କେବଳ ଏହି 2 ଟି ଜିନିଷ ଖାଆନ୍ତୁ, ର-କ୍ତ ହେବ ସଫା, କେବେ ବି ହେବ ନାହିଁ ହାର୍ଟ ଆ-ଟା-କ

ଆଜି କାଲିର ସମୟରେ ପ୍ରାୟ ସମସ୍ତଙ୍କ ଘରେ ର-କ୍ତ ଜନିତ ସମସ୍ୟା କିମ୍ବା ରୋ-ଗ ଦେଖିବାକୁ ମିଳୁଛି । ର-କ୍ତ ଶରୀରରେ ଠିକ ଭାବରେ ସଞ୍ଚାଳନ ନହେଲେ ବିଭିନ୍ନ ପ୍ରକାରର ରୋ-ଗ ଦେଖାଯାଏ । ଶରୀରରେ ପ୍ରବାହିତ ହେଉଥିବା ର-କ୍ତ ଅପରିଷ୍କାର କିମ୍ବା ର-କ୍ତ ଜମାଟ ବାନ୍ଧି ଗଲେ ଶରୀର ପ୍ରତି ବହୁତ ବି-ପ-ଦ ସୃଷ୍ଟି ହୋଇଥାଏ ଏମିତିରେ ମନୁଷ୍ୟକୁ ମୃ-ତ୍ୟୁ-ର ଦ୍ୱାର ଦେଖିବାକୁ ପଡିଥାଏ ।

ଆପଣ ମାନେ ଜାଣିଥିବେକି ଆଜି କାଲି ଦୁନିଆରେ ର-କ୍ତ ଜମାଟ ବାନ୍ଧି ଯିବା , ହା-ର୍ଟ-ଆ-ଟା-କ ହେବା ଏକ ସାଧାରଣ କଥା ହୋଇଗଲାଣି । ଏହା କେବଳ ଆମର ଆଧୁନିକ ବା ଖ-ରା-ପ ଜୀବନ ଶୈଳୀର ପ୍ରଭାବ ହୋଇଥାଏ । ଏମିତି ସମସ୍ୟା ହେଲେ ଆପଣଙ୍କ ପାଇଁ ଅ-ପ-ରେ-ସ-ନ ଛଡା ଅନ୍ୟ କିଛି ଉପାୟ ନାହିଁ ।

ଯେବେ ଆପଣ ଏହି ସମସ୍ୟାକୁ ନେଇ ଡାକ୍ତରଙ୍କ ପାଖକୁ ଯାଆନ୍ତି ତେବେ ଡାକ୍ତର ଆପଣଙ୍କ ର-କ୍ତ-କୁ ପତଳା କରିବା ପାଇଁ ଏସ୍ପିନ ନାମକ ଔଷଧ ଦେଇଥାନ୍ତି । ଏହି ଔଷଧ ସେବନ କରିବା ଦ୍ୱାରା ଆପଣଙ୍କ ର-କ୍ତ ଜମାଟ , ହୃ-ଦ-ଘା-ତ ଭଳି ସମସ୍ୟା ଭୋଗିବାକୁ ପଡିନଥାଏ । କିନ୍ତୁ ଏହି ଔଷଧ ସେବନ କରିବା ପରିବର୍ତେ ଯଦି ଘରୋଇ ଉପଚାର କରିବେ ତେବେ ଆପଙ୍କ ର-କ୍ତ-କୁ ପ୍ରାକୃତିକ ଉପାୟରେ ପତଳା କରିବ ।

ତେବେ ଆସନ୍ତୁ ଜାଣିବା ଏହି ପ୍ରାକୃତିକ ଉପଚାରକୁ କିପରି ପ୍ରସ୍ତୁତ କରିବେ ଓ କିପରି ସେବନ କରିବେ । ଏହି ଉପଚାରକୁ ଆପଣ କେବଳ ୧୫ ଦିନ କରନ୍ତୁ ଦେଖିବେ ଆପଣଙ୍କ ର-କ୍ତ ପତଳା ହୋଇଯିବ ଓ ହୃ-ଦ-ଘା-ତ ଏବଂ ର-କ୍ତ ଜମାଟ ବାନ୍ଧିବା ସମସ୍ୟା କେବେବି ହେବ ନାହିଁ । ତେବେ ଆସନ୍ତୁ ଏହି ଉପଚାରକୁ କିପରି ପ୍ରସ୍ତୁତ କରିବେ ଜାଣିବା । ପ୍ରଥମେ ଆପଣ ଏକ ଇଂଚ ଅଦାକୁ ଭଲ ଭାବରେ ଧୋଇ ଚୋପା ଛଡାଇ ଏହାର ବ୍ୟବହାର କରନ୍ତୁ ।

ଏହି ଅଦାରେ ଜିନଯୋଲ ନାମକ ତତ୍ୱ ମିଳିଥାଏ ଯାହା ଆପଣଙ୍କ ର-କ୍ତ-କୁ ପତଳା କରିବାରେ ସାହାଯ୍ୟ କରିଥାଏ । ଦ୍ଵିତୀୟ ସାମଗ୍ରୀଟି ହେଲା ରଶୁଣ । ଏଥିରେ ଏଲିସିନ ନାମକ ତତ୍ୱ ମିଳିଥାଏ । ଯାହାକି ର-କ୍ତ-କୁ ପତଳା କରିବାରେ ବହୁ ମାତ୍ରାରେ ସାହାଯ୍ୟ କରିଥାଏ । ଆପଣ ଗୋଟିଏ କିମ୍ବା ଦୁଇଟି ପାଖୁଡା ରାଶୁଣ ବ୍ୟବହାର କରିପାରିବେ । ଏବେ ଏହି ଦୁଇଟି ଜିନିଷକୁ ଛେଚି ଦିଅନ୍ତୁ । ଏହାପରେ ତୃତୀୟ ସାମଗ୍ରୀଟି ହେଉଛି ହଳଦୀ । ଏହି ହଲଦୀରେ କାର୍ପିନ ନାମକ ତତ୍ୱ ମିଳିଥାଏ ।

ଏହା ମଧ୍ୟ ର-କ୍ତ-କୁ ପତଳା କରିବାରେ ସାହାଯ୍ୟ କରିଥାଏ । ଏହି ହଳଦୀ ଅଧା ଛାମୁଚ ନିଅନ୍ତୁ । ଏବେ ଅଳ୍ପ ପାଣି ଦେଇ ଏହି ତିନୋଟି ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଆପଣ ରଶୁଣ ବଦଳରେ ଲବଙ୍ଗ ନେଇ ପାରିବେ । ଏହାପରେ କିଛି ପାଣି ନେଇ ପୂର୍ବରୁ କରିଥିବା ମଶ୍ରଣ କୁ ଏଥିରେ ପକାଇ ଗରମ କରନ୍ତୁ ଓ ଏହାକୁ ଛାଣି ଦିଅନ୍ତୁ । ଆପଣ ଶୋଇବା ପୂର୍ବରୁ ଏହାକୁ ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ର-କ୍ତ ପତଳା ହୋଇଥାଏ ।

ଏହାଦ୍ୱାରା ସବୁ ର-କ୍ତ ଜନିତ ସମସ୍ୟା ଦୂର ହୋଇ ହୃ-ଦ-ଘା-ତ ଓ ନର୍ଭ ବ୍ଲକେଜ ମୁ-କ୍ତି ମିଳିଥାଏ । ଆପଣଙ୍କୁ ଯଦି ଭ-ୟ-କା-ର-ଣ-ରୁ ହୃ-ଦ-ଘ-ତ ହୋଇଥାଏ ତେବେ ଆପଣ ୪ ଟି ଟମାଟୋ ଅର୍ଥାତ ୩୦୦ ଗ୍ରାମ ଟମାଟୋ ମାତ୍ର ୧୫ ଦିନ ସେବନ କରନ୍ତୁ ଦେଖିବେ ର-କ୍ତ ପତଳା ହେବାକୁ ଲାଗିବ । ଏହାଛଡା ନାଇଟ୍ର ଅକ୍ସାଇଡ଼ ପ୍ରସ୍ତୁତ କରୁଥିବା ସବୁଜ ପନି ପରିବା ନିଜ ଓଜନ ଅନୁପାତରେ ସେବନ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *