ଲକ୍ଷ ଲକ୍ଷ ଟଙ୍କାର Medicine ବି ଫେଲ ଏହା ଆଗରେ – ପ୍ରକୃତି ର ଅମ୍ବୃତ ଅଟେ ଏହି ପତ୍ର , କେବେବି ବୁଢା ହେବାକୁ ଦେବନାହିଁ

ନମସ୍କାର ବନ୍ଧୁଗଣ ଆପଣ ମାନେ ସଦା ବାହାର ଫୁଲ ବିଷୟରେ ନିଶ୍ଚୟ ଜାଣି ଥିବେ । ଏହାକୁ ବାର ମାସି ମଧ୍ୟ କୁହାଯାଏ । ବାର ମାସି ନାମ ରହିବାର ଅର୍ଥ ହେଉଛି ଏହି ସଦା ବାହାର ଫୁଲ ବାର ମାସ ଯାକ ଗଛରେ ରହିଥାଏ । ଖରା ହେଉ ବର୍ଷା ହେଉ କିମ୍ବା ଶୀତ ସବୁ ୠତୁ ହେଉ ସବୁ ସମୟ ହେଉ ସଦା ସର୍ବଦା ଏହି ଫୁଲ ଫୁଟି ରହିଥାଏ । ଏହି ଫୁଲ ଆଠ ପ୍ରଜାତି ର ମିଳିଥାଏ କିନ୍ତୁ ଆମ ଭାରତରେ କେବଳ ଦୁଇ ପ୍ରଜାତି ମିଳେ । ଜାମୁକୋଳି ରଙ୍ଗ ର ଏବଂ ଧଳା ରଙ୍ଗର । ଦୁଇ ପ୍ରଜାତି ରେ ଔଷଧ ଗୁଣ ରହିଥାଏ ।ସଦା ବାହାର ର ଫୁଲ ଓ ତାର ପତ୍ର ସମସ୍ତ ଭିତରେ ଔଷଧୀୟ ଗୁଣ ରହିଥାଏ । ଏବଂ ଏହି ଗଛ ଆପଣଙ୍କ ଘର ପାଖରେ ହିଁ ମିଳି ଯିବ । କାରଣ ଏହା ଆପେ ଆପେ ହିଁ ଉଠି ଯାଇଥାଏ । ଏହାର ପତ୍ର ବହୁତ ଲାଭଦାୟକ । ଏବଂ ଆୟୁର୍ବେଦ ଗୁଣ ରହିଛି । ଏହା ଛଡା ପୂଜା ଅର୍ଚ୍ଚନା ରେ ମଧ୍ୟ ଏହି ଫୁଲ ର ବ୍ୟବହାର କରାଯାଏ । ଏବଂ ଏହା ଛଡା ସୌନ୍ଦର୍ଯ୍ୟ ରେ ମଧ୍ୟ ଏହି ସଦା ବାହାର ଫୁଲ ବହୁତ ଲାଭ ଦାୟକ ହୋଇଥାଏ ।

ଏହାକୁ ଆପଣ ଚେର ସହିତ ନୁହେଁ ବରଂ ଏହାକୁ ଅଧାରୁ କା-ଟି ମଧ୍ୟ ଲଗେଇ ପାରିବେ । ଏବଂ ଏହାକୁ ଯେବେବି ଇଚ୍ଛା ପାଣି ଏବଂ ସାର ଆଦି ଦେଇ ପାରିବେ କାରଣ ଏହାର କିଛି ବିଶେଷ ଯତ୍ନ ନିଆ ଯିବାର ଆବଶ୍ୟକ ନାହିଁ । ଏବଂ ଏହା ବାର ମାସ ଯାକ ଫୁଲ ଫୁଟିଥାଏ ।ଯଦି ଆପଣଙ୍କ ଚେହେରା ରେ କିଛି ସମସ୍ୟା ମାନ ଦେଖା ଯାଉଛି ତେବେ ଆପଣ ଏହି ଫୁଲକୁ ବ୍ୟବହାର କରି ପାରିବେ । ଆପଣଙ୍କ ନିଜ ଚେହେରା ରେ ଯଦି ବ୍ରଣ ର ଦାଗ ରହି ଯାଇଛି କିମ୍ବା କୌଣସି କଳା ଦାଗ ରହିବା ଆଦି ସମସ୍ୟାରେ ଏହି ସଦା ବାହାର କିମ୍ବା ସଦା ବାହାର ଫୁଲ ସହାୟତା କରିଥାଏ । ଏହି ସଦା ବାହାର ଫୁଲ କିମ୍ବା ପତ୍ର ର ରସ କୁ ସେହି ଦାଗ ରେ ଲଗେଇଲେ । ସେ ଦାଗ ସମ୍ପୂର୍ଣ୍ଣ ପଳେଇବ ।
ଏବଂ ଏହାର ପତ୍ର କୁ ବା-ଟି ତାର ରସ କୁ ନିଜ କେଶ ରେ ଲଗେଇଲେ ଆମ କେଶ ଛି-ଣ୍ଡି-ବ-ନି ଏବଂ ବହୁତ ଭଲ ରହିବ । ଏହି ପତ୍ର ର ରସ ସହ ଅଧା ଚାମଚ ନଡିଆ ତେଲ ମିଶେଇ ଦେବା । ଏବଂ ବ୍ୟବହାର କରିବା ଏହା ଦ୍ୱାରା ଆମ କେଶ ଧଳା ହେବ ନାହିଁ ଏବଂ ମଜବୁତ ରହିବ ।ସକାଳୁ ଉଠି ଯଦି ଏହି ଗଛ ର ଦୁଇ ଟି ପତ୍ର କୁ ଚୋବାଇ ଖାଇ ପାଣି ପିଇବା ଦ୍ୱାରା ଆମ ମଧୁମେହ ରୋଗ କମି ଯାଇଥାଏ । ଏହି ପତ୍ର କିମ୍ବା ଫୁଲ ର ରସ କୁ ଯଦି ଆପଣ ଙ୍କ ଶରୀର କୌଣସି ଯାଦୁ କୁଣ୍ଡିଆ ଅଛି ତେବେ ଏହାକୁ ଲଗେଇଲେ ତାହା ମଧ୍ୟ ଭଲ ହୋଇ ଯାଇଥାଏ । ଏବଂ ଯଦି ଏହାକୁ ବା-ଟି ନିଜ ଚେହେରା ରେ ଲଗେଇଲେ  ଆପଣ ଯୁବତୀ ଦେଖାଯିବେ । ଅନେକ କ୍ଷେତ୍ରରେ ଏହି ସଦା ବାହାର ଫୁଲ କୁ ଆମେ ବ୍ୟବହାର କରି ପାରିବା ଏବଂ ଏହାର ଅନେକ ଲାଭ ମଧ୍ୟ ପାଇଁ ପାରିବା ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *