Malika ବଚନ ହେଲା ସତ, ତୁଳସୀ ଗଛରେ ଫୁଟିଲା ମନ୍ଦାର, ଦେଖିକି ଆପଣଙ୍କର ବି ଉଡିଯିବ ହୋସ, ଭଦ୍ରକରୁ ଆସିଲା ଏମିତି ଭିଡିଓ

ବନ୍ଧୁଗଣ ମାଳିକା ଦେଲା ଏକ ଭୟଙ୍କର ସଂକେତ । ତୁଳସୀ ଗଛରେ ଫୁଟିଲା ମନ୍ଦାର ଫୁଲ । ତେବେ ଏପରି ଏକ ବିରଳ ଘଟଣାକୁ ନେଇ କଣ ରହିଛି ମାଳିକାରେ ବର୍ଣ୍ଣନା ଏବଂ ଆଗକୁ କଣ ଅଘଟଣ ଘଟିବାକୁ ଯାଉଛି । ଏହି କଳି ଯୁଗରେ ବିଭିନ୍ନ ପ୍ରକାରର ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିବାରେ ଲାଗିଛି । ତେବେ ଏହି ଘଟଣା ଏହା ସୂଚନା ଦେଉଛି କି ଏହି ଯୁଗର ଅନ୍ତ ଘଟିବାକୁ ଯାଇଛି । ତେବେ ମହାପୁରୁଷ ଏହା ମଧ୍ୟ କହିଛନ୍ତି କି ଯେତେବେଳେ ଧୀରେ ଧୀରେ ସଂସାରର ସମସ୍ତ ନିୟମ ପରିବର୍ତ୍ତନ ହେବାକୁ ଲାଗିବ ସେହି ସମୟରେ ସମସ୍ତେ ଜାଣିବା ଆବଶ୍ୟକ କି ଏହି ସଂସାରର ଅନ୍ତ ଘଟିବାକୁ ଯାଉଛି ।

ଏହା ସହିତ ଏହି ସଂସାରରେ ଯେଉଁ ସମୟରେ ଧିରେ ଧିରେ ପରିବର୍ତ୍ତନ ଦେଖା ଯିବା ଆରମ୍ଭ ହେବ ସେହି ସମୟରେ ଏହି ସଂସାର ର ଅନ୍ତ ପାଖେଇ ଆସିବ । ତେବେ ସେହି ଭଳି ଏକ ଘଟଣାର ଆରମ୍ଭ ହୋଇଛି ବୋଲି କିଛି ଲୋକ ନିଜର ମତ ଦେଇଛନ୍ତି । ଭଦ୍ରକ ଜିଲ୍ଲାରେ ଭଣ୍ଡାରି ପୋଖରୀ ନିକଟରେ ଏଭଳି ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସେହି ପୋଖରୀ ନିକଟରେ ଏକ ତୁଳସୀ ଗଛରେ ମନ୍ଦାର ଫୁଲ ଫୁଟିଛି । ଏହାକୁ ଦେଖିବା ପାରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହିତ କିଛି ଲୋକ ଏହାକୁ କଳିଯୁଗର ଶେଷ ସମୟ ପାଖେଇ ଆସିବାର ସୂଚନା ଭାବରେ ଗ୍ରହଣ କରିବାକୁ କହି ଛନ୍ତି ।

ଏହା ସହିତ ଏହା ସମ୍ପୂର୍ଣ୍ଣ ସତ୍ୟ ଅଟେ ସେହି ଭଣ୍ଡାରି ପୋଖରୀ ନିକଟରେ ଏକ ମନ୍ଦାର ଫୁଲ ଟିଏ ଫୁଟିଛି । ଏହାକୁ ଦେଖିବା ପାଇଁ ସେଠିକାର ସ୍ଥାନୀୟ ଲୋକେ ଭିଡ଼ ଜମାଇଛନ୍ତି । ଏହି ଘଟଣା ବାସ୍ତବରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହା ଏକ ବହୁତ ଅଦ୍ଭୁତ ଘଟଣା ବୋଲି ଅନେକ ମତ ଦେଇଛନ୍ତି । ତେବେ ଏହି ଘଟଣାର ଅନୁଧ୍ୟାନ କରି ଜଣେ ବ୍ୟକ୍ତି କହିଛନ୍ତି କି ମାଲିକରେ ଲେଖା ହୋଇଛି ଯେ କଳିଯୁଗର ଶେଷ ସମୟ ପାଖେଇ ଆସିବା ସମୟରେ ଏଭଳି ଅଦ୍ଭୁତ ଘଟଣା ଆରମ୍ଭ ହେବ । ଏହା ସହିତ ଏହି ଘଟଣା ମଧ୍ୟ ସେହିପରି ଅଦ୍ଭୁତ ବୋଲି ସେ କହିଛନ୍ତି ।

ଏହା କଳିଯୁଗର ଶେଷ ହେବାର ସଂକେତ । ଏହା ସହିତ ଏହି ଘଟଣା ଟିକୁ ଅଣଦେଖା ନ କରିବାକୁ ସେ ମତ ଦେଇଛନ୍ତି । ସେ କହିଛନ୍ତି ଏହି ଘଟଣା କୌଣସି ସାଧାରଣ ଘଟଣା ନୁହେଁ ପୂର୍ବରୁ ଭଗବାନ ଅଚୁତ୍ୟନନ୍ଦ ଯାହା ସବୁ ଲେଖି ଯାଇଛନ୍ତି ତାହା ସବୁ ଧିରେ ଧିରେ ସତ ହେବାକୁ ଲାଗିଛି । ଏହା ସହିତ ଏହି ଘଟଣା ମଧ୍ୟ ଏପରି ଅଟେ ଯାହା ଅଚୁତ୍ୟନନ୍ଦ ଲେଖିଯାଇଛନ୍ତି ବୋଲି ଅନେକ ଲୋକ ମତ ଦେଇଛନ୍ତି । ତେବେ ମାଳିକା କୁ ନେଇ ବିଭିନ୍ନ ତଥ୍ୟ ବିଭିନ୍ନ ସମୟରେ ସାମ୍ନାକୁ ଆସିଥାଏ ।

ଏବଂ କଳିଯୁଗର ଅନ୍ତକୁ ନେଇ ମାଳିକାରେ ଯାହା ବିଚାର କରାଯାଇଛି ଯାହା ବର୍ଣ୍ଣନା କରାଯାଇଛି ତାହା ବର୍ତମାନ ସତ୍ୟ ହେଉଛି ବୋଲି ଲୋକମାନେ ଙ୍କ ମନରେ ଏକ ଧାରଣା ଆସିଶାରିଲାଣି । କିନ୍ତୁ ମାଳିକାର ଉଦ୍ଦେଶ୍ୟ କେବେ କାହାକୁ ଦରେଇବା ନୁହେଁ ବରଂ ଆମେ ନିଜର ସତ ପଥରେ ଚାଲିବା ନିଜର କୁକର୍ମ କୁ ଛାଡି ଭଗବାନ ଙ୍କ ସରଣରେ ନିଜକୁ ସମର୍ପିତ କରିବା । ତେବେ ଏହି ମାଳିକା ଵିଚାର କୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *