ମାତ୍ର 3 ଦିନ ପର୍ଯ୍ୟନ୍ତ ବାସି ମୁହଁରେ ଖାଆନ୍ତୁ 2 ଚାମଚ, ଜୀବନସାରା ମଧୁମେହ, କୋଲେଷ୍ଟ୍ରୋଲ, ପେଟ ରୋଗ ଓ ହୃଦରୋଗ କେବେ ବି ହେବ ନାହିଁ ( Healthy Tips )

ବନ୍ଧୁଗଣ ଏହି ଉପଚାର ସାହାର୍ଯ୍ୟ ରେ ଆପଣ ପାଇ ପାରିବେ ସମସ୍ତ ରୋଗ ରୁ ମୁକ୍ତି । କୌଣସି ବି ରୋଗ ଆପଣ ଙ୍କ ନିକଟ କୁ ଆସିବା ନାହିଁ । ଏହା କଲେଷ୍ଟ୍ରୋଲ, ପେଟ ସମସ୍ୟା, ଆଦି ରୁ ମୁକ୍ତି ପାଇ ପାରିବେ । ଏହାକୁ ସେବନ କରିବା ଦ୍ୱାରା ଆପଣ ସମସ୍ତ ରୋଗ ରୁ ମୁକ୍ତି ପାଇ ପାରିବେ, ଡାଇବେଟିସ ରୋଗୀଙ୍କୁ ଏହା ସୁବର୍ଣ୍ଣ ସୁଯୋଗ । ଏହାକୁ ସକାଳୁ ସେବନ କରିବାକୁ ହେବ 4 ଦିନ ସେବନ କରିବାକୁ ହେବ, ସୁଗର କଣ୍ଟ୍ରୋଲ ରହିବ ।

ପ୍ରଥମେ ମିରିକାଳି ଏହା ଦ୍ଵାରା ରକ୍ତ ସଞ୍ଚାଳନ ହୋଇଥାଏ । ଏବଂ ରକ୍ତ ର ସଞ୍ଚାଳନ ଦ୍ଵାରା ଅହିଥିରେ ମଗ୍ନେଶିଅମ୍,ପୋଟାସିୟମ ଭିଟାମିନ ଆଦିର ଚଳନ ନିୟମିତ ଭାବେ ହୋଇଥାଏ । ଏହା ତ୍ଵଚ ପାଇ ଲାଭଦାୟକ ଅଟେ ଯାହା ତ୍ୱଚ ର ଗ୍ଲୋ କରିବା ରେ ମଧ୍ୟ ସୌହର୍ଯ୍ୟ କରିଥାଏ । ଏହା ଓଜନ କମ୍ କରିବା ରେ ମଧ୍ୟ ସାହାର୍ଯ୍ୟ କରେ,ଅଧିକ ମୋଟପା ରୁ ମୁକ୍ତି ମିଳିଥାଏ ।

ଦ୍ୱିତୀୟ ଟି ହେଉଛି ଦହି, ଦହି ର ସ୍ୱତନ୍ତ୍ରତା ବିଷୟ ରେ ଆପଣ ମନେ ଜାଣିଥିବେ, ଏବେ ଆପଣ ମିରିକାଳି ର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ଏବଂ ଏବେ ଏହାକୁ ଦହି ରେ 2 ଚାମଚ୍ ମିରିକାଳୀ ପକାନ୍ତୁ, ଏହାକୁ ମିକ୍ସ କରି ପ୍ରତିଦିନ ସକାଳେ ଏହାର ସେବନ କରିବାକୁ ହେବ । ଧ୍ୟାନ ରଖିବେ ଏହାକୁ କେବେ ହେଲେ ମଧ୍ୟ ମିଶାଇ ଅଧିକ ସମୟ ରଖିବେନି, ଅଧିକ ସମୟ ରଖିବା ଦ୍ଵାରା ଏହା ଆପଣ ଙ୍କ ଶରୀର କୁ କ୍ଷତି ପହଞ୍ଚାଇ ଥାଏ ।

ଏହାକୁ ସେବନ କରିବା ଦ୍ୱାରା ମୋଟାପଣ ଏବଂ ଶରୀର ରେ ଯେତେ ମଧ୍ୟ ରୋଗ ଥିବା ତାହା ଦୂର ହୋଇଯିବ । ଡାଇବେଟିସ ରୋଗୀଙ୍କୁ ଏହା ସୁବର୍ଣ୍ଣ ସୁଯୋଗ । ସମ୍ପୂର୍ଣ୍ଣ ଦୂର ହୋଇଯିବ ତେଣୁ ଏହାର ଉପଚାର କରନ୍ତୁ ଆଜି ଉପାୟ ରେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *