ବାହାରିଥିବା ପେଟ, ମୋଟପା, Belly Fat, ଅଣ୍ଟା ଓ ଜଙ୍ଘ ର ଚର୍ବି ସବୁ ମହମ ପରି ତରଳିଯିବ, ମାତ୍ର କରନ୍ତୁ ଏହି ଉପାୟ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏକ ବହୁତ ଚମତ୍କାରୀ ଘରୋଇ ଉପାୟ ବିଷୟରେ କହିବାକୁ ଯାଉଛୁ । ଏହି ଉପାୟ ଆପଣଙ୍କ ଓଜନ କମ କରିବାରେ ସାହାଜ୍ୟ କରିଥାଏ । ଆଜିକାଲି ମୋଟାପଣ ଏକ ବଡ ସମସ୍ୟା । ମୋଟାପଣ ପାଇଁ ପ୍ରାୟତଃ ସମସତେ ଚିନ୍ତିତ ରହୁଛନ୍ତି । ଡକ୍ଟର ଙ୍କ କହିବ ଅନୁସାରେ ମୋଟାପଣ ଦ୍ଵାରା ଶରୀରରେ ବିଭିନ ରୋଗ ମଧ୍ୟ ହୋଇଥାଏ ।

ବହୁତ ଲୋକ ମୋଟାପଣ ଦୂର କରିବା ପାଇଁ ବିଭିନ୍ନ ପ୍ରକାରର ଔଷଧ ର ସେବନ ମଧ୍ୟ କରୁଛନ୍ତି । ବହୁତ ଲୋକ ଜିମ ଯାଇ ବହୁତ ଝାଳ ବୁହାଇଥାନ୍ତି । କିନ୍ତୁ ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଜିମ ଯିବାପାଇଁ ସମୟ ବାହାର କରିପାରନ୍ତି ନାହି । ତେବେ ବନ୍ଧୁଗଣ ଯଦି ଆପଣ ଏହି ଘରୋଇ ଉପାୟ କୁ ମାତ୍ର ୧୫ ଦିନ ପ୍ରୟୋଗ କରିବେ ତେବେ ଦେଖିବେ ଆପଣଙ୍କ ମୋଟାପଣ ଓ ଚର୍ବି ମହମ ପରି ତରଲି ଯିବ ।

ଏହି ଉପାୟ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ଯେଉଁ ସାମଗ୍ରୀର ଆବଶ୍ୟକ ପଡିଥାଏ ତାହା ଆପଣଙ୍କୁ ଖୁବ ସହଜରେ ଘରୁ ମିଳିଯିବ । ସେହି ସାମଗ୍ରୀ ଟି ହେଉଛି ପିପଳି । ଅପଣ ପ୍ରଥମେ ୧୦ ଗ୍ରାମର ପିପଳି ଗୋଟିଏ ପତ୍ରରେ ନିଅନ୍ତୁ । ଏବଂ ଏହାର ଚୁର୍ଣ ପ୍ରସ୍ତୁତ କରିଦିଅନ୍ତୁ ।

ଏହି ଚୁର୍ଣ କୁ ଆପଣ ଗୋଟେ ଚାମଚ ମହୁ ସାଙ୍ଗରେ ସେବନ କରନ୍ତୁ । କିନ୍ତୁ ଯଦି ଆପଣଙ୍କୁ ମଧୁମେୟ ଭଳି ରୋଗ ରହିଛି ତେବେ ଆପଣ ଏଥିରେ ମେଥି ଚୁର୍ଣରୁ ଅଧ ଚାମଚ ଏବଂ ପିପଳି ଚୁର୍ଣରୁ ଅଧ ଚାମଚ ସେବନ କରନ୍ତୁ । ଆପଣ ସକାଳୁ ଉଠିବ ପରେ ବସି ମୁହଁରେ ଗୋଟେ ଗ୍ଳାସ ଉଷୁମ ପାଣି ପିଅନ୍ତୁ ।

ଏହାପରେ ଅଧ ଘଣ୍ଟା ପରେ ପ୍ରସ୍ତୁତ କରିଥିବା ଘରୋଇ ଔଷଧ ର ସେବନ କରନ୍ତୁ । ଏହାର ସେବନ କରିବାର ୧ ଘଣ୍ଟା ପର୍ଯ୍ୟନ୍ତ କୌନଶୀ ଖାଦ୍ଯର ସେବନ କରନ୍ତୁ ନାହି । ଦେଖିବେ ଆପଣଙ୍କ ମୋଟାପଣ ଖୁବ କମ ସମୟରେ କମି ଯିବ । ଏବଂ ଆପଣ ବହୁତ ସୁସ୍ଥ ଅନୁଭବ କରିବେ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *