ନାଭିରେ ଲଗାନ୍ତୁ ଏହି ତେଲ, ଧଳା ବାଳ ହୋଇଯିବ କଳା, ଚେହେରାରେ ଆସିବ ଚମକ, 52 ବର୍ଷ ବୟସରେ ବି ଲାଗିବେ 22 ବର୍ଷର ଯବାନ ( Healthy Tips )

ବନ୍ଧୁଗଣ ଆମେ ସମସ୍ତେ ସୁସ୍ଥ ରହିବାକୁ ଚେଷ୍ଟା କରିଥାଉ । ପ୍ରତେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରୋଗ ଠାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଆପଣାଇ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ ବିଷୟରେ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂର ହେବ । ଆଜି ଆମେ କହିବୁ ଯେ ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ କଣ ସବୁ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ଯଦି ଆପଣ ନିଜର ନାଭିରେ ସୋରିଷ ତେଲରେ ପ୍ରୟୋଗ କରିବେ ତେବେ ଆପଣଙ୍କୁ ଥଣ୍ଡା, ଜ୍ଵର, କାଶ କମ ହୋଇଥାଏ । ଏହି ସବୁ ସମସ୍ୟା ଖୁବ ସହଜରେ ଦୂର ହୋଇଥାଏ । ଏବଂ ଆପଣ ମଧ୍ୟ ସୁସ୍ଥ ରହିଥାନ୍ତି । ଛୋଟ ଶିଶୁ ମାନଙ୍କ ପାଇଁ ଏହା ବହୁତ ଚମତ୍କାରି ଉପାୟ ହୋଇଥାଏ । ଥଣ୍ଡା ଜ୍ଵର  ଭଳି ସବୁ ସମସ୍ୟା ଦୂର ହୋଇଯିବ ।

ଯଦି ଆପଣ ନିଜର ନାଭିରେ ନଡ଼ିଆ ତେଲ ଲଗାଉଛନ୍ତି ତେବେ ଆପଣଙ୍କ ଚେହେରାରେ ଚମକ୍ ଆସିଥାଏ । ଆପଣଙ୍କ ତ୍ଵଚା ଜନିତ ସମସ୍ତ ସମସ୍ୟା ଧୀରେ ଧୀରେ ଦୂର ହୋଇଥାଏ । ଆପଣ ବହୁତ ଯବାନ ଦେଖା ଯାଇଥାନ୍ତି । ଏହା ଆପଣଙ୍କ ଓଠ କୁ ଲାଲ କରିଥାଏ । ଆଖି ତଳ କଳା ପଡ଼ିଥିଲେ ମଧ୍ୟ ଏହା ଦ୍ବାରା ଏହି ସମସ୍ୟା ଦୂର ହୋଇଯିବ । ନଡ଼ିଆ ତେଲ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଯଦି ଆପଣ ନିଜର ନାଭିରେ ବାଦାମ ତେଲ ବା ରୋଗନ ତେଲ ଲଗାଉଛନ୍ତି ତେବେ ଆପଣଙ୍କ ଆଖି ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହା ସହିତ ଯଦି ଆପଣଙ୍କୁ କେଶ ଝାଡ଼ିବା, ରୁପି ହେବା ଭଳି ସମସ୍ୟା ରହିଛି ତେବେ ତାହା ମଧ୍ୟ ଦୂର ହୋଇଥାଏ । ବନ୍ଧୁଗଣ ମନେ ରଖନ୍ତୁ ଏହି ତେଲ ସବୁ ସପ୍ତାହକୁ ତିନି ଥର ନିଜର ନାଭିରେ ଲଗାନ୍ତୁ ।

ଆପଣ ଗାଧୋଇବାର ୧ ଘଣ୍ଟା ପୂର୍ବରୁ ନିଜର ନାଭିରେ ଏହି ତେଲ ଲଗାନ୍ତୁ । ଦେଖିବେ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । ଏବଂ ଆପଣ ସବୁଦିନ ପାଇଁ ଯବାନ ଓ ସୁନ୍ଦର ମଧ୍ୟ ଦେଖାଯିବେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *