ଗାଧୋଇବା ସମୟ ରେ ଶରୀରର ଏହି ଦୁଇଟି ଅଙ୍ଗରେ ଭୁଲରେ ବି ସାବୁନ ଲଗାନ୍ତୁ ନାହିଁ , ନଚେତ ଭୋଗିବେ ଭୟଙ୍କର ପରିଣାମ ( Healthy Tips )

ବର୍ତ୍ତମାନ ସମୟରେ ଆମେ ସଫା ରହିବା ପାଇଁ ଭଲ ପାଇ ଥାଉ ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ଗାଧୋଇବା ବେଳେ ବହୁତ ଭଲ ଭାବେ ଗାଧୋଇବା ପାଇଁ ପସନ୍ଦ କରିଥାନ୍ତି । ଏହା ଅମଧ୍ଯ୍ଯ ଆପଣ ଜାଣି ଥିବେ କି କିଛି ଜଣ ଅଛନ୍ତି ଯେଉଁ ମାନେ ନିଜ କୁ ସଫା କରିବା ଅପାଇନ ଭଲ୍ଲ ପାଉ ନଥାନ୍ତି ସେମାନେ ନିଶ୍ଚିତ ଭାବେ କିଛି ନା କିଛି ଚର୍ମ ରୋଗରେ ପଡିଥାନ୍ତି ।

ଆପଣ ଏହା ମଧ୍ୟ ଜାଣି ଥିବେ କି ଯେଉଁ ମାନେ ବାହାରେ ଅଛନ୍ତି ସେମାନେ ଏବେ କୋରୋନା ବେଳେ ଏବେ ସବୁ ଲୋକମାନ୍ନେ ଅଧିକା ଧ୍ୟାନ ଦଉଛନ୍ତି ଗାଢୁଆ ପାଧୁଆ ରେ ଆପଣ ଯଦି ଜାଣି ଥିବେ ଏହା ମଧ୍ୟ ଜାଣି ଥିବେ କି ମହିଳା ହୁଅନ୍ତୁ କିମ୍ବା ପୁରୁଷ ସାଧାରଣ ଭାବେ ଆଧୁନିକ ହୋଇଥିବାରୁ ସେମାନେ ସାବୁନ ଲଗାଇକି ଗାଧୋଇବା ପାଇଁ ଭଲ ପାଇଁ ଥାନ୍ତି ।

ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନେ ଅଧିକା ଅଧିକା ସାବୁନ ଲଗାଇକି ଗାଧୋଇବା ପାଇଁ ଭଲ ପାଇ ଥାନ୍ତି । ଆପଣ ଯଦି ଜାଣି ପାରିବେ ତ ଦେଖି ପାରିବେ କି ଏହା ଆମ ପାଇଁ ବହୁତ ଖରାପ ହୋଇ ଥାଏ ଯାହା କୁ ଆମେ ଶରୀରରେ ଅଧିକା ସମୟ ଯାଏ ଲଗାଇକି ରଖୁଚୁ ତାହା ଆମକୁ ସବୁ ବେଳେ ଭଲ ଲାଗି ନଥାଏ ।

ଆପଣ ଏହା ମଧ୍ୟ ଜାଣି  ଥିବେ କି ଯେଉଁ ମାନେ ପ୍ରାକୃତିକ ଜିନିଷ କୁ ବ୍ୟବହାର କରିକି ଗାଧୋଇ ଥାନ୍ତି ସେମାନଙ୍କ ତ୍ଵଚା ଖୁବ ଅଧିକା ଭଲ ହୋଇଥାଏ । ଆଜି ଆମେ କହିବା କି ଶରୀର ରେ କେଉଁ ଜାଗାରେ ଆମେ ସାବୁନ ଲଗାଇବା ଭଲ ହୋଇ ନଥାଏ । ଏହାର କାରଣ କଣ କାହିଁକି ଆମେ ଏହାକୁ ଲଗାଇବା ନାଇ ।

ଏହା ପାଇଁ ସବୁ ପ୍ରକକାର ଆଲୋଚନା ଆଜି ଆମେ କରିବା ଆସନ୍ତୁ ଜାଣିବା । ବ୍ୟସ୍ତ ବହୁଳ ସମାଜରେ ଲୋକମାନେ ଅନେକ କିଛି କରି ଦେଇ ଥାନ୍ତି । ଏହି କିଛି ସମୟରେ ଆମ ଦ୍ଵାରା ବହୁତ ଭୁଲ ହୋଇ ଯାଇ ଥାଏ ।  ମାତ୍ର ଏହାକୁ ଧ୍ୟାନ ଦେବା ବଦଳରେ ଆମେ ଏହାକୁ ଆମେ ନଜର ଅନ୍ଦାଜ କରି ଦେଇଥାଉ ।

ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଆମେ ଆମ ଶରୀର ର ଜନତା ନେବା ଉଚ୍ଛିତ ଅଟେ । ଶରୀର ର ଏହି ଦୁଇ ଜାଗାରେ ଆପଣ ସାବୁନ ଲଗାଇବେ ଯଦି ଆପଣଙ୍କ ଚର୍ମ ରୋଗ ଆରମ୍ଭ ହେବା ନିହାତି ଭାବେ ସୁନିଶ୍ଚିତ ଅଟେ ।  ଏହି ଦୁଇ ସ୍ଥାନ ମଧ୍ୟରୁ ପ୍ରଥମ ସ୍ଥାନ ହେଉଛି ଗୁପ୍ତାଅଙ୍ଗ । ଏହାକୁ ଆପଣ ସେହି ଜାଗାରେ ଲଗାଇବା ଦ୍ଵାରା ଆମର ଗୁପ୍ତାଅଙ୍ଗ ରେ ଅନେକ ଇନଫେକସନ କରାଇ ଦେଇ ଥାଏ ।

ଆପଣ ବିଭିନ୍ନ ରୋଗରେ ପୀଡିତ ହୋଇଥାଏ । ଆଉ ଏକ ଅଙ୍ଗ ହେଉଛି ଆଖି । ଆପଣ ଆଖିରେ ଯଦି ଭୁଲ ରେ ଭି ସାବୁନ ଲଗାଇବା ତାହା ଆମ ଆଖି କୁ ଖରାପ କରାଇ ଦେବ । ମନୁଷ୍ୟ କୁ ଜଗିକି ଆପଣ ସାବୁନ ବ୍ୟବହାର କରିବା ଭଲ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *