ମାତ୍ର 5 ଦିନ ଖାଲି ପେଟରେ ଖାଇ ନିଅନ୍ତୁ 2 ଟି ପିଜୁଳି ପତ୍ର, ମୂଳରୁ ଶେଷ ହେଇଯିବ ଏହି ସବୁ ରୋଗ, ଫାଇଦା ଜାଣି ଆପଣ ବି ହେବେ ଆଶ୍ଚର୍ଯ୍ୟ ( Healthy Tips )

ବନ୍ଧୁଗଣ ଆଜିର ସମୟରେ ସମସ୍ତେ ସୁସ୍ଥ ରହିବା ନିହାତି ଆବଶ୍ୟକ । ତେବେ ଆଜି ଆମେ ଆପଣଙ୍କୁ ପୁଜୁଳି ପତ୍ର ଖାଇବା ଦ୍ଵାରା ଶରୀରକୁ କଣ ସବୁ ଫାଇଦା ମିଳିଥାଏ ସେହି ବିଷୟରେ କହିବୁ । ଆୟୁର୍ବେଦ ରେ ଏପରି ବହୁତ ଉପାୟ ରହିଛି ଯାହା ଆମ ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ । ଏହା ଦ୍ଵାରା ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଭଲ କରିହୋଇଥାଏ ।

କେଶ ଝଡିବା, ମୋଟାପଣ, ମହିଳାଙ୍କ ମାସିକ ଧର୍ମ ସମସ୍ୟା, ପୁରୁଷ ଙ୍କ ଠାରେ ବୀର୍ଯ୍ୟର ଅଭାବ, ଚେହେରାର ଚମକ କମ ହେବା , ବ୍ରଣ ଓ କଳା ଦାଗ, ରକ୍ତର ଅଭାବ ଓ ହାଡ ଦୁର୍ବଳ ଏବଂ ଶାରୀରିକ ଦୁର୍ବଳତା ଆଦି ଗମ୍ଭୀର ସମସ୍ୟା ଗୁଡିକୁ କେବଳ ପିଜୁଳି ପତ୍ର ସେବନ ଦ୍ଵାରା ଭଲ କରାଯାଇ ପାରିବ । ତେବେ ଚାଲନ୍ତୁ ଜାଣିବା ଭିନ୍ନ ଭିନ୍ନ ରୋଗ ପାଇଁ ପିଜୁଳି ପତ୍ରକୁ କିପରି ବ୍ୟବହାର କରିବେ ।

ଯଦି ଆପଣଙ୍କୁ କେଶ ଝଡିବା ସମସ୍ୟା ରହିଛି ତେବେ ଆପଣ 4ଟି ପିଜୁଳି ପତ୍ର ନିଅନ୍ତୁ ତାହାକୁ ବାଟି ଦିଅନ୍ତୁ ଏବଂ ସେଥିରେ ଅଧା ଚାମଚ ଖଟା ଦହି ମିଶାନ୍ତୁ ଏହା ପରେ ଅଧା ଚାମଚ ନିମ୍ବ ପତ୍ର ଗୁଣ୍ଡ ଏବଂ ଗୋଟେ ଚାମଚ ସୋରିଷ ତେଲ ମିଶାନ୍ତୁ । ଏହି ମିଶ୍ରଣ କୁ ସପ୍ତାହରେ 2 ଥର ଲଗାନ୍ତୁ ଏବଂ ୧୫ ମିନିଟ ପରେ ଚୁଟି ଧୋଇନିଅନ୍ତୁ । ଦେଖିବେ ଆପଣଙ୍କ କେଶ ଝଡିବା ସମସ୍ୟା ଦୂର ହୋଇଯିବ ।

ପୁରୁଷଙ୍କ ଠାରେ ବୀର୍ଯ୍ୟର ଅଭାବ ରହିଥିଲେ ଆପଣ ଗୋଟିଏ କଅଁଳିଆ ପିଜୁଳି ପତ୍ର ଅଶ୍ଵଗନ୍ଧା ଗୁଣ୍ଡ ଓ ଖଜୁରୀ ସହ ସେବନ କରନ୍ତୁ ଏହା ଦ୍ଵାରା ଆପଣଙ୍କ ଏହି ସମସ୍ୟା ଦୂର ହେବ । ପୁଜୁଳି ପତ୍ରର ସେବନ କରିବା ଦ୍ଵାରା  ଶରୀରରେ ରକ୍ତର ଅଭାବ ରହିଥାଏ ତେବେ ପିଜୁଳି ପତ୍ରର ସେବନ ଦ୍ଵାରା ରକ୍ତ ଅଭାବ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ମୋଟାପଣ ଦୂର କରିବା ପାଇଁ ପିଜୁଳି ପତ୍ର ଅତ୍ୟନ୍ତ ଚମତ୍କାରୀ ହୋଇଥାଏ । ମୋଟାପଣ କମ କରିବାକୁ ଚାହୁଁଥିଲେ ସକାଳୁ ଗୋଟିଏ ପିଜୁଳି ପତ୍ର ଏବଂ ଗୋଟିଏ ଅଶ୍ଵଗନ୍ଧା ପତ୍ର ଚୋବାଇ ଖାଆନ୍ତୁ ଓ ଏହାପରେ ଉଷୁମ ପାଣିରେ ଅଳ୍ପ ମହୁ ପକାଇ ସେବନ କରନ୍ତୁ । ଏହାକୁ ମଧ୍ୟ ସପ୍ତାହରେ କେବଳ ୫ ଦିନ ପ୍ରୟୋଗ କରନ୍ତୁ । ଏହାସହ ଆପଣ ଶାରୀରିକ ପରିଶ୍ରମ ତଥା ବ୍ୟାୟମ, ଯୋଗ ପ୍ରାଣାୟମ ଆଦି କରିବା ସହ ଖାଦ୍ୟପେୟ ପ୍ରତି ମଧ୍ୟ ସଚେତନ ହୁଅନ୍ତୁ । ଦେଖିବେ ଗୋଟିଏ ମାସ ମଧ୍ୟରେ ୧୦ ରୁ ୧୨ କେଜି ଓଜନ ହ୍ରାସ ହୋଇଯିବ । ତେବେ ବନ୍ଧୁଗଣ ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *