କେବଳ ୨ଟି ଉପାୟରେ ଉଚ୍ଚ ରକ୍ତଚାପ ମୂଳରୁ ଶେଷ କରନ୍ତୁ, ୨୧ ଦିନରେ ଭଲ ହେବ | ( Healthy Tips )

ବନ୍ଧୁଗଣ ଉଚ୍ଚ ରକ୍ତଚାପ ଆଜିକାଲି ପ୍ରାୟତଃ ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । ଥରେ ଯଦି ବ୍ଲଡ଼ ପ୍ରେସର ଆରମ୍ଭ ହୋଇଯାଏ ତେବେ ମାନାଯାଏ କି ଏଥିପାଇଁ ମେଡ଼ିସିନ ସବୁ ଦିନ ଖାଇବାକୁ ପଡିବ୍ନ । କିନ୍ତୁ ଖୁବ କମ ଲୋକ ଜାଣିଛନ୍ତି ଯଦି ଆପଣ ଲାଇଫ ଷ୍ଟାଇଲର କିଛି ମୋଡିଭିକେସନ କୁ ଆପଣେଇ ନେବେ ତେବେ ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ଯା ସବୁ ଦିନ ପାଇଁ ଦୂର ହୋଇଯିବ୍ବ ।

ଯଦି ଆପଣ ଆୟୁର୍ବେଦିକ ଉପାୟ ଆପଣେଇବେ ତେବେ ଉଚ୍ଚ ରକ୍ତଚାପ କଣ୍ଟ୍ରୋଲ ହେବା ସହ ଏହାକୁ ରିଭର୍ସ ବି କରିପାରିବେ । ଆଜି ଆମେ ଆପଣଙ୍କୁ ଏମିତି ଏକ ହୋମ ରେମେଡି ବନାଇବାକୁ ଶିଖାଇବୁ ଯାହା ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିବାରେ ସାହାଜ୍ଯ କରିବ । ଆପଣଙ୍କ ବ୍ଲଡ଼ ପ୍ରେସର କୁ ବନାଇବା ପାଇଁ ଆବଶ୍ୟକ ପଡିବ 2ଟି ସାମଗ୍ରୀ ।

ପ୍ରଥମ ସାମଗ୍ରୀ ହେଉଛି ଆପଲ ସାଇଡର ଭିନେଗାର ଓ ଦ୍ଵିତୀୟ ଟି ହେଉଛି ମହୁ । ଏହି ରେମେଡି କୁ ବନାଇବା ପାଇଁ ଆପଣ ଏକ ଗ୍ଳାସ ଉଷୁମ ପାଣି ନିଅନ୍ତୁ । ତା ପରେ ସେଥିରେ ଅଧ ଚାମଚ ଆପଲ ସାଇଡର ଭିନେଗାର ମିଶାନ୍ତୁ । ତା ପରେ ଏକ ଚାମଚ ମହୁ ମିଶାନ୍ତୁ । ଏବେ ଆପଣ ଏହି 2ଟି ସାମଗ୍ରୀ କୁ ଗରମ ପାଣିରେ ଭଲ ଭାବେ ମିଶାଇ ଦିଅନ୍ତୁ ।

ଏବେ ଆପଣଙ୍କର ପ୍ରଥମ ରେମେଡି ଏମିତି କରିବେ । ଏହାକୁ ଆପଣ ସକାଳୁ ଖାଲି ପେଟରେ ସେବନ କରନ୍ତୁ । ପ୍ରତି ଦିନ ଏହାର ସେବନ କରିଲେ ଆପଣଙ୍କ ଶରୀରରେ କୋଲେଷ୍ଟ୍ରୋଲ କମ ହେବ । ଏହା ସହ ବ୍ଲଡ଼ ପ୍ରେସର କମ ହେବାରେ ଲାଗିବ । ଦ୍ଵିତୀୟ ହୋମ ରେମେଡି ଅଟେ ଯାହା ଆପଣ ଉଚ୍ଚ ରକ୍ତଚାପ କୁ କଣ୍ଟ୍ରୋଲ କରିବା ପାଇଁ ପ୍ରୟୋଗ କରି ପାରିବେ ।

ଏହା ବହୁତ ସରଳ ଓ ଇଫେକ୍ଟିଭ ଅଟେ । ଏଥିପାଇଁ ଆପଣଙ୍କୁ ମାତ୍ର 2ଟି ଜିନିଷର ଆବଶ୍ୟକ ପଡିବ । ପ୍ରଥମ ହେଉଛି କମଳା ଜୁସ ଓ ଦ୍ଵିତୀୟ ଟି ହେଉଛି ନଡିଆ ପାଣି । ଦୁଇ ଭାଗ କମଳା ଜୁସ ରେ ଏକ ଭାଗ ନଡିଆ ପାଣି ମିଶାନ୍ତୁ । ଏହିପରି ଆପଣ ଏହାକୁ ବନାଇ ଦିନକୁ 2 ଥର ସେବନ କରନ୍ତୁ । କମଳା ରେ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ରହିଥାଏ ।

ଯାହା ଶରୀରକୁ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏହା ସହ ଆପଣଙ୍କ ଶରୀରରେ ଯେଉଁ ବ୍ଲଡ଼ ଭେଶେଷ ଥାଏ ତାହାକୁ ଡାଇଗ୍ଲେଡ କରିବାରେ କାମ କରିଥାଏ । ଏହି ସବୁ ସାମଗ୍ରୀ ମିଶି ବ୍ଲଡ଼ ପ୍ରେସର କୁ ନିୟନ୍ତ୍ରଣ କରିବାରେ ସାହାର୍ଜ୍ୟ କରିଥାଏ । ନଡିଆ ପାଣି ରେ ପୋଟାସିୟମର ପରିଣାମ ବହୁତ ଅଧିକ ରହିଥାଏ ।

ପୋଟାସିୟମ ଆମ ଶରୀରରେ ସୋଡିୟମ ର ଯେଉଁ ପ୍ରଭାବ ରହିଥାଏ ବ୍ଲଡ଼ ପ୍ରେସର ତାହାକୁ କାଉଣ୍ଟର କରିବାର କାମ କରିଥାଏ । ଏହା ରକ୍ତଚାପକୁ କଣ୍ଟ୍ରୋଲ କରିବା ସହ ପରିସ୍ରା ଆସିବାର ପ୍ରକ୍ରିୟାକୁ ବଢାଇଥାଏ । ଯାହା କାରଣରୁ ବ୍ଲଡ଼ ପ୍ରେସର କମିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *