ରାତିରେ ଶୋଇବା ପୂର୍ବରୁ ଖାଇ ଦିଅନ୍ତୁ ଦୁଇଟି ଲବଙ୍ଗ ! ଆଉ ତାପରେ ଯାହା ହେବ ଆପଣ ଭାବି ବି ନଥିବେ ( Healthy Tips )

ବନ୍ଧୁଗଣ ଲବଙ୍ଗ କୁ ଆମେ ଘରେ ସବୁବେଳେ ଖାଦ୍ୟ ବନାଇବା ପାଇଁ ଗରମ ମସଲା ରୂପରେ ବ୍ୟବହାର କରୁ । ଲବଙ୍ଗ ଦେଖିବାକୁ କଳା ହୋଇପାରେ କିନ୍ତୁ ଏହା ମଧ୍ୟରେ ଥିବା ଭିଟାମିନ ଦ୍ୱାରା ଆମ ଶରୀରରେ ପ୍ରକାରର ରୋଗକୁ ଦୂର କରିହୁଏ । ଆଜି ଆମେ ଆପଣଙ୍କୁ କହିବୁ ଯଦି ଆପଣ ସବୁଦିନ ରାତିରେ ଶୋଇବା ସମୟରେ ଲବଙ୍ଗ ଖାଇବେ ତେବେ ଆପଣଙ୍କ ଶରୀରରେ କେଉଁ ପ୍ରକାରର ଫାଇଦା ମିଳିବ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣ ସକାଳୁ ଏକ୍ସର୍ସାଇଯ ବା ଦୌଡିବା ସମୟରେ ଆପଣଙ୍କ ଗଳା ଶୁଖିଯାଏ ତେବେ ସେହି ସମୟରେ ଲବଙ୍ଗ ବହୁତ ଲାଭଦେଇଥାଏ । ଯଦି ଆପଣ ଦୂର ବାଟ ଯାଏଁ ଦୌଡନ୍ତୀ ତେବେ ଦୌଡିବା ପୂର୍ବରୁ ପାଟିରେ ଗୋଟେ ଲବଙ୍ଗ ରଖିଦିଅନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ଗଳା କେବେବି ଶୁଖିବ ନାହିଁ ।

ପ୍ରତିଦିନ ଶୋଇବା ସମୟରେ ଗୋଟେ ଲବଙ୍ଗ ଖାଇବା ଦ୍ବାରା ପେଟ ଜନିତ ସମସ୍ତ ରୋଗ ଦୂର ହୁଏ । ଯଦି ଆପଣଙ୍କୁ ଦାନ୍ତରେ କଷ୍ଟ ହୁଏ ତେବେ ଲବଙ୍ଗ ର ପାଉଡର କିମ୍ବା ଲବଙ୍ଗ ର ତେଲକୁ ସେହି ଦାନ୍ତରେ ଲଗାନ୍ତୁ ଏହା ଦ୍ୱାରା ଆପଣଙ୍କ ଦାନ୍ତର କଷ୍ଟ ଶୀଘ୍ର ଠିକ ହୋଇଯିବ । ଏହା ଦ୍ୱାରା ଆପଣଙ୍କ ମୁଖ ଦୁର୍ଗନ୍ଧ ବି ଦୂର ହୋଇଥାଏ ।

ପ୍ରତିଦିନ ରାତିରେ ଶୋଇବା ପୁର୍ବରୁ ଗୋଟିଏ ଲବଙ୍ଗ ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରେ ରକ୍ତ କଣିକା ସଫା ହୋଇଥାଏ । ଏହା ସହିତ ରକ୍ତ ତିଆରି ମଧ୍ୟ ହୋଇଥାଏ । ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଯାହା ଆପଣଙ୍କୁ ଅନେକ ପ୍ରକାରର ରୋଗ ଠାରୁ ଦୂରେଇ ରଖିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *