ମାତ୍ର 2 ଦିନରେ କମିବ ବଡ ପେଟ, ପତଳା ହେଇଯିବ ଶରୀର ( Healthy Tips )

ବନ୍ଧୁଗଣ ଆପଣ ଜାଣିଥିବେ ଯେ ମୋଟାପଣ ବା ଚର୍ବି ସମସ୍ତଙ୍କର ମୁଣ୍ଡ ବିନ୍ଧା ର କାରଣ ହୋଇସାରିଛି । ଆଜି କାଲି ସମସ୍ତଙ୍କ ପେଟ ବାହାରକୁ ଝୁଲି ରହିଛି । ଏହି ପେଟରେ ଚର୍ବି ହେବା କାରଣରୁ ପେଟ ବାହାରକୁ ବାହାରି ଆସିଥାଏ । ଏବଂ ଏହା ଫଳରେ ସୋନ୍ଦର୍ଯ୍ୟ ନଷ୍ଟ ହେବା ସହିତ ଏହା ଶରୀରରେ ଅନେକ ରୋଗକୁ ସୃଷ୍ଟି କରିଥାଏ । ତେଣୁ ଏହାକୁ ନିଜ ଶରୀରରୁ ବାହାର କରିବା ବହୁତ ଜରୁରୀ ଅଟେ ।

ଏମିତିରେ ଅଧିକାଂଶ ଲୋକ ନିଜ ମୋଟାପଣକୁ କମ କରିବା ପାଇଁ ବିଭିନ୍ନ ପ୍ରକାରର ଏକ୍ସରସାଇଜ ବା ବ୍ୟାୟାମ କରନ୍ତି । କିନ୍ତୁ ତଥାପି ବି ମଧ୍ୟ ତାଙ୍କର ପେଟ କମିନଥାଏ । ତେବେ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଆମର ଶରୀରରେ ଯେଉଁ ଚର୍ବି ଜମା ହୋଇଯାଇଥାଏ ତାହା ଆମେ କେମିତି କମ କରିପାରିବା । ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଚର୍ବି ଆପଣଙ୍କ ଶରୀରରୁ ଝାଳ ମାଧ୍ୟମରେ କମ ହୋଇଥାଏ ।

କିନ୍ତୁ ଯେତେ ଜୀମ ଗଲେ, ଯେତେ ଏକ୍ସରସାଇଜ କଲେ ବି ମଧ୍ୟ ଦେହରୁ ଝାଳ ବାହାରିଲେ ମଧ୍ୟ ପେଟର ଚର୍ବି ବା ଦେହର ଚର୍ବି କମ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ କହିବୁ ଯାହା ଦ୍ଵାରା ଆପଣ ଏହି ମୋଟାପଣ କୁ କମ କରିପାରିବେ । ତେବେ ଚାଲନ୍ତୁ ଜାଣିବା । ବନ୍ଧୁଗଣ ଆପଣ ଦେହରେ ଲଗାଉଥିବା ନଡ଼ିଆ ତେଲ ଆପଣଙ୍କ ଚର୍ବି କୁ କମ କରିଦେଇଥାଏ ।

ଗୋଟେ ପାତ୍ରରେ ଏକ ଚାମଚ ନଡ଼ିଆ ତେଲ ନିଅନ୍ତୁ । ସେଥିରେ ଅଧା ଚାମଚ ଭିକ୍ସ ଭେପୋରବ ମିଶାନ୍ତୁ । ଏହାପରେ ଦୁଇ ରୁ ତିନିଟି କର୍ପୁର ନେଇ ସେଥିରେ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହାକୁ ଗୋଟେ ପେଷ୍ଟ ଭଳି ପ୍ରସ୍ତୁତ କରିଦିଅନ୍ତୁ । ଏଥିରେ ମିଶାଯାଇଥିବା ଭିକ୍ସ ଭେପୋରବ ଆପଣଙ୍କ ପେଟର ମୋଟାପଣ କୁ ବହୁତ ମାତ୍ରାରେ କମ କରିଥାଏ । ଏହାପରେ ସେହି ପ୍ରସ୍ତୁତ କରିଥିବା ପେଷ୍ଟ କୁ ନିଜ ହାତ ମାଧ୍ୟମରେ ଚର୍ବି ଥିବା ଜାଗାରେ ଲଗାନ୍ତୁ ।

ଯଦି ଆପଣ ନିଜର ପେଟର ଚର୍ବି କୁ କମ କରିବାକୁ ଚାହୁଁଛନ୍ତି ତେବେ ସମ୍ପୂର୍ଣ ପେଟରେ ଲଗାନ୍ତୁ । ଆଊ ଯଦି ନିଜ ଗୋଡର ଚର୍ବି କୁ କମ କରିବାକୁ ଚାହୁଁଛନ୍ତି ତେବେ ଏହାକୁ ଜଙ୍ଘରେ ଭଲ ଭାବରେ ଲଗାଇ ଦିଅନ୍ତୁ । ଏହି ପରି କଲା ପରେ ଆପଣ ନିଜେ ମଧ୍ୟ ଅନୁଭବ କରିବେ କି ଆପଣଙ୍କ ଚର୍ବି ବହୁତ ଜଲ୍ଦୀ କମ ହେବାରେ ଲାଗିଛି । ଏହି ପେଷ୍ଟ କୁ ଚର୍ବି ଜାଗାରେ ଲଗାଇ ଛାଡ଼ି ଦିଅନ୍ତୁ । କୌଣସି ପ୍ରକାରର ଘଷିବା ବା ମସାଜ କରିବା ଅସବ୍ୟକ ନାହିଁ ।

ଏହି ଉପଚାର ଟି ପୁରୁଷ ମହିଳା ସମସ୍ତେ କରିପାରିବେ । ଏହାକୁ ଶରୀରରେ ଲଗାଇବା ପରେ ଶରୀରରେ ହିଟ ଉତ୍ପନ ହୁଏ । ଏବଂ ସେହି ସ୍ଥାନରେ ଥିବା ଚର୍ବି ସବୁ ମହମ ପରି କରଳିବାକୁ ଲାଗିଥାଏ । ଦେଖିବେ ଆପଣଙ୍କ ଚର୍ବି ସମ୍ପୁର୍ଣ୍ଣ ଭାବରେ ଗାୟବ ହୋଇଯିବ । ଏହାକୁ ଲଗାଇବାର ଦୁଇ ଘଣ୍ଟା ପରେ ଏହାକୁ ପାଣିରେ ଧୋଇଦିଅନ୍ତୁ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *