100 ବର୍ଷ ପୁରୁଣା ( ଯାଦୁ,କାଛୁ,କୁଣ୍ଡିଆ ) ସବୁଦିନ ପାଇଁ ଭଲ କରିବାର ରାମବାଣ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି ( Healthy Tips )

ଯଦି ଆପଣ ଯାଦୁ କାଛୁ ରେ ଅକ୍ରାନ୍ତ ଥାଆନ୍ତି ତାହେଲେ ଆଊ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ  କାରଣ ଆଜି ଆମେ ଯେଉଁ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ ତାହା ଆପଣଙ୍କୁ ବହୁତ ସାହାର୍ଯ୍ୟ କରିବା । ଯେଉଁ ମାନେ ଆକ୍ରାନ୍ତ ନାହାନ୍ତି ସେମାନେ ଭବିଷ୍ୟତ ରେ ଯଦି ଅକରନ୍ତ ହୁଅନ୍ତି ତାହେଲେ ଏହି ଉପାୟ ଅବଲମ୍ବନ କରିବା ଉଚିତ୍ ।

ପ୍ରଥମ ତ ଏହା ଆପଣ ଙ୍କୁ ଯଦି ହୋଇଚି ତାହେଲେ ଅନ୍ୟ ଠାରୁ ଦୂରେଇ ରୁହନ୍ତୁ କାରଣ ଏହା ଡ଼ିଆଁ ରୋଗ ଯାହା ଦ୍ଵାରା ଏହା ଜଣ ଙ୍କ ଠାରୁ ଅନ୍ୟ ଜଣ ଙ୍କୁ ଆକ୍ରାନ୍ତ କରିବ । ତେଣୁ କରି ସତର୍କ ର ସହ ରହିବ ଉଚିତ୍ । ଏହି ସମୟ ରେ ଯେତେ ସଫା ସୁତୁରା ରହିବେ ସେତେ ଭଲ । ଅନ୍ୟ ଠାରୁ ଦୂରେଇ ରହିବେ । କିଛି କିଛି ସମୟ ରେ ଆପଣ ଙ୍କୁ ବୋହୁତ ଚିଡ ଚିଡି ଲାଗିବ ।

କାରଣ ଏହା କୁଣ୍ଡାଇ ହେବା ସହ ଛୋଟ ଛୋଟ ଘିମିରି ପରି ଦେହ ଟା ସାରା ଫଳିଜିବ ଯାହା ଦ୍ଵାରା ଏହା ବୋହୁତ ଜୋର କୁଣ୍ଡାଇ ହେବ ସହ ବେଳେ ବେଳେ ଖଣ୍ଡିଆ ମଧ୍ୟ ହୋଇଯାଏ । ପ୍ରଥମେ ଆପଣ ସକାଳୁ ଉଠିଲା ପରେ ପାଟିରେ ଯେଉଁ ଲାଳ ଜମା ହୋଇ ରହିଥାଏ ତାହାକୁ ସେହି କାଛୁୁ ରେ ଲଗାଇବା ଦ୍ଵାରା ଉପଶମ ମିଳିଥାଏ । ଦେଶୀ ଗୋ ମୂତ୍ର ଆଣି ସେହି ସ୍ଥାନ ରେ ଲଗାନ୍ତୁ ।

ବା ଏହାକୁ ଅଧ ଅଧ କରି ଖାଲି ପେଟରେ ପିଅନ୍ତୁ । ଏହାକୁ ମାଲିଶ୍ କଲା ପରେ 30 ମିନିଟ ଛାଡନ୍ତୁ । ଏହାପରେ ସଫା କରି ନିଅନ୍ତୁ । ଆଜି ଠୁ ଆରମ୍ଭ କରନ୍ତୁ । ଯେତେ ଲାଭ ହେବା ଆପଣ ଜାଣିପାରିବେ । ଏହା ଆପଣ ଙ୍କ ପାଇ ବୋହୁତ ଲଭ ଦାୟକ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *