ବୁଦ୍ଧି ପରୀକ୍ଷା- 5 ଟି ମଜାଦାର ଯାସୁସି ପହେଲି, ଉତ୍ତର ଦିଅନ୍ତୁ ଓ ନିଜର ବୁଦ୍ଧି ପରୀକ୍ଷା କରନ୍ତୁ, ୯୯ ପ୍ରତିଶତ ଲୋକ ଜବାବ ଦେବାରେ ଫେଲ ହେଇଯିବେ..

ବନ୍ଧୁଗଣ ଆମେ ଆଜି ଆପଣଙ୍କ ପାଇଁ କିଛି ବୁଦ୍ଧି ପରୀକ୍ଷା କରିବାର ଜାସୁସି ପହେଲି ନେଇ ଆସିଛୁ । ଆମକୁ ଭିନ୍ନ ଭିନ୍ନ ଜାଗାରେ ନିଜର ଚତୁରତା ଦେଖାଇବାକୁ ହୋଇଥାଏ । ଏମିତିକି ଇଣ୍ଟର୍ଭୀଉ ରେ ମଧ୍ୟ ଏହି ଭଳି ଚତୁରତାର ପ୍ରଶ୍ନ ପଚରାଯାଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଜେଉଁ ପ୍ରଶ୍ନ ଆଣିଛୁ ତାହା ଆପଣଙ୍କୁ ଆଗାମୀ ସମୟରେ ନିଶ୍ଚୟ ସାହାଜ୍ୟ କରିବ ।  ତେବେ ଚାଲନ୍ତୁ ଏହି ମଜାଦାର ପହେଲି ଗୁଡ଼ିକର ସମାଧାନ କରିବା ।

୧:- ଉପରେ ଥିବା ଦୁଇଟି ଫଟୋ କୁ ଭଲ ଭାବରେ ଦେଖନ୍ତୁ ଏବଂ ବର୍ତ୍ତମାନ କୁହନ୍ତୁ କି ଏଥିରେ କେତୋଟି ଅନ୍ତର ରହିଛି ?

ଉତ୍ତର:- ଏହି ଫଟୋ ଟିରେ ମୋଟ ୩ଟି ଅନ୍ତର ରହିଛି । ପ୍ରଥମ ଅନ୍ତର ପାଟିରେ, ଦୂତୀୟ ଅନ୍ତର ଡାହାଣ ହାତରେ ଏବଂ ତୃତୀୟ ଅନ୍ତର ବାମ ପାଖ ଆଖିରେ ଅଛି ।

୨:- ଉପରେ ଥିବେ ଚିତ୍ରକୁ ଧ୍ୟାନର ସହିତ ଦେଖନ୍ତୁ ଏବଂ ଏଥିରେ ତିନୋଟି ଅନ୍ତର କଣ କଣ ରହିଛି ବାଛନ୍ତୁ ?

ଉତ୍ତର:- ଏହି ଚିତ୍ରରେ ପ୍ରଥମ ଅନ୍ତର କାନରେ ରହିଛି, ଦୂତିୟ ଅନ୍ତର ତାର ଡ୍ରେସ ରେ ଅଛି ଏବଂ ତୃତୀୟ ସେ ପିନ୍ଧିଥିବା ଜୋତାରେ ରହିଛି ।

୩:- ଉପରେ ଥିବା ଚିତ୍ରରେ ଝିଅଟି ନିଜ ପ୍ରେମିକ କୁ କୌଣସି ଅନ୍ୟ ଝିଅ ସହିତ ରୋମାନ୍ସ କରୁଥିବାର ଦେଖିଦେଲା । ଝିଅଟି ବହୁତ ରାଗିଗଲା ଆଊ ସେଠୁ କାନ୍ଦି କାନ୍ଦି ନିଜ ଘରକୁ ଚାଲିଗଲେ । ସେ ଘରକୁ ଯାଇ ନିଜ ପ୍ରେମିକ ଦେଇଥିବା ସବୁ ଗିଫ୍ଟ ଗୁଡ଼ିକ ଭାଙ୍ଗିବାକୁ ଲାଗିଗଲା । ପ୍ରଥମେ ସେ ନିଜ ପ୍ରେମିକ ଦେଇଥିବା ମୋବାଇଲ କୁ ଭାଙ୍ଗିଲା, ତାପରେ ଦୁହିଙ୍କ ଫଟୋ କୁ ଭାଙ୍ଗିଲା, ଓ ପରେ ସେ ତା ପ୍ରେମିକ ଦେଇଥିବା ଫୁଲ ଦାନି ଭାଙ୍ଗିଦେଲା । ତେବେ କଣ ଆପଣ କହିପାରିବେ କି ପ୍ରଥମେ କଣ ଭାଙ୍ଗିଛି ? ଭାବନ୍ତୁ…

ଉତ୍ତର:- ପ୍ରଥମେ ଝିଅଟିର ହୃଦୟ ଭାଙ୍ଗିଛି

୪:- ଗୋଟିଏ ଗଛରେ ୫ ଟି ଚଢ଼େଇ ବସିଥିଲେ ଏବଂ ଗୋଟେ ଶିକାରୀ ନିଜ ବନ୍ଧୁକରେ ଗୋଟେ ଚଢ଼େଇ କୁ ମାରିଦେଲା । ତେବେ ବର୍ତ୍ତମାନ କୁହନ୍ତୁ ସେହି ଗଛରେ ଆଊ କେତେଟା ଚଢ଼େଇ ବଞ୍ଚିଲେ ?

ଉତ୍ତର:- ସେହି ଗଛରେ ଆଊ କୌଣସି ଚଢ଼େଇ ନଥିଲେ କାରଣ ବନ୍ଧୁକର ଶବ୍ଦ ଶୁଣି ସବୁ ଚଢ଼େଇ ଉଡ଼ିଗଲେ ।

୫:- ଏହି ଚିତ୍ରଟିକୁ ଭଲ ଭାବରେ ଦେଖନ୍ତୁ । ଏଥିରେ ଗୋଟେ ଲୋକ ମରି ତଳେ ପଡ଼ିଛି । ଏହା ଦେଖି ଆପଣଙ୍କୁ କଣ ଲାଗୁଛି ଏହା ଏକ ମଡର  ନା ସେ ଲୋକ ନିଜେ ସୁଇସାଇଡ କରିଛି । ଭାବନ୍ତୁ…

ଉତ୍ତର:- ଲୋକ ଟି ସୁଇସାଇଡ କରିଛି କାରଣ ଏହି କବାଟ ପାଖରେ ଟେବଲ ଉପରେ ରହିଥିବା ପାନିଆ କବାଟ ଟିକୁ ଲାଗିକି ରହିଛି । ମାନେ କବାଟ ଖୋଲିବା ମାତ୍ରେ ସେହି ପାନିଆ ତଳେ ପଡ଼ିଯିବ । ତେଣୁ ଯଦି ମଡର ହୋଇଥାନ୍ତା ତେବେ ହତ୍ୟାକାରୀ ଯିବା ସମୟରେ କବାଟ ଖୋଲିବା ମାତ୍ରେ ପାନିଆ ତଳେ ପଡ଼ିଥାନ୍ତା । କିନ୍ତୁ ଏଠାରେ ପାନିଆ ଟେବୁଲ ଉପରେ ହିଁ ଅଛି । ତେଣୁ ଏହା ମର୍ଡର ନୁହେଁ ବରଂ ସୁଇସଇଡ ।

ତେବେ ବନ୍ଧୁଗଣ ଆପଣଙ୍କ ଉତ୍ତର ଆମକୁ କମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *