ସ୍ତ୍ରୀ ର ଏହି 3ଟି ଅଭ୍ୟାସ ସ୍ଵାମୀ ଙ୍କୁ କରିଥାଏ କୋଟିପତି- Ajira Anuchinta

ନମସ୍କାର ବନ୍ଧୁଗଣ । ସ୍ତ୍ରୀମାନେ ଘରକୁ ତୋଳିବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଯେଉଁ ଘରେ ମା ଥାଏ ସେ ଘର ସ୍ଵର୍ଗ ତୁଲ୍ୟ ହସଖୁସିରେ କଟିଥାଏ । ଲୋକେ କେବଳ ପଇସା ରୋଜଗାର କରିଥାନ୍ତି ମାତ୍ର ଘରକୁ ତ ସ୍ତ୍ରୀ ଗଢିଥାଏ । ବିବାହ କରି ଯେବେ ସ୍ତ୍ରୀ ଶାଶୁଘରକୁ ଆସେ ତେବେ ସେ ତା ସହିତ ସୁଖ, ସମବୃଦ୍ଧିକୁ ନେଇକି ଆସେ । ଝିଅମାନଙ୍କ ଭିତରେ ବିଶେଷ ଗୁଣରେ ଭରପୁର ହୋଇକି ରହିଥାନ୍ତି ।

ମାତ୍ର ଏହି 3 ଟି ଅଭ୍ୟାସ ଥିବା ମହିଳା ତାଙ୍କ ସ୍ଵାମୀଙ୍କୁ କରିଥାଏ କୋଟିପତି । ସ୍ତ୍ରୀର ଏହି ଅଭ୍ୟାସ ଯୋଗୁ ଘରେ ଧନର ଅଭାବ ରହିନଥାଏ ।  ଭବିଷ୍ୟତ ପୁରାଣ ଅନୁସାରେ ଉତ୍ତମ ଘରସଂସାର ଚାହାଁନ୍ତି ତେବେ ବିଶେଷ ଗୁଣ ଥିବା ଝିଅମାନଙ୍କୁ ବିବାହ କରିବା ଉଚିତ୍ ହୋଇଥାଏ । ଏହି ଅଭ୍ୟାସ ଥିବା ମହିଳାମାନଙ୍କୁ ସ୍ଵୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ ।

ଏମାନେ ଯେଉଁ ବି ଘରକୁ ଯାଇଥାନ୍ତି ସେଠାରେ ସର୍ବଦା ହସଖୁସି ଲାଗିରହିଥାଏ । ଏଭଳି ଅଭ୍ୟାସ ଥିବା ମହିଳାମାନେ ତାଙ୍କ ସ୍ଵାମୀ ଓ ପରିବାର ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ଅଭ୍ୟାସ ଯୋଗୁ ତାଙ୍କ ପରିବାର ବହୁତ ଶୀଘ୍ର ଧନବାନ ହୁଅନ୍ତି । ଆଜି ଆମେ ଆପଣମାନଙ୍କୁ କହିବୁ ଯେ କେଉଁ 3 ଟି ଅଭ୍ୟାସ ଥିବା ସ୍ତ୍ରୀ ସ୍ଵାମୀଙ୍କୁ କୋଟିପତି କରିଥାନ୍ତି ବୋଲି ।

1- ଯେଉଁ ମହିଳାମାନେ ସର୍ବଦା ଧର୍ମକାମରେ ନିଜକୁ ନିଯୋଜିତ କରନ୍ତି ଓ ଇଶ୍ଵରଙ୍କ ଉପରେ ଭରସା ରଖି ଆଗକୁ ବଢିଥାନ୍ତି । ଏମାନଙ୍କ ମନ ବହୁତ ଭଲ ହୋଇଥାଏ ଓ ଏହି ଗୁଣ ଯୋଗୁଁ ଏମାନଙ୍କ ଘରେ ସଦାସର୍ବଦା ହସଖୁସି ଲାଗିରହିଥାଏ । ଏହି ସ୍ଵଭାବ  ବିଶିଷ୍ଟ ସ୍ତ୍ରୀ ମା ‘ ଲକ୍ଷ୍ମୀଙ୍କ ପ୍ରଥମ ପସନ୍ଦ ହୋଇଥାନ୍ତି । 2- ଯେଉଁ ମହିଳାମାନଙ୍କ ଇଛା ସୀମିତ ରହିଥାଏ ତାଙ୍କ ସ୍ଵାମୀ ସବୁବେଳେ ଖୁସିରେ ରହିଥାନ୍ତି ।

କାରଣ ଇଛା ସୀମିତ ଥିବା ଜାଗାରେ କଳି, ଝଗଡାର ସ୍ଥାନ ନ ଥାଏ । ଏହା ବ୍ୟତୀତ ଯେଉଁ ସ୍ତ୍ରୀ ସବୁ ପରିସ୍ଥିତିରେ ସ୍ଵାମୀଙ୍କ ସହ ଛିଡା ହୁଅନ୍ତି । ଏହି ଦମ୍ପତିଙ୍କ ମଧ୍ୟରେ କଦାପି ମତଭେଦ ସୃଷ୍ଟି ହୁଏ ନାହିଁ । ଯଦି ଆପଣଙ୍କ ସ୍ତ୍ରୀଙ୍କ ଭିତରେ କ୍ରୋଧର ଭାବନା ନ ଥାଏ ତେବେ ସେ ଯୋଡି ଖୁସିରେ ରହେ ଓ ସ୍ଵାମୀ ମଧ୍ୟ ଏହି ଭଳି ସ୍ତ୍ରୀଙ୍କୁ ଭଲ ପାଇଥାନ୍ତି । ସ୍ଵାମୀଙ୍କ କଥାକୁ ବୁଝୁଥିବା ସ୍ତ୍ରୀଥିବା ଘରେ କେବେବି ଧନର ଅଭାବ ହୋଇନଥାଏ ।

3- ସ୍ତ୍ରୀଙ୍କ କଥା ଭାଷା ଯଦି ଠିକ ରହୁଥିବ ତେବେ ସ୍ଵାମୀ ଖୁସିରେ ଥାଏ । ଏମାନେ ସ୍ଵାମୀଙ୍କୁ ଭଲ ପାଆନ୍ତି ପରିସ୍ଥିତିକୁ ଦେଖି ଚାଲିଥାନ୍ତି ୟାକ ସ୍ଵାମୀ ସର୍ବଦା ସନ୍ତୁଷ୍ଟ ରହିଥାନ୍ତି । ତେବେ ଏହି 3 ଟି ଅଭ୍ୟାସ ଥିବା ସ୍ତ୍ରୀ ସ୍ଵାମୀ ଧନର ମାର୍ଗ ଖୋଲନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ,ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *