ହଳଦିରେ କେବଳ ଏହି ଗୋଟିଏ ଜିନିଷ ମିଶାଇ ଲଗାନ୍ତୁ , ରାତାରାତି ଏତେ ଗୋରା ହେଇଯିବେ କି ସମସ୍ତେ କହିବେ ଏତେ ସୁନ୍ଦର କେମିତି ହେଲା

ବନ୍ଧୁଗଣ ଆଜିକାଲିର ସମସ୍ତ ପୁରୁଷ ଓ ମହିଳା ମାନେ ନିଜ ଫେସକୁ ଅଧିକ ଗୋରା , ଦା-ଗ-ହୀ-ନ ଓ ସୁନ୍ଦର ରଖିବା ପାଇଁ ଚାହୁଁ ଛନ୍ତି । ବନ୍ଧୁଗଣ ନିଜର ଏହି ସମସ୍ଯାକୁ ଦୂର କରିବା ପାଇଁ ଉଭୟ ପୁଅ ଓ ଝିଅ ବହୁତ ପ୍ରକାରର ଫେସକ୍ରିମ ଓ ଫେସୱାସର ବ୍ୟବହାର କରିଥାନ୍ତି । ହେଲେ ବନ୍ଧୁଗଣ ଏହି ସମସ୍ତ ଜିନିଷର ବହୁତ ମାତ୍ରାରେ କେମିକାଲ ମିଶି ହୋଇ ରହିଥାଏ, ଯାହା ଆପଣଙ୍କ ସ୍କିନକୁ ଅଧିକ ଡ୍ୟା-ମେ-ଜ କରାଇଥାଏ । ହେଲେ ବନ୍ଧୁଗଣ ଚି-ନ୍ତା କରିବାର କୌଣସି ଆବଶ୍ୟକତା ନାହିଁ , କାରଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଉପଚାର ବିଷୟରେ କହିବାକୁ ଯାଉଛୁ , ଯାହାକୁ କରି ଆପଣ ନିଜ ଫେସକୁ ସଂପୂର୍ଣ୍ଣ ଗୋରା , ଦା-ଗ-ହୀ-ନ ଓ ସୁନ୍ଦର କରାଇପାରିବେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ଯାହାକୁ ଆପଣମାନେ ବହୁତ ସହଜରେ ନିଜ ଘର ମଧ୍ୟରେ ବସି କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ । ବନ୍ଧୁଗଣ ଆମର ଏହି ଉପଚାର ପାଇଁ ପ୍ରଥମ ସାମଗ୍ରୀ ହେଉଛି ଗୋଲାପ ଜଳ । ବନ୍ଧୁଗଣ ଗୋଲାପ ଜଳ ଆପଣ ମାନଙ୍କୁ ବହୁତ ସହଜରେ ଓ କମ ଦାମରେ ମିଳିଯିବ । ଏହା ଆମ ସ୍କିନକୁ କ୍ଳିନ ରଖିବା ସହ ଏହା ସ୍କିନରେ ଥିବା ଦାଗ ଗୁଡିକୁ ଦୂର କରିଥାଏ । ବନ୍ଧୁଗଣ ଏହାପରେ ଆମକୁ ଦରକାର ଲେମ୍ବୁ ।

 

 

ବନ୍ଧୁଗଣ ଲେମ୍ବୁ ଆମ ସ୍କିନରେ ଥିବା ଦାଗ ଓ ରୁଖାପଣକୁ ଦୂର କରିବାରେ ସହାୟକ ହୋଇଥାଏ । ବନ୍ଧୁଗଣ ଏହି ଉପଚାରକୁ ବନେଇବା ପାଇଁ ପ୍ରଥମେ ଆପଣ ଏକ ପାତ୍ରରେ ଦୁଇ ଚାମଚ ଗୋଲାପ ଜଳ ନିଅନ୍ତୁ ଓ ଅଧ ଖଣ୍ଡ ଲେମ୍ବୁ ରସ ନିଅନ୍ତୁ । ବନ୍ଧୁଗଣ ଏହାପରେ ଏହି ଦୁଇଟି ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆମର ଏହି ରେମେଡି ପ୍ରସ୍ତୁତ ହୋଇଯିବ । ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ନିଜ ଫେସକୁ ପ୍ରଥମେ ଭଲ ଭାବରେ ପାଣିରେ ଧୋଇ ଦିଅନ୍ତୁ । ଧୋଇବା ପରେ ଏହି ରେମେଡିକୁ ଏକ ତୁଳା ସାହାର୍ଯ୍ୟରେ ନିଜ ଚେହେରାରେ ଲଗାଇ ଦିଅନ୍ତୁ ।

ବନ୍ଧୁଗଣ ଏହାକୁ ନିଜ ଫେସରେ କମ ସେ କମ ୧୦ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ ଓ ଧୋଇ ଦିଅନ୍ତୁ । ଆପଣ କେବଳ ଏହି ଉପଚାରକୁ ୨ ମାସ ପର୍ଯ୍ୟନ୍ତ ପ୍ରୟୋଗ କରନ୍ତୁ , ଦେଖିବେ ଆପଣଙ୍କୁ ଏହାର ବହୁତ ଭଲ ରେଜଲ୍ଟ ମିଳିବ । ବନ୍ଧୁଗଣ ଆପଣଙ୍କ ଚେହେରା ସଂପୂର୍ଣ୍ଣ ଗୋରା , ଦା-ଗ-ହୀ-ନ ଓ ସୁନ୍ଦର ହୋଇଯିବ ।

ଏହା ସହିତ ଆପଣଙ୍କ ଚେହେରାରେ ଏକ ଗ୍ଲୋ ମଧ୍ୟ ରହିବ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପାୟକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

 

Leave a Reply

Your email address will not be published. Required fields are marked *