କଳିଯୁଗ ରେ ହେଲା ଚମତ୍କାର ! 300 ବର୍ଷ ପୁରୁଣା ନିମ୍ବଗଛରେ ଦିଶୁଛି ଶଙ୍ଖ, ଚକ୍ର, ଗଦା, ଓ ପଦ୍ମ, ବିଶ୍ବାସ ହେଉନଥିଲେ ଦେଖନ୍ତୁ Video

ବନ୍ଧୁଗଣ ପ୍ରତିଦିନ କିଛି ନ କିଛି ବିଚିତ୍ର ଓ ବିରାଳ ଘଟଣା ଘଟିଥାଏ ଯାହା ଆମେ ଦେଖିବାକୁ ପାଇଥାଉ । ତେବେ ବର୍ତ୍ତମାନ ଏହିପରି ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶାର ଭଦ୍ରକ ଜିଲ୍ଲାରେ । ଭଦ୍ରକରେ ଥିବା ଏକ ନିମ୍ବ ଗଛରେ ଶଙ୍ଖ, ଗଦା ଚକ୍ର ଚିହ୍ନ ସ୍ପଷ୍ଟ ଦେଖାଯାଉଛି ଯାହା ଆପଣମାନେ ଥିବା ଏହି ଭିଡିଓ ରେ ଦେଖିପାରିବେ । ଏହି ନିମ୍ବ ଗଛଟି ୩୦୦ ବର୍ଷ ପୁରୁଣା ଗଛ ବୋଲି କହିଛନ୍ତି ସେଠାରେ ରହୁଥିବା ସ୍ଥାନୀୟ ଗ୍ରାମବାସୀ ମାନେ ।

ସେମାନେ ତାଙ୍କ ପୂର୍ବପୁରୁଷଙ୍କ ଜମାନାରୁ ଏହି ନିମ୍ବ ଗଛଟିକୁ ଦେଖିଆସିଛନ୍ତି । ଏହି ନିମ୍ବ ଗଛକୁ ତାଙ୍କ ପୁର୍ବଜ ମାନେ ପୂଜା ଅର୍ଚ୍ଚନା କରିଥିଲେ ବୋଲି ମଧ୍ୟ କହିଛନ୍ତି । ବର୍ତ୍ତମାନ ତାଙ୍କ ପରିବାର ଲୋକ ଏବଂ ସେ ନିଜେ ଏହି ନିମ୍ବ ଗଛକୁ ପୂଜା କରୁଛନ୍ତି । କିନ୍ତୁ ଏହି ନିମ୍ବ ଗଛରେ ଯେଉଁ ଗଡ ଶଙ୍ଖ ଚକ୍ର ଚିହ୍ନ ରହିଛି ତାହା କିଛି ବର୍ଷ ପୂର୍ବରୁ ବହୁତ ଛୋଟ ଆକାରର ହୋଇଥିଲା ।

ଏବଂ ଦୀର୍ଘ ୫ ବର୍ଷ ହେବ ଏହାର ଆକାର ଧୀରେ ଧୀରେ ବଢିବାରେ ଲାଗିଛି । ଏହା ବଢିବା ପରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ପରି ଦୃଶ୍ୟମାନ ହେଉଛି ବୋଲି କହିଛନ୍ତି ସ୍ଥାନୀୟ ଲୋକ । ପୂର୍ବରୁ ଯେଉଁ ସାଧୁ ମହାରଥୀ ମାନେ ନିମ୍ବ ଗଛ ବିଷୟରେ କହିଥିଲେ ତାହା ସତ୍ୟ ବୋଲି ଏବେ ପ୍ରମାଣିତ ହୋଇଛି । ସେଠାକାର ସ୍ଥାନୀୟ ଲୋକ କହିଛନ୍ତି ଏହି ନିମ୍ବ ଗଛ ତାଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ମଧ୍ୟ କରୁଛି ।

ଏହି ଖବର ଏବେ ସାରା ଓଡ଼ିଶାରେ ବ୍ୟାପିବାରେ ଲାଗିଛି । ଏବଂ ବହୁତ ଦୂରରୁ ଲୋକମାନେ ଏହି ଗଛକୁ ଦେଖିବାକୁ ଆସୁଛନ୍ତି । ଗଛରେ ଭଗବାନଙ୍କ ଚାରୋଟି ଚିହ୍ନ ଅଛି ମାନେ ଭଗବାନ ସ୍ୱୟଂ ଏହି ଗଛରେ ବିରାଜମାନ ବୋଲି ଲୋକମାନେ କହିଛନ୍ତି । ନିମ୍ବ ଗଛଟି ଦାରୁ ହୋଇଛି ବୋଲି ଗତ କାଲି ଆରଡ଼ି ରୁ ଜଣେ ପୂଜକ ମହାଶୟ ଆସି ଜଣାଇଛନ୍ତି ।

ତେବେ ଏହି ନିମ୍ବ ଗଛ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହେଉଛି ବୋଲି ଗାଆଁ ଲୋକମାନେ କହିଛନ୍ତି । ତେବେ ଏହା ଭଗବାନଙ୍କର ଚମତ୍କାର ନ ଆଊ କିଛି । ଏହା ପଛରେ ଆଊ କିଛି ରହସ୍ୟ ରହିଛି କି ନହିଁ ଏହା ସ୍ପ୍ରଷ୍ଟ ହୋଇନାହିଁ । ତେବେ ବନ୍ଧୁଗଣ ଗଦା, ସଙ୍ଖ, ଚକ୍ର ଓ ପଦ୍ମ ଭଗବାନ ଙ୍କ ପ୍ରତୀକ ହୋଇଥାଏ । ତେଣୁ ଏହି ପୋଷ୍ଟ ଟି ଅନ୍ୟମାନଙ୍କ ସହ ସେୟାର ନିସ୍ଚୟ କରନ୍ତୁ ଦେଖିବେ ଆପଣଙ୍କ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *