ଫୁସଫୁସ, ଗଳା, ଛାତିରେ ଜମିଥିବା ସମସ୍ତ କଫ ଥରକରେ ତରଳି ବାହାରିଯିବ, କେବଳ 2 ଚାମଚ ପିଇ ନିଅନ୍ତୁ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ବହୁତ ସରଳ ସହଜ ଏବଂ ବହୁ ପରୀକ୍ଷିତ ଉପଚାର କହିବାକୁ ଯାଉଛୁ ଯାହା ଦ୍ଵାରା ଛାତିରୁ କଫ, ଗଳା ସଂକ୍ରମଣ ଦୂର ହୋଇପାରିବ । ଏହାର ପ୍ରଥମ ସେବନ କରିବା ଦ୍ଵାରା ଏହାର ଫାଇଦା ଦେଖିବାକୁ ମିଳିବ । ଯଦି ଆପଣ 3 ଦିନ ଏହାର ସେବନ କରିବେ ତେବେ ଇନଫେକସନ, କାସ ମୂଳରୁ ଶେଷ ହୋଇଯିବ । ଆଲର୍ଜିରୁ ଏହି ସମସ୍ଯା ଉତପନ ହୋଇଥାଏ ।

ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ତିଆରି କରିବା ଓ ଏହାର ସେବନ କିପରି କରିବା । ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ତେଜପତ୍ର ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ । ସାଧାରଣତଃ ତେଜେପତ୍ରକୁ ଆମେ ଖାଦ୍ୟ ତିଆରିରେ ବ୍ୟବହାର କରିଥାଉ । ମାତ୍ର 6ଟି ତେଜପତ୍ର ନିଅନ୍ତୁ ଓ ଏହାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ ।

ଦ୍ଵିତୀୟ ସାମଗ୍ରୀ ହେଉଛି 2ରୁ 3 ଇଞ୍ଚ ଲମ୍ବାର ଅଦା ନିଅନ୍ତୁ । ଯାହା କଫ ସମସ୍ଯା ପାଇଁ ଲାଭଦାୟକ ହୋଇଥାଏ । ଅଦାକୁ ଭଲରେ ଧୋଇ ଏହାକୁ ଛୋଟ ପିସ କରି କାଟି ଦିଅନ୍ତୁ । ଏକ ପାତ୍ରରେ 500 ଏମଏଲ ପାଣି ନିଅନ୍ତୁ । ପାଣି ଭଲରେ ଫୁଟିବା ପରେ କାଟି ରଖିଥିବା ଅଦାକୁ ପକାନ୍ତୁ । ତା ପରେ 6ଟି ତେଜପତ୍ରକୁ ଛିଡାଇ ପକାନ୍ତୁ । ଏଥିରେ ଆଣ୍ଟି ଆକ୍ସିଡେଣ୍ଟ, ଇମଫ୍ଲାମେଟରୀ ଗୁଣ ମିଳିଥାଏ ।

ନିଶ୍ଵାସ ପ୍ରଶ୍ଵାସ ସମ୍ବଧିତ ସମସ୍ଯା ଦୂର ହେବା ସହ ଗଳାରେ କଷ୍ଟ, ଆସ୍ଥାମା ଦୂର ହୋଇଥାଏ । ଏବେ ଏଥିରେ ତୃତୀୟ ସାମଗ୍ରୀ ଛୋଟ ଖଣ୍ଡ ଡାଲଚିନିକୁ ଖଣ୍ଡ କରି ପକାନ୍ତୁ । ଏହ ଅପରେ 3ଟି ଲବଙ୍ଗ ଏଥିରେ ପକାନ୍ତୁ । ଲବଙ୍ଗରେ ଫୁଲ ଲାଗିଥିବା ଜରୁରୀ ଅଟେ । ଏହି ପାଣି କୁ ସେତେ ଯାଏଁ ଫୁଟନ୍ତୁ ଯେବେ ଯାଏଁ ପାଣି ଫୁଟି ଫୁଟି ଏକ ଗ୍ଳାସ ନ ହୋଇଯିବ । 5ରୁ 7 ମିନିଟ ପରେ ପାଣି ଏକ ଗ୍ଳାସ ହୋଇଯିବ ।

ଏଥିରେ ବ୍ୟବହାର ହୋଇଥିବା ସାମଗ୍ରୀ ର ପୋଶକ ତତ୍ତ୍ଵ ପାଣି ରେ ଆସି ଯାଇଥିବ । ଏବେ ଆପଣଙ୍କର ରେମେଡି ତିଆରି ହୋଇଯିବ । ଆପଣ ଏହାକୁ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହାକୁ ଆପଣ ଖାଲି ପେଟରେ 5 ଚାମଚ ସେବନ କରନ୍ତୁ । ଥରକେରେ ସବୁ ପିଆନ୍ତୁ ନାହି । ଚାହା ପିଇବା ଭଳି ସକାଳୁ ଖାଲି ଏଠାରେ ଏହାର ସେବନ କରନ୍ତୁ । ପିଲାଠୁ ବୁଢା ସମସ୍ତେ ଏହାର ସେବନ କରି ପାରିବେ ।

ହେଲେ ଜାଣି ନିଅନ୍ତୁ ଯଦି ଆପଣ ଏହାକୁ 2 ବର୍ଷର ପିଲାଙ୍କୁ ଦେଉଛନ୍ତି ତେବେ ଏକ ଚାମଚ ଦିଅନ୍ତୁ । ଏକ ଚାମଚ କାଢା ନେଇ ସେଥିରେ ମହୁ, ଉଷୁମ ପାଣି ପିଲାଙ୍କୁ ଦିଅନ୍ତୁ । ଯଦି 10 ବର୍ଷର ପିଲାଙ୍କୁ ଦେବେ ଦୁଇ ଚାମଚ, ବଡ ଲୋକଙ୍କୁ 4ରୁ 5 ଚାମଚ ଏହାର ସେବନ କରନ୍ତୁ । ଯେବେ ଆପଣ ଏହାର ସେବନ କରିବେ 5ରୁ 10 ବୁନ୍ଦା ଲେମ୍ବୁ ରସ ମିସାଇଲେ ଏହାର ଟେଷ୍ଟ ଅଧିକ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *