ଏହି ମଞ୍ଜିକୁ ଖାଇ ଦିଅନ୍ତୁ , 100 ବର୍ଷ ପର୍ଯ୍ୟନ୍ତ Calcium ର ଅଭାବ ଦେଖାଯିବ ନାହିଁ , ହାତ ,ଗୋଡ , ଅଣ୍ଟା , Himoglobin ର ଅଭାବ ହେବନି

ନମସ୍କାର ବନ୍ଧୁଗଣ ତେବେ ଆଜିର ଜୀଵନ ରେ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି ଏବଂ ଦିନ ରାତି କାମ କରି ଥକି ମଧ୍ୟ ଯାଉଛନ୍ତି । ଏବଂ ତାଛଡା ତାଙ୍କ ଗୋଡ ହାତ ବି-ନ୍ଧା ମଧ୍ୟ ହେଉଛି କିନ୍ତୁ ଯଦି ଏହି ବି-ନ୍ଧା ବି-ନ୍ଧି ସବୁଦିନ ହୋଇଥାଏ, ତେବେ ଏହା କ୍ୟାଲସିୟମ ର ଅଭାବ ଯୋଗୁଁ ହୋଇଥାଏ । କ୍ୟାଲସିୟମ ଅଭାବ ହେଲେ ଶରୀରର ହା-ଡ଼ ଦୁ-ର୍ବ-ଳ ହୋଇ ପଡେ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ନଥାଏ । ତେବେ ନିଜର ସ୍ୱାସ୍ଥ୍ୟ ପାଇଁ ସମୟ ବାହାର କରେ ନାହିଁ ସେ ନିଜର ବେ-ମା-ର ପାଇଁ ସମୟ ବାହାର କରିଥାଏ । କିଛି ଲୋକ ଭାବନ୍ତି ନିଜ ସ୍ୱାସ୍ଥ୍ୟ ର ଯତ୍ନ ନେବା ପାଇଁ ବହୁତ ସମୟ ବାହାର କରିବାକୁ ପଡିବ । କିନ୍ତୁ ଏହା ନୁହେଁ ଆଜି ଆମେ ଆପଣଙ୍କୁ ବହୁତ ସରଳ ଏବଂ ସହଜ ଉପାୟ କହିବୁ ଯାହା ଦ୍ୱାରା ଆପଣ ନିଜର ସ୍ୱାସ୍ଥ୍ୟ ର ଯତ୍ନ ଅତି କମ ସମୟ ରେ ଆପଣ ନେଇ ପାରିବେ । ଏବଂ ଏହାକୁ କରିବା ଦ୍ବାରା ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ଠିକ ରହିବ । କାରଣ ନିଜର ସ୍ୱାସ୍ଥ୍ୟ କୁ ଯତ୍ନ ନେଲେ ହିଁ ଆପଣ ନିଜର ଜୀଵନ କୁ ବହୁତ ଭଲ ଭାବରେ ଭୋଗ କରି ପାରିବେ । ନଚେତ କେବଳ ଔଷଧ ରେ ହିଁ ଆପଣ ଙ୍କୁ ନିଜର ପଇସା ଏବଂ ସମୟ ଖର୍ଚ୍ଚ କରିବାକୁ ପଡିବ । ଆଜି ଆମେ ଯେଉଁ ଉପାୟ ବିଷୟରେ ଆଜି ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ । ତେବେ ଆଜି ଆମେ ଯେଉଁ ଜିନିଷ ବିଷୟ ରେ କହିବୁ ତାହା ହେଉଛି ଖସଖସ । ଏହାର ର ସାହାର୍ଯ୍ୟ ରେ ଆପଣ କ୍ୟାଲସିୟମ ପାଇ ପାରିବେ ଏବଂ ନିଜର ଦୁର୍ବଳତା ରୁ ମଧ୍ୟ ମୁ-କ୍ତି ପାଇଁ ପାରିବେ ।
ତେବେ ଆପଣ ଙ୍କ କେଶ ଯଦି ଝଡୁଛି କିମ୍ବା ଉପୁଡୁଛି ଏବଂ ଆପଣ ଙ୍କ କେଶ କଳା ରହୁ ନାହିଁ । ତେବେ ଆପଣ ଏକ ଗିଲାସ ଗରମ କ୍ଷୀର ରେ ଦୁଇ ରୁ ତିନିଟି ଖଜୁରୀ ରୁ ମଞ୍ଜି କାଢି ଖଜୁରୀ କୁ କ୍ଷୀର ରେ ପକାଇ ଫୁ-ଟା-ଇ ଦିଅନ୍ତୁ ଏବଂ ପରେ ଗ୍ୟାସ ବନ୍ଦ କରି ସେଥିରେ ଖସଖସ ମିଶାଇ ଦିଅନ୍ତୁ ଏବଂ ଏହା କୁ ରାତିରେ ଶୋଇବା ପୂର୍ବରୁ ସେଵନ କରନ୍ତୁ ତେବେ ଦେଖିବେ ଆପଣଙ୍କ କେଶ ଝ-ଡ଼ି-ବା ନିଶ୍ଚିତ ବନ୍ଦ ହୋଇଯିବ ଏବଂ କଳା ଘନ ହୋଇଯିବ । ତେବେ ଏହା ଛଡା ଆପଣ ଗୋଟିଏ ଗିଲାସ କ୍ଷୀର କୁ ଗରମ କରନ୍ତୁ ଏବଂ ସେଥିରେ ରସୁଣ ପକାଇ ଫୁ-ଟା-ଇ ଦିଅନ୍ତୁ ପରେ ରସୁଣ କୁ ଫୋ-ପା-ଡ଼ି ଏବଂ କ୍ଷୀର କୁ ଛାଣି ତା ସହ ଖସଖସ ମିଶାଇ ସେଵନ କରନ୍ତୁ ତେବେ ଏହା ଦ୍ୱାରା ଆପଣଙ୍କ ହାଡ଼ ମଜବୁତ ରହିବ ଏବଂ ଆଣ୍ଠୁ ଗଣ୍ଠି ବି-ନ୍ଧା ହେବ ନାହିଁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *