ଏହି ଗୋଟିଏ ପତ୍ର ଆଗରେ ଫେଲ୍ ହୋଇଯିବ ଲକ୍ଷେ ପ୍ରକାରର ଔଷଧ ! କିଡନୀ ଷ୍ଟୋନ, ମୁଣ୍ଡବିନ୍ଧା, ଚର୍ମରୋଗ ଆଦି 1000 ରୋଗ ଭଲ କରେ ଏହି ପତ୍ର ( Healthy Tips )

ସାଧାରଣତଃ ଆମ ବାଡି ବଗିଚା, ତଥା ଆମ ଘରର ଆଖ ପାଖ ଅଞ୍ଚଳ ରେ ଆମେ ମାନେ ଅନେକ ଗଛ ଲତା ଆଦି ବୃକ୍ଷ ମାନଙ୍କୁ ଦେଖିଥାଉ । କିନ୍ତୁ ସେମାନଙ୍କର ଗୁଣ ବିଷୟ ରେ ଆମେ ମାନେ ଭଲ ଭାବରେ ଜାଣି ନ ଥାଉ । ସେହି ଗଛ ମାନଙ୍କ ମଧ୍ୟରୁ ଅମର ପୋଇ ଗଛ ହେଉଛି ଅନ୍ଯତମ । ଏହି ଗଛ ଏକ ଏପରି ଗଛ ଯାହା କି ମନୁଷ୍ୟ ତଥା ଆମ ଜୀବ ସମାଜ ପାଇଁ ପ୍ରକୃତିର ଏକ ବରଦାନ ।

କାରଣ ଏହି ଗଛ ର ପତ୍ର ସାହାର୍ଯ୍ୟ ରେ ଆପଣ ହଜାର ପ୍ରକାର ରୋଗ ସମସ୍ଯା ରୁ ମଧ୍ୟ ମୁକ୍ତ ହୋଇ ପାରିବେ । ସାଧାରଣତଃ ଏହି ଅମର ପୋଇ ଗଛ ଗ୍ରାମାଞ୍ଚଳ ରେ ଅଧିକାଂଶ ଭାବରେ ଦେଖିବାକୁ ମିଳିଥାଏ ।

ଅମର ପୋଇ ଗଛ ଏକ ଏଭଳି ଗଛ ଅଟେ, ଯାହାର ପତ୍ର କୁ ମାଟିରେ ପୋତି ଦେବାରୁ ଆଉ ଏକ ନୂତନ ଗଛ ସୃଷ୍ଟି ହୋଇ ଯାଇଥାଏ । ଏହାର ଏହି ଭଳି ଚମତ୍କାରୀ ଗୁଣ କାରଣ ଥିବାରୁ ଏହାର ନାମ ଏହି ଭଳି ଅମରପୋଇ ରହିଅଛି ।

ଦର୍ଶକ ବନ୍ଧୁ ଆଜିର ଏହି ଉପଚର ଟି ପାଇଁ ଆପଣ ସର୍ବ ପ୍ରଥମେ ୨ ରୁ ୩ ଟି ଅମର ପୋଇ ପତ୍ର ଆଣି ତାହାକୁ ଭଲ ଭାବରେ ସଫା ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଏହାକୁ ବାଟି ବା ଛେଚି ଏହାର ରସ ବାହର କରି ନିଅନ୍ତୁ । ଏହାର ସ୍ଵାଦ ଅଳ୍ପ ଖଟା, ସାମାନ୍ଯ ଲୁଣିଆ ତଥା ସ୍ଵାଦିଷ୍ଟ ମଧ୍ୟ ଲାଇଥାଏ ।

କିଛି ସ୍ଥାନର କିଛି ଲୋକ ଏହି ପତ୍ର କୁ ରନ୍ଧନ କରି ଏହାର ତରକାରୀ ମଧ୍ୟ ସେବା କରିଥା’ନ୍ତି । ଯଦି ଆପଣ ଙ୍କ କିଡନୀ ରେ ପଥରି ବା ଷ୍ଟୋନ ଭଳି ସମସ୍ଯା ଅଛି ତେବେ ଆପଣ ଏହାର କାଢ କରି ସେବନ କରନ୍ତୁ । ନଚେତ ଆପଣ ଏହି ଗଛରୁ ଏକ ପତ୍ର ଆଣି ତାହାକୁ ଭଲ ଭାବରେ ଧୋଇ ସେଥିରେ ଅଢେଟା ଗୋଲମରୀଚ ଦେଇ ତାହାକୁ ବାଟି ନିଅନ୍ତୁ । ଏହା ରେ ସକାଳେ ଖାଲି ପେଟ ରେ ତାହାକୁ ସେବନ କରି ନିଅନ୍ତୁ ।

ଏହି ଭଳି ସାତ ଦିନ ସେବନ କରିବା ଦ୍ଵାରା ଆପଣ ଦେଖିବେ କି ଆପଣ ଙ୍କର କିଡନୀ ରୁ ବା ପେଟ ରୁ ସେହି ଷ୍ଟୋନ ବା ପଥରୀ ଟି ପରିସ୍ରା ବା ମଳ ଦ୍ଵାରା ବାହାରି ଯାଇଥାଏ । ଏହାକୁ ବାଟି ମୁଣ୍ଡ ରେ ଏହାର ଲେପ ଲଗାଇବା ଦ୍ଵାରା ମୁଣ୍ଡ ବିନ୍ଧା ଓ ଯନ୍ତ୍ରଣା ମୂଳ ରୁ ଭଲ ହୋଇ ଯାଇଥାଏ । ଏକ ଗ୍ଳାସ ପାଣିରେ ୨ ଟି ଏହି ପତ୍ର କୁ ଭଲ ଭାବରେ ଛିଣ୍ଡାଇ ପକାଇ ଦିଅନ୍ତୁ ।

ଏହା ପରେ ଏହା ଫୁଟି ଫୁଟି ଅଧ ଗ୍ଳାସ ହୋଇ ଗଲା ପରେ ଏହାକୁ ଉଷୁମ ଥିବା ଅବସ୍ଥାରେ ଛାଣି ଦେଇ ଏଥିରେ ୫୦ ml ସିଲାଜିତ ଓ ୨ ଗ୍ରାମ ମହୁ ମିଶାଇ ଏହାର ଦିନକୁ ଦୁଇ ଥର ତାଜା ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ଆପଣ କିଡନୀ ତଥା ପେଟ ବିନ୍ଧା ଆଦି ସବୁ ପ୍ରକାର ସମସ୍ଯା ରୁ ମୁକ୍ତ ହୋଇ ପାରିବେ । ତେବେ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *