କଲରା ଖାଇବା ଦ୍ଵାରା ମିଳିଥିବା ଲାଭ ବିଷୟରେ ଜାଣି ବିଶ୍ଵାସ ହେବନି ( Healthy Tips )

କଲରା ଏକ ଏହି ଭଳି ପାରିବା ଯାହାକୁ ଆମେ ସାଧାରଣ ଭାବେ ପସନ୍ଦ କରି ନଥାଉ ସାଧାରଣ ଭାବେ ଅଧିକାରୁ ଅଧିକା ପିଲା ମାନେ ଏହାକୁ ଖାଇବା ପାଇଁ ନାକ ଟେକି ଥାନ୍ତି । ଆଜି ଆମେ କହିବା କି କିଛି ଲୋକମାନେ ଏହାକୁ ଅଦରକାରୀ ବୋଲି କହୁଥିଲେ ମଧ୍ୟ ଏହା କେଉଁ ଭଳି ଭାବେ ଆମକୁ ସାହାଜ୍ଯ କରିଥାଏ । କଲରା ଏକ ସବୁଜ ପାରିବା ହଁ ଏହାର ଟେଷ୍ଟ ଟିକେ ପିତା ଥାଏ ମାତ୍ର ଆପଣ ଜାଣି ଥିବେ କି ଏହାକୁ ଖାଇବା ପରେ ଏହାର ଉପକାରିତା ଦ୍ଵାରା ଆମର ଅନେକ ରୋଗ ଭଲ ହୋଇ ଜାଏ ।

ପାରିବ ଆଜି ଆମେ ଆପଣଙ୍କୁ ସେହି ରୋଗର ନାମ କହିବା ଏହା ମଧ୍ୟ ଖିବା କି ଏହାକୁ କେଉଁ ଭଳି ଭାବେ ଆପଣ ସେବନ କରି ପାରିବେ କେବଳ ଏହାକୁ ତରକାରୀ କରି ଖାଇବା ଠିକ ଏହା ର ମାନେ ନାଇ । କଲରା ରେ ମାଗେନ୍ସିୟମ, ଭିଟାମିନ c, ଭିଟାମିନ D, ଭିଟାମିନ E ଭଳି ପୋଷାକ ତତ୍ଵ ଥାଏ ।

ନିଶ୍ଵାସ ପ୍ରଶ୍ଵାଶ ଜନିତ ବେମାରି କୁ ଭଲ କରିବା ପାଇଁ ଏହାକୁ ଆମେ ଗ୍ରାହଣ କରି ପାରିବା । ଆପଣ ଙ୍କ ଲିଭର ଯଦି ଖରାପ ଅଛି ଆପଣ କଲରା ଜୁଷ ସବୁ ଦିନ ସକାଳୁ ପିବା ଦ୍ଵାରା ଆପଣ ନିଜେ ଫରକ ଜାଣି ପାରିବେ ।

ଆପଣ ଯଦି ସବୁ ବେଳେ କିଛି ନା କିଛି  ଇନଫେକସନ ରେ ପ୍ରଭାବିତ ହେଉଛନ୍ତି ତେବେ ଆପଣ ଏହାକୁ ଜୁଷ କରି କିମ୍ବା ଏହାକୁ ସିଝାଇ କିମ୍ବା ଏହାର ପତ୍ର କୁ ସିଝାଇ ଏହାକୁ ଗ୍ରହଣ କରି ପାରିବେ । କଲରା ଖାଇବା ଦ୍ଵାରା ମୁହଁରେ ଥିବା ବିଭିନ୍ନ ସମସ୍ଯା ଦୂର ହୋଇ ପାରିବ ।

ଏହାକୁ ଖାଇବା ଦ୍ଵାରା ଆମ ତ୍ଵଚାରେ ସୁନ୍ଦରତା ଆସିବା ସହ ଚମକ ମଧ୍ୟ ବଢି ଯାଇ ଥାଏ । ଏହାକୁ ଖାଇବା ଦ୍ଵାରା ଡାଇବେଟିସ ମଧ୍ୟ ଭଲ ହୋଇ ଥାଏ । ଏହା ପାଇଁ ଆପଣ ସବୁ ଦିନ ସକାଳୁ ଖାଲି ପେଟରେ କଲରା ଜୁଷ ଖାଇବେ । ଏହାକୁ ଖାଇବା ଦ୍ଵାରା କୁର୍ମି ମଧ୍ୟ ମାରି ଯାଇ ଥାନ୍ତି ।

ଏହା ଆମ ହାର୍ଟ ପାଇ ମଧ୍ୟ ଭଲ ଏହା ଆମ ଶରୀର ରେ ଥିବା ଖରାପ କୋଲେଷ୍ଟରକୁ ମଧ୍ୟ ହଟାଇ ଦେଇଥାଏ । ଏହା ସହ ଏହା ଆମ ଶରୀର ର ରକ୍ତ କୁ ମଧ୍ୟ ସଫା କରିଥାଏ । ଆପଣାଙ୍କ ଶରୀର ରେ ଯଦି ଷ୍ଟୋନ ଅଛି ଏହା ତାକୁ ମଧ୍ୟ ଭଲ କରି ଦେଇଥାଏ ।

ଏହି ଭଳି ଅନେକ ପ୍ରକାର ଥଣ୍ଡା କାଶରୁ ମଧ୍ୟ ଆମେ ମୁକ୍ତି ପାଇ ଥାଉ । ଆପଣ ଯଦି ଶ୍ବାଶ ଜନିତ ରୋଗରେ ପୀଡିତ ତେବେ ଏହାର ସେବନ ମଧ୍ୟ ଉପକାରୀ ଏହା କ୍ୟାନ୍ସର କୁ ମଧ୍ୟ ଭଲ କରି ଦେଇଥାଏ । ଏହା ପଚନ ଶକ୍ତି କୁ ଭଲ ରଖୀ ଥାଏ ଓ ଓଜନ ମଧ୍ୟ କମ ହୋଇ ଥାଏ । ଏହାକୁ କେଶରେ ଲଗାଇବା ଦ୍ଵାରା ଆମେ ନିଖ ରୂପୀ ରୁ ମୁକ୍ତି ପାଇ ଥାଉ । କିନ୍ତୁ ଏହାକୁ ଅଧିକ ଖାଇବା ଦ୍ଵାରା ଆମେ ଯନ୍ତ୍ରଣା ଅନୁଭୂତ କରିଥାଉ । ତେଣୁ ସଠିକ ପରିମାଣର ଖାଇବା ଭଲ । ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *