ଗରମ ଦିନରେ ଫେଶୀ (Flax Seed) ଖାଇଲେ ଯାହା ହେବ ଆପଣ ବିଶ୍ଵାସ କରି ପାରିବେନି, ଡାକ୍ତର ମାନେ ବି ଆଶ୍ଚର୍ଯ୍ୟ- Healthy Tips

ଆଲସୀର ସେବନ କରିବା ଦ୍ଵାରା ଅନେକ ସମସ୍ୟାର ନିବାରଣ ହୋଇଥାଏ । ଯଦି କୌଣସି ବ୍ଯକ୍ତିର ହେୟାର ଫଲ ହେଉଥାଏ ବା ଆଖି ସମସ୍ଯା ରହିଥାଏ ବା ଆଁଠୁଗଣ୍ଠି ଜନିତ ସମସ୍ଯା ରହିଥାଏ ବା ହାଇ ବ୍ଲଡ଼ ପ୍ରେସର ସମସ୍ଯା ବା ରକ୍ତ ଅଭାବ ହେଉଥାଏ ବା ଶରୀରରେ ଦୁର୍ବଳତା ଅନୁଭବ ହେଉଥାଏ ତେବେ ଆଲସିର ସେବନ କରିଲେ ବହୁତ ଲଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଆଲସୀକୁ କେଉଁ ଜିନିଷ ସହ ମିଶ୍ରଣ କରି ଖାଇଲେ ବା କେଉଁ ସମୟରେ ସେବନ କରିଲେ ଆମ ଶରୀର ପାଇଁ ଭଲ ହୋଇଥାଏ ।

ଯଦି କୌଣସି ବ୍ୟକ୍ତି ଅଳସୁଆ ଅନୁଭବ କରୁଥାନ୍ତି ବା ଶରୀରରେ ଏନର୍ଜିର କମି ଥାଏ ତେବେ ପ୍ରତି ଦିନ ସକାଳୁ ଖାଲି ପେଟରେ ଅଳ୍ପ ପରିମାଣରେ ଗରମ ପାଣିରେ ଆଲସୀର ଚୁରନ ବା ପାଉଡରରେ ମହୁ ମିଶାଇ ଖାଇବା ଉଚିତ । ଯଦି କୌଣସି ପୁରୁଷର କୌଣସି ଶାରୀରିକ ସମସ୍ଯା ରହିଥାଏ ତେବେ ସେମାନଙ୍କୁ ଆଲସୀର ପାଉଡର ସହ ଅଶ୍ଵଗନ୍ଧାର ପାଉଡର ଓ ସତାବରି ପାଉଡରକୁ କିଛି ପରିମାନରେ କ୍ଷୀର ବା ଗରମ ପାଣିରେ ପକାଇ ସପ୍ତାହର ୩ ଦିନ ଧରି ସେବନ କରିବେ ତେବେ ଏହାର ନିବାରଣ ହୋଇଥାଏ ।

ଏହା ବ୍ଯତୀତ ସକାକୁ ଯୋଗ ବା ପ୍ରାଣାୟମ କରିବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ଯଦି ପ୍ରତି ଦିନ ଆଲସୀର ମଞ୍ଜିକି ଆମଲା ପାଉଡର ସହ ସେବନ କରାଯାଏ ତେବେ ଆଖିର ସମସ୍ଯା ଦୂର ହେବା ସହ କେଶ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏହା ଛଡା କେଶ ଅଧିକ ଲମ୍ବା ଓ ମଜବୁତ ହୋଇଥାଏ ।

ଏହା ସହ ଶରୀରରେ ରକ୍ତ ସଂଚାର କରିବାରେ ସାହାଜ୍ଯ କରିଥାଏ । ଆଲସୀ ମଞ୍ଜିରେ ଭିଟାମିନ ଏ, ଭିଟାମିନ ବି-୧୨, ଭିଟାମିନ କେ, ଭିଟାମିନ ଡି ପ୍ରଚୁର ପରିମାଣରେ ରହିଥାଏ । ଆଲସୀ ମଞ୍ଜିରେ କ୍ୟାଲସିୟମ ଅଧିକ ରହିଥିବାରୁ ଏହା ଆମ ଶରୀରର ଆଖି ଜନିତ କୌଣସି ସମସ୍ଯା ବା ଆଁଠୁଗଣ୍ଠି ସମସ୍ୟା ବା ଶରୀରରେ ରକ୍ତର ଅଭବକୁ ଦୂର କରିବାରେ ସାହାଜ୍ଯ କରିଥାଏ ।

ଆଲସୀ ମଞ୍ଜିର ପାଉଡରକୁ ଅଧ ଚାମଚ ଠାରୁ ଅଧିକ ନେବା ଉଚିତ ନୁହେ । ଆଲସୀ ମଞ୍ଜିର ସେବନ କରିଲେ ପେଟ ଜନିତ ସମସ୍ଯା ବା ଶରୀରରେ ଅଧିକ ଚର୍ବି ଥିଲେ ଏହା ଦୂର ହୋଇଥାଏ । ଆମ ଶରୀରରେ ଇମ୍ୟୁନିଟି ପାୱାର ବ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ପାଇଁ ଆଲସୀ ମଞ୍ଜି ବହୁତ ଲାଭଦାୟକ ହୋଇଥାଏ ।

ଛୋଟ ପିଲାଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଆଲସୀ ମଞ୍ଜି ସହାୟକ ହୋଇଥାଏ । ଯେଉଁ ମାନଙ୍କୁ ଅଧିକାଂଶ ଥଣ୍ଡା ହେଉଥିବ ସେମାନଙ୍କୁ ବିଶେଷ ଭାବେ ଆଲସୀର ପାଉଡର ସେବନ କରିବା ଉଚିତ । ଏହା ଥିଲା ଆଲସୀ ମଞ୍ଜୀର ଉପକାରିତା ଯାହାକୁ ସେବନ କରିଲେ ଆମ ଶରୀର ଫିଟ ଓ ସୁସ୍ଥ ରହିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ପସନ୍ଦ ଆସିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *