ଖାଲି ପେଟରେ ଗରମ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଜାଣିଲେ ପାଦ ତଳୁ ମାଟି ଖସିଯିବ ( Healthy Tips )

ବନ୍ଧୁଗଣ ଆପଣ ବାରମ୍ବାର ଗରମ ପାଣି ପିଉଛନ୍ତି କି ତେବେ ହୋଇଯାଆନ୍ତୁ ସାବଧାନ ନହେଲେ ଘଟିପାରେ ବଡ ସମସ୍ୟା । ଆଜିକା ସମୟରେ ସମସ୍ତେ ସୁସ୍ଥ ରହିବାକୁ ଇଚ୍ଛା କରିଥାନ୍ତି । ସୁସ୍ଥ ରହିବା ପାଇଁ ଭିନ୍ନ ଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇଥାନ୍ତି । ଏହି ସବୁ ଉପାୟ ମଧ୍ୟରୁ ଗୋଟେ ଅଟେ ଗରମ ପାଣିର ସେବନ କିନ୍ତୁ କଣ ଆପଣ ଜାଣିଛନ୍ତି ଗରମ ପାଣି ପିଇବା ଦ୍ୱାରା ବ୍ୟକ୍ତିର ଶରୀରରେ କେଉଁ ପ୍ରକାରର ପ୍ରଭାବ ପଡିଥାଏ । ଆଜି ଆମେ ଆପଣଙ୍କୁ ଗରମ ପାଇଁ ପେଇବା ଦ୍ବାରା ଶରୀରରେ କଣ ପ୍ରଭାବ ପଡିଥାଏ କହିବୁ । ତେବେ ଚାଲନ୍ତୁ ଜାଣିବା ।

ଓଜନ ହ୍ରାସ ଏବଂ ମେଟାବୋଲିଯିମ ସଠିକ ରଖିବା ପାଇଁ ବହୁତ ପରିମାଣର ପାଣି ପିଇବା ଜରୁରୀ ଅଟେ । କିନ୍ତୁ ଅଧିକାଂଶ ଲୋକ ସକାଳୁ ଉଷୁମ ପାଣି ପିଅନ୍ତି । ଉଷୁମ ପାଣି ପିଇବା ଦ୍ୱାରା ଶରୀରର ଅଙ୍ଗର କ୍ଷତି ହୋଇଥାଏ । ପ୍ରତିଦିନ ୬ ରୁ ୭ ଗିଲାସ ପାଣି ପିଇବା ଉଚିତ ହୋଇଥାଏ । କିନ୍ତୁ ଅଧିକ ଗରମ ପାଣି ପିଇବା ଦ୍ୱାରା ଆମର ଶରୀରର ଆଦମିକ ପ୍ରଣାଳୀକୁ କ୍ଷତି ପହଞ୍ଚିଥାଏ ।

ତେଣୁ ଅଧିକ ମାତ୍ରାରେ ଗରମ ପାଣି ପିଅନ୍ତୁ ନାହିଁ । ଗରମ ପାଣି ର ତାପମାତ୍ରା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଦ୍ବାରା ଶରୀରର ଆଦାମିକ ଅଙ୍ଗ ଜଳିବାର ଆଶଙ୍କା ରହିଥାଏ । ତେଣୁ ପାଣିକୁ ସବୁବେଳେ ହାଲକା ଉଷୁମ କରି ପିଅନ୍ତୁ । ଶରୀରର ଅଙ୍ଗ ଗୁଡ଼ିକର ଟିଶୁ ବହୁତ ସୂକ୍ଷ୍ମ ହୋଇଥାଏ । ଯଦି ଆପଣ ବାରମ୍ବାର ଗରମ ପାଣି ପିଅନ୍ତି ତେବେ ଏହା ଅଙ୍ଗ ଗୁଡିକରେ ଫୁଲା ସୃଷ୍ଟି କରିପାରେ ।

ଗରମ ପାଣି ଦ୍ଵାରା ପ୍ରଭାବିତ ହେଉଥିବା ଶରୀରର ଅଂଶ ଗୁଡ଼ିକ ହେଉଛି ଓଠ, ଜିଭ, ପାଟିର ଭିତର ଅଂଶ ଏବଂ ବେକ । ଗରମ ପାଣି ପିଇବା ଦ୍ୱାରା ଏହାର ପ୍ରଭାବ ଶରୀରର କିଡନୀ ଉପରେ ମଧ୍ୟ ପଡ଼ିଥାଏ । କିଡନୀ ର ମୂଳ କାମ ହେଉଛି ଜଳ ଏବଂ ବିଷାକ୍ତ ପଦାର୍ଥ ବାହାର କରିବା । ଗରମ ପାଣି ପିଇବା ଦ୍ୱାରା କିଡନୀ ଉପରେ ବେଶି ପ୍ରଭାବ ପଡିଥାଏ ଯାହା ଫଳରେ କିଡନୀ ଠିକ ଭାବେ ଫଙ୍କସଂ କରିପାରେ ନାହିଁ ।

ଯଦି ଆପଣଙ୍କର ଅର୍ସ ଉପଚାର ହୋଇଛି ତେବେ ବିନା ଡକ୍ଟର ଙ୍କ ପରାମର୍ଶରେ ଗରମ ପାଣି ପିଅନ୍ତୁ ନାହିଁ । ଡକ୍ଟର ଙ୍କ ପରାମର୍ଶ ନିଅନ୍ତୁ । ରାତିରେ ଶୋଇବା ସମୟରେ କେବେବି ଭୁଲରେ ଗରମ ପାଣି ପିଅନ୍ତୁ ନାହିଁ । ଏହା ଦ୍ବାରା ବ୍ୟକ୍ତିର ଜୀବନ ଉପରେ ମଧ୍ୟ ବିପଦ ରହିଥାଏ । ଏହା ଆପଣଙ୍କ ରକ୍ତ ଭଣ୍ଡାର କୋଶ ଉପରେ ଚାପ ବଢାଇଥାଏ ଯାହା ଦ୍ଵାରା ଆପଣଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *