ଏହା ମଧ୍ୟରୁ ବାଛନ୍ତୁ ନିଜ ପସନ୍ଦର କୌଣସି ବି ଗୋଟେ କବାଟ ଓ ଜାଣନ୍ତୁ ନିଜ ଚିନ୍ତାଧାରା ବିଷୟରେ କିଛି ଖାସ କଥା ( Personality Test )

ବନ୍ଧୁଗଣ ଆପଣଙ୍କୁ କେଉଁ ପ୍ରକାରର ଜିନିଷ ନିଜ ଆଡକୁ ଆକର୍ଷିତ କରୁଛି ସେଥିରୁ ଆପଣଙ୍କ ସ୍ଵଭାବ ଓ ଚିନ୍ତାଧାରା ବିଷୟରେ ଜାଣିହୋଇଥାଏ । ପ୍ରତେକ ବ୍ୟକ୍ତିର ପସନ୍ଦ ତାର ସ୍ଵଭାବ ଓ ଚିନ୍ତାଧାରାର ଦର୍ପଣ ହୋଇଥାଏ । ବ୍ୟକ୍ତିର ପସନ୍ଦ ନାପସନ୍ଦ ତାର ଚରିତ୍ର ବିଷୟରେ କହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଚିନ୍ତାଧାରା ବିଷୟରେ କିଛି ଖାସ କଥା କହିବୁ । ଏହି ଚିତ୍ରରେ ଆପଣଙ୍କୁ ୪ ଟି ଭିନ୍ନ ଭିନ୍ନ କବାଟ ଦେଖା ଯାଉଥିବ । ଏହି କବାଟ ଗୁଡ଼ିକ ଭିତରୁ ଯେ କୌଣସି ଗୋଟିଏ କବାଟ ବାଛି ନିଅନ୍ତୁ ଏବଂ ନିଜ ବିଷୟରେ ସବୁ କିଛି ଜାଣନ୍ତୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ନମ୍ବର ୧ କବାଟ:- ଯଦି ଆପଣ ଏକ ନମ୍ବର କବାଟ ବାଛିଛନ୍ତି ତେବେ ଆପଣ ସ୍ୱତନ୍ତ୍ରତା କୁ ବେଶି ପସନ୍ଦ କରିଥାନ୍ତି । ଜୀବନରେ ସମସ୍ତ ନିଷ୍ପତି ଆପଣ ଭାବି ଚିନ୍ତି ନେଇଥାନ୍ତି । ଆପଣ ନିଜ ଜୀବନରେ ବହୁତ ଆଗକୁ ବଢ଼ିଥାନ୍ତି । ଆପଣ କେବେ କାହାର ଅନିଷ୍ଠ ଚିନ୍ତା କରନ୍ତି ନାହିଁ । ଆପଣ ନିଜର ଭବିଷ୍ୟତ ପାଇଁ ସବୁବେଳେ ପରିଶ୍ରମ କରିଥାନ୍ତି ।

ନମ୍ବର ୨ କବାଟ:- ଯଦି ଆପଣ ଦୁଇ ନମ୍ୱର କବାଟ ବାଛିଛନ୍ତି ତେବେ ଆପଣ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଆପଣ କେବେ ଅନ୍ୟାୟ ର ସାଥ ଦିଅନ୍ତି ନାହିଁ । ଆପଣ ସବୁବେଳେ ସତ କହିବାକୁ ପସନ୍ଦ କରିଥାନ୍ତି । ଆପଣ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ କାହାକୁ କହିବା ପସନ୍ଦ କରନ୍ତି ନାହିଁ ।

ନମ୍ବର ୩ କବାଟ:- ଯଦି ଆପଣ ତିନି ନମ୍ୱର କବାଟ ବାଛିଛନ୍ତି ତେବେ ଆପଣ ସମସ୍ତଙ୍କ ଠାରୁ ଭିନ୍ନ ଅଟନ୍ତି । ଆପଣ ସମସ୍ତଙ୍କ ଠାରୁ ଅଲଗା ରହିବାକୁ ଇଚ୍ଛା କରିଥାନ୍ତି । ଆପଣ କେବେ ମଧ୍ୟ ଅନ୍ୟ କାହାରି କଥାରେ ମୁଣ୍ଡ ପୁରେଇବା ପସନ୍ଦ କରନ୍ତି ନାହିଁ । ଆପଣ ସବୁବେଳେ ଠିକ ନିଷ୍ପତି ନିଅନ୍ତି ।

ନମ୍ବର ୪ କବାଟ:- ଯଦି ଆପଣ ଚାରି ନମ୍ବର କବାଟ ବାଛିଛନ୍ତି ତେବେ ଆପଣ ବହୁତ ଖୁସି ମିଯାଜ ର ବ୍ୟକ୍ତି ଅଟନ୍ତି । ଆପଣ କେବେ ମଧ୍ୟ କାହାକୁ ଦୁଃଖ ଦିଅନ୍ତି ନାହିଁ । ଆପଣ ଯେତେ ଦୁଃଖରେ ଥିଲେ ମଧ୍ୟ ନିଜର ଦୁଃଖ କାହା ଆଗରେ ପ୍ରକାଶ କରନ୍ତି ନାହିଁ । ଆପଣଙ୍କୁ ବୁଝିବା ବହୁତ କଷ୍ଟକର ହୋଇଥାଏ । ଆପଣ ନିଜ ଜୀବନରେ ବହୁତ ସଫଳତା ହାସଲ କରିବେ । ତେବେ ବନ୍ଧୁଗଣ ଆପଣ କେଉଁ ନମ୍ବର କବାଟ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *