ଏହାକୁ କେବଳ ଥରେ ଖାଇ ନିଅନ୍ତୁ, ଗ୍ୟାସ, ଏସିଡ଼ିଟି, ପେଟଫୁଲା, କବଜ ଭଲ ହୋଇ ପେଟ ସଫା ହୋଇଯିବ ( Healthy Tips )

ବନ୍ଧୁ ଗଣ ଯଦି ଆପଣ ଙ୍କ ଗ୍ୟାସ ଭଳି ସମସ୍ୟା ରହିଛି । ଆପଣ ଙ୍କ ଖାଦ୍ୟ ଖାଇସାରିବା ପରେ ଖଟା ହେକୁଟି ଆସୁଅଛି ତାହେଲେ,କବଚ ଭଳି ସମସ୍ୟା ତଥା ଛାତିରେ ବୋହୁତ ଯୋରେ ପେନ୍ ହେଉଅଛି ତାହେଲେ ଆଜିର ଏହି ଘଟଣା ଅନୁଯାୟୀ ଆପଣ 7 ଦିନ ଏହି ଓଷଧ କୁ ସେବନ କରି ଦେଖନ୍ତୁ । ଦେଖିବେ ଆପଣ ଙ୍କ ର ସମସ୍ତ ରୋଗ ସମ୍ପୂର୍ଣ୍ଣ ଦୂର ହୋଇଯିବ ।

ଆମେ ଆଜି ଆପଣ ଙ୍କୁ 2 ଟି ଉପାୟ ବତାଇବୁ ଯାହା ପେଟ ଜନିତ ସମସ୍ୟା କୁ ଦୂର କରିବ । ପ୍ରଥମେ ଆବଶ୍ୟକ ଜାଇଫଳ, ଯାଇପହଲ ଥଣ୍ଡା କାଶ ଜନିତ ସମସ୍ୟା କୁ ଦୂର କରିବା ରେ ସାହାଯ୍ୟ କରେ, ଏହା ଶରୀର ପାଇ ଗରମ ହୋଇଥାଏ । ଏହାକୁ ଆପଣ ଗ୍ରୀଷ୍ମ ଦିନେ ମଧ୍ୟ ସେବନ କରିପାରିବେ । ପ୍ରଥମେ ଆପଣ ଜାଇଫଳ ଗୁଣ୍ଡ ନିଅନ୍ତୁ, 2 ଚିମୁଟା ଗୁଣ୍ଡ ନିଅନ୍ତୁ ଏହାପରେ ଲେମ୍ବୁ ର ବ୍ୟବହାର କରନ୍ତୁ ।

ଏବେ ଜାଇଫଳ ଗୁଣ୍ଡ ରେ ଫାଳେ ଲେମ୍ବୁ ରସ ମିଶେଇ ଦିଅନ୍ତୁ । ଯଦି ଛୋଟ ଲେମ୍ବୁ ଅଛି ତାହେଲେ 1 ଲେମ୍ବୁ ପକାଇ ଦିଅନ୍ତୁ । ଏହାକୁ ଗୋଳାଇ ରଖନ୍ତୁ ଶୋଇବା ପୂର୍ବ ରୁ ରାତ୍ରି ସମୟ ରେ ଏହାକୁ ସେବନ କରନ୍ତୁ । ଏବଂ 1 ଗ୍ଲାସ୍ ପାଣି ରେ ଏହାକୁ ସେବନ କରିବା ଉଚିତ୍ । ସକାଳୁ ପେଟ ସଫା ହେବ ଏବଂ ଗ୍ୟାସ ଏସିଆଇଡିଟୀ ରୁ ବଚିତ ହେବେ ।

ପେଟ ଗରମ ରହୁଥିବାରୁ ଆପଣ ଙ୍କ ପେଟ ଥଣ୍ଡା ରଖିବା ନିମିତ୍ତ ଏହି 2 ୟ ଉପଚାର କୁ ଆପଣନ୍ତୁ । ପ୍ରଥମେ ପାଣି ଗରମ କରନ୍ତୁ ଗରମ ହେବ ପରେ ଏଥିରେ 2 ଚାମଚ୍ ଧନିଆ ପକାନ୍ତୁ । ଏହାକୁ ଗ୍ୟାସ ରେ ପକାଇବ ପରେ ଯେତେବେଳେ ଏହାର ପାଣି ର ରଙ୍ଗ ବଦଳି ଯିବ ସେତେବେଳେ ଆକୁ ଗ୍ୟାସ ରୁ କାଢି 10 ମିନିଟ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ ଯେବେ ଏହା ସମ୍ପୂର୍ଣ୍ଣ ଥଣ୍ଡା ହେବ ତେବେ ଆପଣ ଏହାକୁ ଛଣୀ ଦିଅନ୍ତୁ ।

ଏହି ପାଣି ର ସେବନ ଆପଣ ଙ୍କୁ ଦିନ ସାରା କରିବାକୁ ହେବ,ଅଳ୍ପ ଅଳ୍ପ କରି ଦିନକୁ 3 ଥର ସେବନ କରିବାକୁ ହେବ । ଯେଉଁ ମାନେ କାମ କରିବାକୁ ବାହାରକୁ ଯାଇଛନ୍ତି ସେମାନେ ଦିନ ରେ 2 ଥର ଏହାର ସେବନ କରନ୍ତୁ,ଏହାକୁ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *