ଇମ୍ୟୁନିଟି ର ବାପା ଅଟେ ଏହି ଫଳ, ଇମ୍ୟୁନିଟି ଏତେ ବଢେଇଦେବ ଯେ କୌଣସି ରୋଗ ବେମାରି ଆପଣଙ୍କ ପାଖ ବି ମାଡିବନି ( Healthy Tips )

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ସୁସ୍ଥ ରହିବାକୁ ଚେଷ୍ଟା କରିଥାଏ କିନ୍ତୁ ଆମ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖିବାକୁ ମିଳିଥାଏ । ଯେପରି ଆଣ୍ଠୁଗଣ୍ଠି ସମସ୍ୟା, ଚର୍ମ ରୋଗ, ଆଖି ଜନିତ ସମସ୍ୟା, ଶରୀରକୁ ଦୁର୍ବଳ ଲାଗିବା ଇତ୍ୟାଦି । ତେବେ ବବନ୍ଧୁଗଣ ଏପରି ଏକ ଚମତ୍କାରୀ ଫଳ ରହିଛି ଯାହାର ସେବନ କରିବା ଦ୍ଵାରା ଏହି ସବୁ ସମସ୍ୟା ଠାରୁ ଖୁବ ସହଜରେ ମୁକ୍ତି ପାଇହେବ । ତେବେ ଆଜି ଆମେ ଆପଣଙ୍କୁ ସେହି ଚମତ୍କାରୀ ଫଳ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ପେଟ  ସମସ୍ୟା, ଚୁଟି ଝଡିବା, ଠିକ ଭାବେ ରକ୍ତ ସଂଚାଳନ ନ ହେବା ଭଳି ନାନା ପ୍ରକାରର ରୋଗ ଦେଖା ଦେଇଥାଏ । ତେବେ ଆମେ ଯେଉଁ ଚମତ୍କାରୀ ଫଳ ବିଷୟରେ ଆପଣଙ୍କୁ କହୁଛୁ ତାହା ହେଉଛି ଅଁଳା । ଆମ ଶରୀର ପାଇଁ ଅଁଳା ବହୁତ ଅଧିକ ଲାଭଦାୟକ ହୋଇଥାଏ । ଡାକ୍ତର ଙ୍କ ଅନୁସାରେ ପ୍ରତେକ ଦିନ ଗୋଟିଏ ବା ଦୁଇଟି କଞ୍ଚା ଅଁଳା ର ସେବନ କରିବା  ଦ୍ଵାରା ଆମ ଶରୀରର ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଏଥିରେ ଥିବା ଭିଟାମିନ ଇ ଏବଂ ଭିଟାମିନ ଡ଼ି ଆମ ଶରୀରରେ ଇମ୍ମୁନିଟି ପାୱାର ବଢାଇଥାଏ ଯାହା ଫଳରେ ଆମେ ରୋଗ ଠାରୁ ଦୂରେଇ ରହିଥାଉ । ଅଁଳା ରେ ଭରପୁର ମାତ୍ରାରେ କାଲସିୟମ, ଆୟରନ, ଭିଟାମିନ, ଫାଇବର ରହିଛି । ଏହାର ସଏବନ କରିବା ଦ୍ଵାରା ଛୁଟି ଝଡିବା ସମସ୍ୟା ମଧ୍ୟ କମ ହୋଇଥାଏ । ଯଦି ଆପଣଙ୍କୁ ଆଖି ଜନିତ କୌଣସି ସମାଶଯ ରହିଛି ତେବେ ଏହାର ସେବନ କରିବା ଦ୍ଵାରା ଆପଣଙ୍କ ଆଖି ସମସ୍ୟା ଖୁବ କମ ସମୟରେ ଭଲ ହୋଇଥାଏ ।

ଅଁଳା ଖାଇବା ଦ୍ଵାରା ପେଟ ଜନିତ ରୋଗ ମଧ୍ୟ ସେସ ହୋଇଥାଏ । ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟ ବ କବଚ ବଐ ସମସ୍ୟା ରହିଛି ତେବେ ଆଜିଠାରୁ ଅଁଳା ଖାଇବା ଆରମ୍ଭ କରିଦିଅନ୍ତୁ । ଯେଉଁ ବ୍ୟକ୍ତି ମୋଟାପଣ ବା ମୋଟାପା ପାଇଁ ଚିନ୍ତିତ ସେମାନଙ୍କ ପାଇଁ ଅଁଳା କୌଣସି ରାମବାଣ ଉପଚାର ଠାରୁ କମ ନୁହେଁ । ବନ୍ଧୁଗଣ କେବଳ କଞ୍ଚା ଅଁଳା ନୁହେଁ ବରଂ ଅଁଳା ପାଉଡର ମଧ୍ୟ ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ।

ରାତିରେ ଗୋଟେ ଗ୍ଳାସ ପାଣିରେ ଗୋଟେ ଚାମଚ ଅଁଳା ପାଉଡର ମିଶାଇ ଏହାକୁ ଛାଡିଦିଅନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣିରେ ଗୋଟେ ଚାମଚ ମହୁ ମିଶାଇ ପିଅନ୍ତୁ । ଦେଖିବା ଆପଣ ବହୁତ ସୁସ୍ଥ ଅନୁଭବ କରିବେ । ଅଁଳା ଜୁସ ମଧ୍ୟ ସେବନ କରିବା ଆମ ପାଇଁ ହିତକାରକ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *