ଏହି 1 ପତ୍ର ଚୋବାଇ ଖାଇ ନିଅନ୍ତୁ, ବାତ, ପିତ, କଫ ଦୋଷ ହେବ ଦୂର, 50 ବର୍ଷ ପର୍ଯ୍ୟନ୍ତ କେବେ ବି ହେବ ନାହିଁ ସୁଗାର, ମୋଟାପା, କୋଲେଷ୍ଟ୍ରୋଲ ( Healthy Tips )

ବନ୍ଧୁଗଣ ଆଜିକା ସମୟରେ ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାନ୍ତି । ଏବଂ କିପରି ସୁସ୍ଥ ରହିବେ ସେଥି ପାଇଁ ବିଭିନ୍ନ ପ୍ରକାରର ଉପାୟକୁ ଆପଣାଇଥାନ୍ତି । ଆଜି ଆମେ ଆପଣଙ୍କ ପାଇଁ ସୁସ୍ଥ ରହିବାର ଏକ ଜବରଦସ୍ତ ଉପାୟ ନେଇକି ଆସିଛୁ । ବାସ ପ୍ରତେକ ଦିନ ଏହି ପତ୍ରକୁ ଚୋବାଇ ଖାଇବା ଦ୍ବାରା ଆମ ଶରୀରର ଇମୁନିଟି ପାୱାର ବଢ଼ିଥାଏ । ଏବଂ ଏହା ଆମକୁ ରୋଗ ସହ ଲଢ଼ିବାକୁ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ପତ୍ର ବିଷୟରେ ।

ଏହି ପତ୍ର କୁ ପ୍ରତିଦିନ ଚୋବାଇ ଖାଇସାରିବା ପରେ ବାସ ଗୋଟେ ଗ୍ଲାସ ଗରମ ପାଣି ପିଅନ୍ତୁ । ତାପରେ ଫାଇଦା ନିଜେ ଦେଖିବେ । ତେବେ ବନ୍ଧୁଗଣ ଏହି ପତ୍ର ଟି ହେଉଛି ଗିଲୋଇ ପତ୍ର । ଏହାକୁ ଅମୃତା ପ୍ରତ୍ର ମଧ୍ୟ କୁହାଯାଇଥାଏ । ଏହା ଆମ ଶରୀର ପାଇଁ ବହୁତ ଭଲ ହୋଇଥାଏ । ଏହି ଗଛର ପତ୍ର ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଏହି ଗଛର ପତ୍ରରେ କପର,ଆଇରନ, ଜିଙ୍କ ଆଦି ଭରପୁର ମାତ୍ରାରେ ରହିଥାଏ ।

ଗିଲୋଇ ଗଛର ପତ୍ର,ଚେର ଏବଂ ମୂଳ ସବୁ ଆମ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଆପଣ ପ୍ରତିଦିନ ସକାଳୁ ଏହି ପତ୍ର ର ୨ଟି ପାଖୁଡ଼ା ନିଅନ୍ତୁ ଏବଂ ଖାଲି ପେଟରେ ଏହାକୁ ଚୋବେଇ ଖାଇନିଅନ୍ତୁ । ଖାଇସାରିବା ପରେ ଗୋଟେ ଗିଲାସ ଗରମ ପାଇଁ ପିଅନ୍ତୁ । ଏହି ଗଛର ଚେର କୁ ଯଦି ଛେଚି ଗୋଟେ ଗିଲାସ ପାଣିରେ ଫୁଟାଇ ଏହାର ରସକୁ ସବୁଦିନ ସକାଳୁ ପିଅନ୍ତି ତାହେଲେ ଆପଣଙ୍କ ସୁଗାର ଲେବଲ ନିୟନ୍ତ୍ରଣ ହୋଇ ରହିଥାଏ ।

ସୁଗାର ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେବାକୁ ଲାଗେ । ଏହା ସହ ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠିର ସମସ୍ୟା ରହିଛି ତେବେ ଆପଣ ନିଶ୍ଚିନ୍ତ ଭାବରେ ଏହି ଗିଲୋଇ ପତ୍ରର ବ୍ୟବହାର କରନ୍ତୁ । ଏହି ପତ୍ରକୁ ଛେଚି ଗୋଟେ ଗ୍ଲାସ ପାଣିରେ ୩ଚାମଚ ଆଲୋଭେରା ଜୁସ ମିଶାଇ ପେଇବା ଦ୍ବାରା ଆମର ସମ୍ପୁର ସ୍ବାସ୍ଥ୍ୟବସ୍ତା କଣ୍ଟ୍ରୋଲ ହୋଇ ରହିଥାଏ । ଡେଙ୍ଗୁ,ଜ୍ଵର,ଥଣ୍ଡା,କାଶ ଆଦି ଠାରୁ ମଧ୍ୟ ବଞ୍ଚାଇବା ପାଇଁ ଏହା ଏକ ଚମତ୍କାର ଉପାୟ । ଗ୍ୟାସ, ଏସିଡିଟୀ ପରି ପେଟ ସମସ୍ୟା କୁ ମଧ୍ୟ ଏହି ଗିଲୋଇ ପତ୍ର ଚୁଟକିରେ ଦୂର କରିଥାଏ । ତେବେ ବନ୍ଧୁଗଣ ଏହି ଚମତ୍କାରି ପତ୍ରକୁ ସବୁଦିନ ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ତେବେ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *