ନ ରୁ ଆରମ୍ଭ ନ ରେ ଶେଷ, ଦେଖୁଥାଏ ସାରା ଦୁନିଆ ଦୃଶ୍ୟ। ତା’ର ନାମଟି କ’ଣ ? ଏହା ସହିତ ୧୫ଟି GK Questions & Answers

ଦର୍ଶକବନ୍ଧୁ ଆମେ ଯେତେ ପାଠ ପଢିଥିଲେ ମଧ୍ୟ କିଛି ପ୍ରଶ୍ନ ଏପରି ମଧ୍ୟ ଅଛି ଯାହାର ଉତ୍ତର ଆମେ ଜାଣିନଥାଉ । ଆଜିକାଲି ସରକାରୀ ଚାକିରି ହେଉ ବା ବେସରକାରୀ ସବୁଠି ଇଣ୍ଟରଭ୍ୟୁ ବେଳେ କିଛି ଏମିତି ପ୍ରଶ୍ନ ପଚାରି ଦେଉଛନ୍ତି ଯାହା ସହଜ ଲାଗୁଥିଲେ ମଧ୍ୟ ଉତ୍ତର ଦେବା କଷ୍ଟ ହୋଇପଡୁଛି । ଆପଣ ଯଦି କୌଣସି ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ କିଛି ବ୍ରିଲିଆଣ୍ଟ ପ୍ରଶ୍ନ ଓ ସେଗୁଡିକର ଉତ୍ତର । ଯାହାଦ୍ଵାରା ଆପଣଙ୍କୁ ପରୀକ୍ଷାରେ ଉତ୍ତର ଦେବା ପାଇଁ ଖୁବ ସହଜ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ।

୧:- କେଉଁ ଜୀବର ପାକସ୍ଥଳୀ ତାର ମୁଣ୍ଡରେ ଥାଏ ?

ଉତ୍ତର:- ଚିଙ୍ଗୁଡ଼ି

୨:- କେଉଁ ଯିବାର ଚାରୋଟି ପାକସ୍ଥଳୀ ଥାଏ ?

ଉତ୍ତର:- ଗାଈ

୩:- କେଉଁ ଦେଶରେ ସ୍ତ୍ରୀ ଲୋକମାନେ ନିଷ ଏବଂ ଦାଢ଼ି ଉଠାଇଥାନ୍ତି ?

ଉତ୍ତର:- ଇଥିଓପିଆ

୪:- ବାବର କେଉଁ ଭାଷାରେ ଆତ୍ମଜୀବନୀ ରଚନା କରିଥିଲେ ?

ଉତ୍ତର:- ତୁର୍କୀ

୫:- ଗ୍ରୀନଲାଣ୍ଡର କ୍ୟାପିଟାଲ ର ନାମ କଣ ?

ଉତ୍ତର:- ନ୍ୟୁକ

୬:- କେଉଁ ଜୀବ ପାଟିରେ ଚାଲେ ?

ଉତ୍ତର:- ଗେଣ୍ଡା

୭:- ରାବଣର ସମୁଦାୟ କେତୋଟି ବାହୁ ଥିଲା ?

ଉତ୍ତର:- ୨୦ଟି

୮:- ସରଗରୁ ଆସିଲେ ଭାଇ ଭଉଣୀ । ଚୋବେଇ ଗଲେ ବିରି ଗହୁଣୀ । ଏହାର ମାନେ କ’ଣ ?

ଉତ୍ତର:- ଚକି ଶିଳ

୯:- ନ ରୁ ଆରମ୍ଭ ନ ରେ ଶେଷ, ଦେଖୁଥାଏ ସାରା ଦୁନିଆ ଦୃଶ୍ୟ । ତା’ର ନାମଟି କ’ଣ ?

ଉତ୍ତର:- ନୟନ

୧୦:- କେଉଁ କାଳ୍ପନିକ ଭୌଗୋଳିକ ରେଖା ସବୁଠାରେ ଦକ୍ଷିଣରେ ରହିଛି ?

ଉତ୍ତର:- ମକର ରେଖା

୧୧:- ଜଣେ ସଚ୍ଚା ଜୈନ ମୁନି ଭଳି ଉପବାସ ଦ୍ଵାରା କେଉଁ ଶାସକ ଶରୀର ତ୍ୟାଗ କରିଥିଲେ ?

ଉତ୍ତର:- ଚନ୍ଦ୍ରଗୁପ୍ତ ମୋର୍ଯ୍ୟ

୧୨:- କେଉଁ ପ୍ରାଣୀ ଅଣ୍ଡିରା ହେଲେ ବି ଛୁଆ ଜନ୍ମ କରିଥାଏ ?

ଉତ୍ତର:- ସମୁଦ୍ର ଘୋଡ଼ା

୧୩:- ଭାରତର ପ୍ରଥମ ଆଣବିକ କେନ୍ଦ୍ର କେଉଁଟି ?

ଉତ୍ତର:- ତାରାପୁର

୧୪:- କେଉଁ ମୁଗଲ  ଶାସକ ତାଙ୍କ ନିଜ ପୁତ୍ର ଦ୍ଵାରା ବନ୍ଦୀ ହୋଇଥିଲେ ?

ଉତ୍ତର:- ସାହାଜାହାନ

 

୧୫:- ଜଣେ ଝିଅ ପାଖରେ ବାହାଘର ପୂର୍ବରୁ ଥାଏ, ବାହାଘର ପରେ ମଧ୍ୟ ଥାଏ କିନ୍ତୁ ବାହାଘର ଦିନ ନଥାଏ । ତାହା କ’ଣ ?

ଉତ୍ତର:- ସର୍ନେମ (surname)

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *