ଯେଉଁ ଘରର ସ୍ତ୍ରୀ ମାନେ ଏହି ସମୟରେ ମୁଣ୍ଡରେ ଓଢଣା ପକାନ୍ତି ନାହିଁ- ସେମାନେ ଏହାକୁ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆପଣମାନେ ଜାଣିଥିବେ କି ଘରର ମହିଳା ମାନଙ୍କୁ ସମସ୍ତେ ସମ୍ମାନ ଦେବା ଆବଶ୍ୟକ ଏବଂ ଘରର ମହିଳା ମାନଙ୍କୁ ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ଜଣେ ମହିଳା ହିଁ କେବଳ ଘରକୁ ସ୍ୱର୍ଗ ଏବଂ ନ-ର୍କ କରି ପାରିଥାଏ। ଏହା ଛଡା ଜଣେ ମହିଳା ଯଦି ସଂସ୍କାରି ହୋଇ ଥିବେ ଘରର ସମସ୍ତ ସଦସ୍ୟ ମଧ୍ୟ ସେହି ଭଳି ହୋଇ ଥାଆନ୍ତି ଏବଂ ପରବର୍ତ୍ତୀ ପିଢ଼ି ମଧ୍ୟ ଏହି ସଂସ୍କାର କୁ ଗ୍ରହଣ କରିଥାଏ।ତେବେ ଆମ ଶା-ସ୍ତ୍ର ରେ ପୁରୁଷ ମାନଙ୍କ ପାଇଁ ବ୍ୟବହାର କରିବା ପାଇଁ କିଛି ନିୟମ ରହିଥାଏ ସେହି ଭଳି ମହିଳା ମାନଙ୍କ ପାଇଁ ମଧ୍ୟ କିଛି ଏହିଭଳି ନିୟମ ରହିଛି ଏବଂ କେଉଁ ସ୍ଥାନରେ କିପରି ବ୍ୟବହାର ଏବଂ କିପରି କାର୍ଯ୍ୟ କରିବା ଆବଶ୍ୟକ ତାହା ମଧ୍ୟ ବର୍ଣ୍ଣିତ ରହିଛି।

ଏହି ନୀତି ନିୟମ କୁ ମାନି କାର୍ଯ୍ୟ କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘରେ ବାସ କରିଥାନ୍ତି। ତେବେ ଆସନ୍ତୁ ଜାଣିନେବା ଶାସ୍ତ୍ର ରେ ଥିବା କିଛି ନିୟମ ମାନଙ୍କ ବିଷୟରେ।

ପ୍ରଥମ ରେ ହେଉଛି ଘରର ମହିଳା ମାନେ ପ୍ରତିଦିନ ସକାଳେ ଘର ର ମୁଖ୍ୟ ଦ୍ୱାର କୁ ସଫା କରି ସେଠାରେ ରଙ୍ଗୋଲି ପକାଇବା ଉଚିତ ଏବଂ ସ୍ୱସ୍ତିକ ଚିହ୍ନ କରିବା ଉଚିତ ଏବଂ ପରିବେଶ କୁ ଶୁଦ୍ଧ କରିବା ଆବଶ୍ୟକ ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଆପଣଙ୍କ ଘରେ ବାସ କରନ୍ତି।

ଦ୍ଵିତୀୟ ରେ ହେଉଛି ଘରେ ନିଜ ଗୁରୁଜନ ମାନଂକୁ ସର୍ଵଦା ସମ୍ମାନ ଦେବା ଉଚିତ ଏବଂ ଘରେ କ-ଳି ଝ-ଗ-ଡା କରିବା ଉଚିତ ନୁହେଁ ଏହା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଥାଆନ୍ତି। ତେଣୁ ସର୍ଵଦା ନିଜ ଘରେ କ-ଳି ଝ-ଗ-ଡା କରିବା ଉଚିତ ନୁହେଁ ସର୍ଵଦା ମିଳି ମିଶି ଏବଂ ଖୁସି ରେ ରହିବା ଉଚିତ।

ତୃତୀୟ ରେ ହେଉଛି ଘରର ମହିଳା ମାନେ କେବେବି ଚୌକି,ସୋଫା,କିମ୍ବା ଖଟ ଉପରେ ବସି ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ଘରେ ଦୁ-ର୍ଭା-ଗ୍ୟ ଆସିଥାଏ। ସେଥିପାଇଁ ସର୍ଵଦା ତଳେ ଆସନ ଉପରେ ବସି ହିଁ ଖାଇବା ଉଚିତ।

ଚତୁର୍ଥ ରେ ହେଉଛି ମୁଣ୍ଡରେ ଓଢଣା ଦେବା। ତେବେ ସର୍ଵଦା ମୁଣ୍ଡରେ ଓଢଣା ଦେବା ଆବଶ୍ୟକ ନାହିଁ କିନ୍ତୁ କିଛି ଟା ସ୍ଥାନ ରହିଛି ଯେଉଁଠି ମୁଣ୍ଡରେ ଓଢଣା ଦେବା ଆବଶ୍ୟକ ଏବଂ ନିୟମ ରହିଛି। ଯେପରିକି ପୂଜା କଲା ସମୟରେ ମୁଣ୍ଡ ରେ ଓଢଣା ଦେଇ ପୂଜା କରିବା ଉଚିତ ଏହା ଦ୍ୱାରା ମୁଣ୍ଡ ରେ କୌଣସି ନ-କ-ରା-ତ୍ମ-କ ଚିନ୍ତା ଆସେ ନାହିଁ। ଏହାଛଡା ଆପଣ କୌଣସି ଗୁରୁଜନ ମାନଙ୍କୁ ପ୍ରଣାମ କରିବା ସମୟରେ ମୁଣ୍ଡରେ ଓଢଣା ଦେଇ କରିବା ଉଚିତ ଏହା ଛଡ଼ା ଖାଇବା କିମ୍ବା ଭୋଗ ଦେବା ସମୟରେ ମଧ୍ୟ ଓଢଣା ଦେବା ଉଚିତ। ତେବେ ଏହି କିଛି ନିୟମ ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ।

ଆଶା କରୁଛୁ ଆପଣଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *