ଏହି କେତୋଟି ପଶୁପକ୍ଷୀ ଆପଣଙ୍କୁ କରିଥାନ୍ତି କୋଟିପତି , ଭଲ ସମୟ ଆସିଲେ ମିଳିଥାଏ ଏହି ସଂକେତ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଭଳି ପଶୁପକ୍ଷୀ ମାନେ ମଧ୍ୟ ଏହି ଦୁନିଆ ର ଏକ ଅ-ବି-ଚ୍ଛେ-ଦ୍ୟ ଅ-ଙ୍ଗ ଅଟନ୍ତି । ପଶୁପକ୍ଷୀ ମାନଙ୍କ ମଧ୍ୟ ରେ ବି କିଛି ବିଶେଷ ଗୁଣ ଲୁଚି ରହିଥାଏ । ଘରକୁ ଆସୁଥିବା ପଶୁପକ୍ଷୀ ମାନଙ୍କ ଦ୍ୱାରା କିଛି ଖାସ ସଙ୍କେତ ମଧ୍ୟ ପ୍ରାପ୍ତ ହୋଇଥାଏ ଏବଂ ଏହାର ପ୍ରଭାବ ମଧ୍ୟ ମନୁଷ୍ୟ ର ଜୀବନ ଉପରେ ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ପଶୁପକ୍ଷୀ ଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଅତ୍ୟନ୍ତ ଶୁଭଦାୟକ ହୋଇଥାନ୍ତି । ଏମାନଙ୍କ ଆଗମନ ଆପଣଙ୍କ ଜୀବନ ରେ ଧନ ଓ ସମୃଦ୍ଧି ସ୍ଥାପନ କରିଥାଏ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧- ବନ୍ଧୁଗଣ ପ୍ରଥମ ରେ ହେଉଛି କାଉ । କାଉ ମନୁଷ୍ୟ ର ବନ୍ଧୁ ହୋଇଥାଏ କାରଣ ପରିବେଶ କୁ ସଫା ସୁତୁରା ରଖିବାରେ ଏହା ଅନେକ ପ୍ରକାରର ସାହାଯ୍ୟ କରିଥାଏ । କାଉ ଶନିଦେବ ଙ୍କ ବାହନ ଅଟେ । ଶନିଦେବ ଙ୍କ ଅତି ପ୍ରିୟ ମଧ୍ୟ । କାଉ କୁ ପ୍ରତିଦିନ କିଛି ଖାଦ୍ୟ ଦେଇ ସନ୍ତୁଷ୍ଟ କଲେ ଶନିଦେବ ବହୁତ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି । ଆପଣ ଚାହିଁଲେ କ୍ଷୀରି,ପୁରୀ,ବିସ୍କୁଟ,ରୁଟି ଆଦି ଦେଇ ପାରିବେ । କ୍ଷୀରି ରେ ଚାଉଳ ଏବଂ କ୍ଷୀର ର ମିଶ୍ରଣ ଶୁକ୍ର ଗ୍ରହ ର ପ୍ରତୀକ ତେଣୁ ପ୍ରତ୍ୟେକ ଅମାବାସ୍ୟା ରେ କିମ୍ବା ଶନିବାର ଦିନ କାଉ କୁ କ୍ଷୀରି ଖୁଆଇଲେ ଶନିଦେବ ଙ୍କ ସହ ଶୁକ୍ର ଗ୍ରହ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ପିତୃ ପୁରୁଷ ଙ୍କୁ ପିଣ୍ଡ ଦାନରେ ମଧ୍ୟ କାଉ କୁ ଭୋଜନ କରା ଯାଇଥାଏ । ଏଭଳି ମାନ୍ୟତା ଅଛି ଯେ, କାଉ ଭୋଜନ ଗ୍ରହଣ କଲେ ପିତୃ ପୁରୁଷ ମଧ୍ୟ ଗ୍ରହଣ କରିଥାନ୍ତି ୨- ବନ୍ଧୁଗଣ ଦ୍ଵିତୀୟ ରେ ହେଉଛି କଳା କୁକୁର । ଏହା କା-ଳ ଭୈରବ ଙ୍କ ବାହାନ ଅଟେ । ତେଣୁ ଯଦି କଳା କୁକୁର କୁ କିଛି ଖାଦ୍ୟ ଦିଆଯାଏ ତେବେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଅମାବାସ୍ୟା କିମ୍ବା ଶନିବାର ଦିନ କଳା କୁକୁର କୁ ଯଦି ରୁଟି,ଗୁଡ଼,ବିସ୍କୁଟ ଆଦି ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାନ୍ତି । ଯାହାଦ୍ୱାରା ଆମର କ-ଷ୍ଟ ଦୁଃ-ଖ ଆଦି ଦୂର ହୋଇଥାଏ ।୩- ବନ୍ଧୁଗଣ ତୃତୀୟ ରେ ହେଉଛି ପିମ୍ପୁଡ଼ି ଏବଂ ଜନ୍ଦା । ଏମାନେ ବହୁତ ପରିଶ୍ରମୀ ଜୀବ ଅଟନ୍ତି । ସର୍ଵଦା ନିଜର ଖାଦ୍ୟ ଖୋଜିବାର ପ୍ରୟାସ ରେ ଥାଆନ୍ତି । ଏହି ଜନ୍ଦା ଓ ପିମ୍ପୁଡ଼ି ଆମ ନଜର ରେ ତ ଆସନ୍ତି । କିନ୍ତୁ ଆମେ ସେମାନଙ୍କୁ ଅଣ ଦେଖା କରି ଦେଇଥାଉ । କିନ୍ତୁ ଶା-ସ୍ତ୍ର ଅନୁସାରେ ସେମାନଙ୍କୁ ଯଦି ଚିନି ଗୁଡ଼ ଆଦି ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଆମର ସମସ୍ତ ଦୁଃ-ଖ କ-ଷ୍ଟ ଦୁର ହୁଏ ଏବଂ ରାଶି ନକ୍ଷତ୍ର ରେ ଥିବା ଦୋଷ ମଧ୍ୟ ଦୁର ହୋଇଥାଏ ।୪- ବନ୍ଧୁଗଣ ଚତୁର୍ଥ ରେ ହେଉଛି ଗାଈ । ଗାଈ କୁ ହିନ୍ଦୁ ଧର୍ମ ରେ ମାତା ବୋଲି ମାନି ଥାଆନ୍ତି । ଗାଈ ର ଗୋବର ଏବଂ ମୂତ୍ର କୁ ଶୁଭ ବୋଲି ମଧ୍ୟ କହିଥାନ୍ତି । ଗାଈ କୁ ପ୍ରତିଦିନ ଖାଦ୍ୟ ଦେଲେ କିମ୍ବା ସେବା କରିବା ଦ୍ୱାରା ଆମକୁ ଅନେକ ପୁଣ୍ୟ ମିଳି ଥାଏ ଏବଂ ଆମର ସମସ୍ତ ପା-ପ ଏବଂ ଦୋଷ ମଧ୍ୟ ଦୁର ହୋଇଥାଏ । ଗାଈ କୁ ଗୋମାତା ବୋଲି ମଧ୍ୟ କୁହାଯାଏ । ତେଣୁ ଗୋମାତା ଙ୍କ ସେବା କରିବା ଦ୍ୱାରା ଆମେ କୋଟି ପୁଣ୍ୟ ର ଅଧିକାରୀ ହୋଇଥାଉ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *