କାହାର ନାମ ଭାବି ଗୋଟେ ନମ୍ବର ବାଛନ୍ତୁ ଦେଖିବା ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Tarot Card Reading

ସାଙ୍ଗ ମାନେ ଆପଣ ନିଶ୍ଚୟ ଲାଇଫରେ କାହାକୁ ଭଲ ପାଉଥିବେ ବା ପାଉଛନ୍ତି । ତେବେ ଆପଣଙ୍କ ମନର ମଣିଷ ଙ୍କ ମନରେ ଆପଣଙ୍କ ପାଇଁ କେଉଁ ଭଳି ଚିନ୍ତାଧାରା ବା ବିଚାର ରହିଛି ତାହା କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କିମ୍ବା ଏଭଳି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ଯଦି କେବେ ଆସିଛି ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ 2 ଟି ନମ୍ବର ।

ଏଥି ମଧ୍ୟରୁ ଆପଣଙ୍କୁ କୌଣସି ଗୋଟେ ବାଛିବାକୁ ପଡିବ । ତା ପରେ ଆପଣ ଜାଣିବେ ଆପଣଙ୍କ ପର୍ଶନ ଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି । ତେବେ ଆସନ୍ତୁ ଜାଣିବା ନେବା ଉତ୍ତର । 1- ଯଦି ଆପଣ ପ୍ରଥମ ମନ୍ଦାର ଫୁଲ ଟି ବାଛି ଛନ୍ତି ତେବେ ଆପଣ ନିଜ ସାଥିଙ୍କ ପାଇଁ ଅପେକ୍ଷା କରିଛନ୍ତି । ଆପଣ ତାଙ୍କ ର ଉତ୍ତର ଅପେକ୍ଷା କରିଛନ୍ତି ।

ଏମିତି ହୋଇପାରେ ଆପଣ ତାଙ୍କ ଆସିବାର ଅପେକ୍ଷାରେ ଅଛନ୍ତି । ଆପଣ ନିଜ ସମ୍ପର୍କ କୁ ମଜବୁତ ରଖିଛନ୍ତି ଯେମିତି କାହାର ନଜର ଲାଗିବ ନାହି । ହୋଇପାରେ ଆପଣଙ୍କ ମନରେ ଭୟ ଆସୁଛି ଯେମିତି ଆପଣଙ୍କ ସାଥି ଆଉ କାହାକୁ ଭଲ ପାଇବେ । ଆପଣ ନିଜ ସାଥୀଙ୍କୁ ଭଲ ପାଇବାରେ ବାନ୍ଧି କି ରଖିବାକୁ ଚାହୁଁ ଛନ୍ତି ।

ସେ ଆପଣଙ୍କର ଲଭ ପାର୍ଟନର କି ପରିବାରର କୌଣସି ସଦସ୍ୟ ହୋଇ ପାରନ୍ତି । ସେ ଆପଣଙ୍କୁ ନେଇ ବହୁତ ପଜେଟିଭ ଅଛନ୍ତି । ସେ ଆପଣଙ୍କୁ ତାଙ୍କର ସବୁ କିଛି ଭାବୁଛନ୍ତି । ସେ ଆପଣଙ୍କ ଠାରୁ ସମ୍ପର୍କ କୁ ନେଇ ଅନେକ ଆଶା ରଖିଛନ୍ତି । ଆପଣ ତାଙ୍କ ଜୀବନରେ ଖୁସି ହିଁ ଖୁସି ଆଣିଛନ୍ତି । ସେ ଆପଣଙ୍କୁ ବହୁତ ପସନ୍ଦ କରୁଛନ୍ତି । ଦୁହିଙ୍କର ସମ୍ପର୍କ ଲଭ ରହିଛି ।

2- ଯଦି ଆପଣ ନିଜ ପର୍ଶନଙ୍କ ପାଇଁ ଦ୍ଵିତୀୟ ମନ୍ଦାର ଫୁଲ ଟି ଚୁଜ କରିଛନ୍ତି ତେବେ ଆପଣ ନିଜ ବିଷୟରେ ଭାବୁଛନ୍ତି କି ଆପଣ ଯାହା କରୁଛନ୍ତି ତାହା ଠିକ ନା ଭୁଲ । ଆପଣ ନିଜକୁ ନେଇ କନଫିୟୁଜ ଅଛନ୍ତି । ଆପଣ ନିଜ ସାଥିଙ୍କର ଅପେକ୍ଷା କରିଛନ୍ତି । ଯଦି ଆପଣଙ୍କର ଲଭ ରିଲେସନ ନାହି ତେବେ ଆପଣ ଯାହା ପାଇଁ ଏହି ନମ୍ବର ଟି ବାଛିଛନ୍ତି ତାଙ୍କୁ ନେଇ ଆପଣ ଅନେକ କଥା ଭାବୁଛନ୍ତି ।

ଆପଣ ନିଜ ସାଥିଙ୍କ ବିଷୟରେ କିଛି ସତ ଜାଣିବାକୁ ଚେଷ୍ଟା କରୁଛନ୍ତି । ଆପଣ ବହୁତ ମହତ୍ଵ ପୂର୍ଣ୍ଣ ନିସ୍ପତି ନେଇଛନ୍ତି ତାଙ୍କୁ ନେଇ । ଆପଣ ଦୁହେଁ ପରସ୍ପରକୁ ନେଇ କନଫିୟୁଜ ଅଛନ୍ତି । ସେ ଆପଣଙ୍କୁ ବହୁତ ଭଲ ଭାବେ ଜାଣିଛନ୍ତି । ଆପଣ ତାଙ୍କ ସହ କୌଣସି ବ୍ୟାପାର ବା ଚାକିରି କରିବାକୁ ଚାହୁଁ ଛନ୍ତି ତେବେ ସତର୍କ ରହିବାର ଅଛି ।

ଆପଣଙ୍କ ମନରେ କଣ ଚାଲିଛି ଆପଣଙ୍କ ପର୍ଶନ ବେସ ଭଲ ଭାବେ ଜାଣିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *