ଏହି ଫୁଲ ଖାଆନ୍ତୁ, ହାଇ ବ୍ଳଡପ୍ରେସର କଣ୍ଟ୍ରୋଲ କରନ୍ତୁ | ( Healthy Tips )

ବନ୍ଧୁଗଣ ଉଚ୍ଚ ରକ୍ତଚାପ ବା ହାଇ ବ୍ଲଡ଼ ପ୍ରେସର ଏକ ଗମ୍ଭୀର ସମସ୍ଯା ଅଟେ । ମନୁଷ୍ୟ ଶରୀରରେ ଏକା ଏକ ସାଇଲେନ୍ଟ କିଲର ଭଳି ହୋଇଥାଏ । ଅର୍ଥାତ ପ୍ରାରମ୍ଭିକ ସ୍ଥିତିରେ ଏହା ଜଣାପଡି ନ ଥାଏ କିନ୍ତୁ ଭିତରେ ଭିତରେ ଏହା ବଢି ଚାଲେ । ଆଜିର ବ୍ୟସ୍ତ ବହୁଳ ଜୀବନରେ ଅଧିକ କାମ, କମ ଆରାମ, ପ୍ରଦ୍ଯୁଷଣ କାରଣରୁ ମାନସିକ ଚିନ୍ତା ବଢୁଛି ।

ଅଧିକ ଚିନ୍ତା, ଟେନସନ କାରଣରୁ ଆମ ଶରୀରରେ ରକ୍ତର ପ୍ରଭାବ ଅଧିକ ହୋଇଥାଏ । ଯାହା କାରଣରୁ ଉଚ୍ଚ ରକ୍ତଚାପ ସମସ୍ଯା ଦେଖାଯାଏ । ଆଜି ଆମେ ଆପଣଙ୍କୁ କହିବି ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ କରିବାର ଘରୋଇ ଉପଚାର ବିଷୟରେ । ଏହି ରେମେଡି ବନାଇବା ପାଇଁ ଆବଶ୍ୟକ ପଡିବ ପୋସ୍ତ ଓ ତରଭୁଜ ମଞ୍ଜି ।

ତରଭୁଜ ମଞ୍ଜି ଆମ ରକ୍ତ କୋଷିକା କୁ ଡାଇଲେସ ଆରିବାର କାମ କରିଥାଏ । ଏହା ସହ କିଡନୀ ର କାର୍ଯ୍ୟ କ୍ଷମତା ବୃଦ୍ଧି କରାଇଥାଏ । ପ୍ରଥମେ କିଛି ତରଭୁଜ ମଞ୍ଜି କୁ ଶୁଖାଇ ଦିଅନ୍ତୁ । ବଜାରରେ ବିନା ଚୋପା ବାଲା ମଞ୍ଜି ବହୁତ ସହଜରେ ମିଳିଯିବ । ଆପଣ ତାହାର ପ୍ରୟୋଗ ଏଥିରେ ପ୍ରୟୋଗ କରିପାରିବେ ।

ପୋସ୍ତ ଓ ତରଭୁଜ ମଞ୍ଜି କୁ ସମାନ ଭାବେ ନେଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ । ଏହି ଗୁଣ୍ଡ କୁ ପ୍ଲାଷ୍ଟିକ ବା କାଚ ଜାର ରେ ଭରିକି ରଖନ୍ତୁ । ପ୍ରତି ଦିନ ସକାଳୁ ଏକ ଗ୍ଲାସରେ ଅଧା ଚାମଚ ଏହି ପାଉଡର ଜଳଖିଆ ଖାଇବାର ଅଧ ଘଣ୍ଟା ପୂର୍ବରୁ ସେବନ କରନ୍ତୁ । ପୋସ୍ତ ରକ୍ତ ସହ ଜଡିତ ସମସ୍ତ ରୋଗକୁ ଠିକ କରିବା ପାଇଁ ଲାଭଦାୟକ ଅଟେ ।

ପୋସ୍ତ ରେ ଆଇରନ, ଭିଟାମିନ, ପୋଟାସିୟମର ମାତ୍ରା ଅଧିକ ମିଳିଥାଏ । ଯାହାର ସିଧା ପ୍ରଭାବ ଆମ ରକ୍ତ ଚାପରେ ପଡିଥାଏ । ଦ୍ଵିତୀୟ ରେମେଡି ବନାଇବା ପାଇଁ  ଆବଶ୍ୟକ ପଡିବ ଆମଲା ଜୁସ, ମହୁ, ଡାଲଚିନୀ । ଆମଲା ଶରୀରରେ ଅନେକ ରୋଗକୁ ଠିକ କରିବା ପାଇଁ ପ୍ରୟୋଗ କରାଯାଏ । ଏଥିରେ ଭିଟାମିନ-ସି, ବି ମିଳିଥାଏ ।

ଅଧ ଗ୍ଳାସ ପାଣିରେ 3ରୁ 4 ଚାମଚ ଆମଲା ଜୁସ ନିଅନ୍ତୁ । ତାପରେ ସେଥିରେ ଅଧ ଚାମଚ ଡାଲଚିନି ଗୁଣ୍ଡ ଓ ଏକ ଚାମଚ ମହୁ ମିଶାଇ ସବୁ ସାମଗ୍ରୀକି ମିଶ୍ରଣ କରନ୍ତୁ । ପ୍ରତିଦିନ ଏହାର ସେବନ ଦିନ ବେଳା ଖାଇବା ସମୟରେ କରନ୍ତୁ । ତୃତୀୟ ରେମେଡି ବନାଇବା ପାଇଁ ମନ୍ଦାର ଫୁଲ, ଗୁଜୁରାତି । ଏହାକୁ ବନାଇବା ପାଇଁ ଦେଢ ଗ୍ଳାସ ସହ 2ଟି ମନ୍ଦାର ଫୁଲର ପାଖୁଡା ନିଅନ୍ତୁ ।

ପାଣି ଫୁଟିବା ପରେ ଚୁମିଟାଏ ଗୁଜୁରାତି ଗୁଣ୍ଡ ପକାନ୍ତୁ । ଏହି ପାଣିକୁ ସେତେ ଯାଏଁ ଫୁଟାନ୍ତୁ ଯେବେ ଯାଏଁ ପାଣି ଏକ ଗ୍ଳାସ ନ ହୋଇଛି । ଏହାପରେ ଏକ ପାତ୍ରକୁ ଛାଣି ଏହାକୁ ଥଣ୍ଡା ହେବାକୁ ଦିଅନ୍ତୁ । ଏହାର ସେବନ ଖାଲି ପେଟରେ ସେବନ କରନ୍ତୁ । ଦେଖିବେ ଏହି ସବୁ ଉପାୟ ଦ୍ଵାରା ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ ହୋଇପାରିବ ।

Leave a Reply

Your email address will not be published. Required fields are marked *