ । ଆଦି ଆପଣ ଚାହା ପିଇବେ ତେବେ ସାଇଡ ଇଫେକ୍ଟ ଦେଖିବାକୁ ମିଳିବ ।

ଆଜି ଆମେ ଆଲୋଚନା କରିବା ଚାହା ରେ ଏମିତି 2ଟି ସାମଗ୍ରୀ ମିଶାଇବା ଦ୍ଵାରା ତେବେ ଏଥିରୁ ଆପଣଙ୍କୁ ଅନେକ ହେଲଥ ବେନିଫିଟ୍ସ ମିଳିବ ।  ଯଦି ଆପଣ ଦିନକୁ 2-ରୁ 3 ଥର ଚାହା ପିଇଥାନ୍ତି ତେବେ ଅନେକ ପୋଷାକ ତତ୍ତ୍ଵ ମିଳିଥାଏ ଆମ ଶରୀରକୁ । କାରଣ ଚାହାରେ ଆଣ୍ଟି ଅକ୍ସିଡେଣ୍ଟ ମିଇଥାଏ । ଯାହାକି ସ୍ୱାସ୍ଥ୍ୟ ପାଇଁ ଭିନ୍ନ ଭିନ୍ନ ଫାଇଦା ଦେଇଥାଏ ।

ତେବେ ଏହି 2ଟି ସାମଗ୍ରୀ ଚାହା ମିଶିବା ଦ୍ଵାରା ଏହାର ଫାଇଦା ଦୁଇ ଗୁଣା ବଢିଯାଏ । ପ୍ରଥମ ଟି ହେଉଛି ଅଦା ଯାହାକୁ ଅନେକ ଲୋକ ମାନେ ଚାହା ବନାଇବା ସମୟରେ ମିଶାଇ ଥାନ୍ତି । ଯଦି ଆପଣ ଚାହା ବନାଇବା ସମୟରେ ଅଦା ମିଶାନ୍ତି ତେବେ ଏହାର ଫାଇଦା ମିଳିବ ନାହି । ଅଦା ମଧ୍ୟରୁ ପ୍ରଚୁର ମାତ୍ରାରେ ଆଣ୍ଟି ଇମ୍ଫ୍ଳାମେଟରୀ ତତ୍ତ୍ଵ ମିଳିଥାଏ ।

ଯାହାକି ଶରୀରରେ ଫୁଲା କାମ କରିଥାଏ, ଜଏଣ୍ଟ ପେନ, ଓଜମ କମ, ହଜମ କ୍ରିୟାକୁ ବିକାଶ କରିଥାଏ । ଅଦା ଚାହାରେ ମିଶାଇଲେ ଏହି ସବୁ ଫାଇଦା ଇଲିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଡାଲଚିନି । ଡାଲଚିନି ଏମିତି ଏକ ହର୍ବ ଅଟେ ଯାହା ଶରୀରରେ ବ୍ଲଡ଼ ସୁଗାରକୁ ନିୟନ୍ତ୍ରଣ କରିବାରେ କାମ କରିଥାଏ । ଡାଲଚିନି ଚାହାରେ ମିଶାଇଲେ ଚାହାର ଟେଷ୍ଟ ଅଲଗା ଆସିଥାଏ ।

ଡାଲଚିନି ରେ ଆଣ୍ଟି ମାଇକ୍ରୋବେଲ ତତ୍ତ୍ଵ ମିଳିଥାଏ । ଶରୀରରେ ଇନଫେକସନ ହେଲେ ଏହା ଲଢିବାରେ ସାହାଜ୍ଯ କରିଥାଏ । ଆଉ ଏକ ସାମଗ୍ରୀ ହେଉଛି ଗୁଜୁରାତି ଯାହାକୁ ଆପଣ ଚାହାରେ ମିଶା ପାରିବେ । ଏଥିରୁ ବହୁତ ସାରା ହେଲଥ ବେନିଫିଟ୍ସ ଦେଇଥାଏ । ଯଦି ଆପଣ ଏକ କପ ଚାହା ବନାଉଛନ୍ତି ତେବେ ସେଥିରେ ଅଧା ଚାମଚ ଅଦା ଛେଚା, ଅଳ୍ପ ଡାଲଚିନି ଗୁଣ୍ଡ ଓ 1ଟି ଗୁଜୁରାତି ମିଶାଇ ଏହାକୁ ବନାନ୍ତୁ ।

ପ୍ରଥମେ ଏକ ପାତ୍ରରେ ଅଧା କପ ପାଣି ନିଅନ୍ତୁ । ଏହା ପରେ ସବୁ ସାମଗ୍ରୀ ପକାଇ ଦିଅନ୍ତୁ । ଏବେ ଏହାକୁ ଭଲ ଭାବେ ଫୁଟାନ୍ତୁ । ଯେବେ ଆଣି ଭଲରେ ଫୁଟିବାକୁ ଲାଗିବ ସେଥିରେ ଏକ କପ କ୍ଷୀର ଓ ଚାହା ପତି ମିଶାନ୍ତୁ । ଚାହାକୁ ଧିମା ଆଞ୍ଚରେ ବନାଇଲେ ସେଥିରୁ ଅଧିକ ଫାଇଦା ମିଳିଥାଏ ।

ଚାହାକୁ ଅଧିକ ଫୁଟାଇବା ଦ୍ଵାରା ଟେଷ୍ଟ ବଢିଥାଏ । ଚାହା ର ଟେଷ୍ଟ ବୃଦ୍ଧି କରିବା ପାଇଁ ଏଥିରେ ଗୁଡ ଆଡ କରନ୍ତୁ । ଏହି ଡ୍ରିଂକ ସେବନ କରିବା ଦ୍ଵାରା ଶରୀରରେ ଅନେକ ପ୍ରକାରର ଫାଇଦା ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

Leave a Reply

Your email address will not be published. Required fields are marked *