5 ଦିନ ଏହାକୁ ବନେଇ ପିଇ ନିଅନ୍ତୁ, ଆଣ୍ଠୁ ଗଣ୍ଠି ବିନ୍ଧା (Joint Pain), ମୋଟାପଣ, ଡାଇବେଟିସ, Cholestrole, ପଥରୀ କେବେବି ହେବ ନାହିଁ ( Healthy Tips )

ବନ୍ଧୁଗଣ ଜୀବନରେ କେବେ ବି ହେବନି ଆଁଠୁ ଗଣ୍ଠି ବିନ୍ଧା, ପଥରି, ଅଣ୍ଟା ବିନ୍ଧା, ମୋଟାପଣ ସବୁଦିନ ପାଇଁ ହେବ ଦୂର । ଆଜି ଆମେ ଆପଣଙ୍କୁ ଏମିତି ଔଷଧୀୟ ପତ୍ର ବିଷୟରେ କହିବାକୁ ଯାଉଛୁ ଯାହାର ଆୟୁର୍ବେଦିକ ରେ ବରଦାନ କୁହାଯାଏ । କାରଣ ଶରୀର ସହ ଜଡିତ ୩୦ରୁ ଅଧିକ ରୋଗ ଏହି ପତ୍ର ଦ୍ଵାରା ଠିକ ହୋଇଥାଏ । ଘରେ ଅନେକ ପ୍ରକାରର ବ୍ୟଞ୍ଜନରେ ଏହି ପତ୍ର ବ୍ୟବହାର କରାଯାଏ ।

ଆପଣ ମାନେ ମଧ୍ୟ ଏହି ପତ୍ର ବିଷୟରେ ନିଶ୍ଚୟ ଜାଣିଥିବେ । ତେବେ ଏହି ପତ୍ରଟି ହେଉଛି ତେଜପତ୍ର । ଆଜି ଆମେ ଆପଣଙ୍କୁ ତେଜପତ୍ର ର ଫାଇଦା ବିଷୟରେ କହିବାକୁ ଯାଉଛୁ । ଏହି ରେମେଡି ତିଆରି କରିବା ଏପାଇଁ ମିଡିୟମ ସାଇଜ ୩ରୁ ୪ଟି ତେଜପତ୍ର ନିଅନ୍ତୁ । ପ୍ରଥମେ ଆପଣ ଏକ ପ୍ୟାନରେ ଏକ ଗ୍ଳାସ ପାଣି ନେଇ ତେଜପତ୍ରକୁ ଛିଡାଇ ପକାନ୍ତୁ । ଏହା ପରେ ୩୦ ମିନିଟ ଯାଏଁ ଏହାକୁ ଭଲ ଭାବେ ଫୁଟାନ୍ତୁ ।

ଶରୀରରେ କେଉଁଠି ବି କଷ୍ଟ ହେଉ, ଫୁଲା ହେଉ ତେବେ ତେଜପତ୍ରକୁ ମିଳିଥିବା ଆଣ୍ଟି ଇମଫ୍ଲାମେଟରୀ ଗୁଣ କଷ୍ଟ ନିବାରକ ଭଳି କାମ କରିଥାଏ । ନିଦ ଆସିବା ପାଇଁ ତେଜପତ୍ର ପାଣି ବହୁତ ଲାଭଦାୟକ ଅଟେ । ପାଣି ଗରମ ହେବା ପରେ ଏକ ଚାମଚ ପାନମଧୁରୀ ମିଶାନ୍ତୁ ଯାହା ହଜମ କ୍ରିୟା କରିବାରେ ସାହାଜ୍ଯ କରିଥାଏ । ବିଭିନ୍ନ ପ୍ରକାରର ରୋଗ ଆମ ପେଟରୁ ଆରମ୍ଭ ହୋଇଥାଏ ।

ପାନମଧୁରୀ ଡାଇଜେସନ ଠିକ କରିବା ସହ ଗ୍ଯାସ ଭଳି ସମସ୍ୟାକୁ ଠିକ କରିବାକୁ ଲାଭଦାୟକ ଅଟେ । ଆପଣ ଏହି ପାଣିକୁ ଅଧା ହେବା ଯାଏଁ ଭଲ ଭାବେ ଫୁଟାନ୍ତୁ । ପାଣି ଥଣ୍ଡା ହେବା ପରେ ଆପଣ ଏହି ପାଣି କୁ ଅନ୍ୟ ଏକ ପାତ୍ରରେ ଛାଣି ନିଅନ୍ତୁ । ଏହାକୁ ଆପଣ ହରବଲ ଟି ମଧ୍ୟ କୁହାଯାଏ । ଆପଣ ଏହାକୁ ଚା ପିଇବା ସମୟରେ ସେବନ କରନ୍ତୁ । ତା ପରେ ଦେଖିବେ ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା ଦୂର ହେବ ।

ଯଦି ଆପଣଙ୍କର ଡାଇବେଟିସ ଅଛି, କୋଲେଷ୍ଟ୍ରୋଲ ଅଧିକ ବଢି ଯାଉଛି ସେମାନେ ଏହାର ସେବନ କରିଲେ ବହୁତ ଆରାମ ମିଳିବ । ଯେଉଁ ମାନଙ୍କର ପଥରୀ ବା କିଡନି ଷ୍ଟୋନ ଭଳି ସମସ୍ଯା ଅଛି ତେବେ ଏହାର ସେବନ କରିଲେ ପଥରି ପରିସ୍ରା ବାଟେ ବାହାରିଯିବ । ପେଟର ଚର୍ବି କମ ହେବ ଓ ମୋଟାପଣ ଶେଷ ହେବ । ଏହି ପାଣି କୁ ସେମାନେ ସେବନ କରି ପାରିବେ ଯେଉଁ ମାନଙ୍କର ଭୁଲିବାର ରୋଗ ଅଛି ।

କାରଣ ଏହି ଡ୍ରିଙ୍କ ଆପଣଙ୍କ ମସ୍ତିସ୍କ କୁ ବହୁତ କ୍ଷିପ୍ର କରିବ । ଦିନକୁ ଆପଣ ଥରେ ଚାହା ଭଳି ସେବନ କରିବାକୁ ହେବ । ମାତ୍ର ସପ୍ତାହ ମଧ୍ୟରେ ଆପଣ ଏହାର ଏମିତି ରେଜଲ୍ଟ ଦେଖିବାକୁ ପାଇବେ ଆପଣ ନିଶ୍ଚୟ ଫାଇଦା ପାଇ ପାରିବେ ।  ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *