ଲୋ Blood Pressure ଥିଲେ ନିଶ୍ଚୟ ପିଅନ୍ତୁ ଏହି 1 ଜିନିଷ, ହେବ ଚମତ୍କାର ( Healthy Tips )

ବନ୍ଧୁଗଣ ଲୋ- ବ୍ଲୋଡପ୍ରେଶର କୁ ଅଣ ଦେଖା କରୁଛନ୍ତି କୁ ସେମିତି କଦାପି କରନ୍ତୁ ନାହିଁ କାରଣ ଏହା ଯୋଗୁ ଆପଣ ଙ୍କ ଛାତି ଠାରୁ ଥାଏ ଏମିତି ଲାଗିଥାଏ ଯେମିତି ଜୀବନ ଚାଲିଯିବ । ଲୋ ବ୍ଲଡପ୍ରେସରରେ  ଝାଳ ବାହାରି ଥାଏ ମୁଣ୍ଡ ବୁଲାଇ ଥାଏ ଏମିତି ଲାଗିଥାଏ ଯେମିତି ଶରୀର ରେ ଶକ୍ତି ସରି ଯାଇଛି । ଏତେ ଡର ଲାଗିଥାଏ ଯେମିତି ଜୀବନ ବାହାରିଯିବ ବା ସଙ୍ଗେ ସଙ୍ଗେ ମୃତ୍ୟୁ ଘଟିଯିବ ।

ଯଦି ଏହା ବୋହୁତ କମିଯିବ ନର୍ଭ ଦୁର୍ବଳ ହେବାକୁ ଲାଗିଥାଏ । ଦୁର୍ବଳତା ବା ୱିକ ଲାଗିଥାଏ । ଏଥିପାଇଁ 20 ରୁ 25 ଟି କିସମିସ ଆପଣ ଙ୍କୁ ଆବଶ୍ୟକତା ପଡ଼ିବ । ଏହା ଆପଣ ଙ୍କୁ ବୋହୁତ ସହଜ ରେ ଲୋକାଲ ମାର୍କେଟ ରୁ ମିଳିଯିବ । ଅର୍ଗନିକ କିସମିସ ଆରାମସେ ଆପଣ ମାର୍କେଟ ରୁ ପାଇ ପାରିବେ । କିସମିସ ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ପ୍ରଥମେ କିସମିସ କୁ ଗୋଟିଏ କାଚ ଗ୍ଲାସ୍ ରେ ଭେଦାଇ ରଖାଯାଉ ଏହା ପରେ ଏହାକୁ ରାତି ସାରା ଭେଦାଇ ରଖାଯାଉ । ମନେ ରଖନ୍ତୁ କିସମିସ କୁ ଭଲ ଭାବରେ ଧୋଇ ସଫା କରାଯାଏ । ସକାଳେ ସେହି ପାଣି ସହ ଭଲ ଭାବେ ଏହାକୁ ଗ୍ରାଇଣ୍ଡର ରେ ଗ୍ରାଇଣ୍ଡିଂ କରି ଏହାକୁ ଅନ୍ୟ ଏକ ପତ୍ର କୁ ଅଜାଡ଼ି ଦିଅନ୍ତୁ । ଏହାକୁ ପ୍ରତିଦିନ ସକାଳୁ ନିତ୍ୟ କର୍ମ ସରିବା ପରେ ଖାଲି ପେଟରେ ସେବନ କରିବା ଦରକାର ।

କିସମିସ ପାଣି ଆମ ଶରୀରକୁ ଖୁବ ଚମତ୍କାର ଫାଇଦା ଦେଇଥାଏ ।  କିଛି ଦିନ ଏହିପରି ସେବନ କରି ଦେଖନ୍ତୁ ଏହି ରୋଗ ରୁ ଆପଣ ମୁକ୍ତି ପାଇବେ । ଶରୀର ଶକ୍ତି ରେ ପୂର୍ଣ୍ଣ ରହିବେ । ଶରୀର ଭିତରୁ ଫିଟ ରହିବେ । ସବୁବେଳେ କାର୍ଯ୍ୟ କରିବାର ସକ୍ଷମ ହେବ ସହ । ପରିବାର ରେ ଖୁସି ରେ ଜୀବନ ଜାପାନ କରିପାରିବେ । ଦୁର୍ବଳତା ଲାଗିବ ନାହିଁ ଡର ଲାଗିବ ନାହିଁ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *