ଅତ୍ୟଧିକ ରାଗ ଲାଗୁଥିଲେ କେମିତି କରିବେ କଣ୍ଟ୍ରୋଲ ? ଜାଣନ୍ତୁ 5 ଟି ଉପାୟ ! Dr Satyakam Mohapatra

ରାଗ ଆମକୁ ଅନେକ ପ୍ରକାର କ୍ଷତି କରାଇ ଦେଇ ଥାଏ ଆଜି ଆମେ ଆପଣଙ୍କୁ କହିବା କି ଆପଣ କେଉଁ ଭଳି ଭାବେ ଆମେ ରାଗକୁ ନିୟନ୍ତ୍ରଣ କରି ପାରିବା । ଆପଣଙ୍କ ଆଗରେ ଯଦି କିଛି ପରିସ୍ଥିତି ଆସିଥାଏ । ଯାହା ଦ୍ଵାରା ଆମେ ରାଗି ଯାଇ ଥାଉ ମାତ୍ର ଆପଣ ଯଦି ଖୁବ ରାଗି ତେବେ ଆପଣ କିଛି ସମୟ ପରେ ଉତ୍ତର ଦେବା ଭଲ ହୋଇ ଥାଏ । ଆପଣ ଯଦି କିଛି ସମୟ ପରେ ଦେବା ଉତାର ତେବେ ଆମେ ଭାବି ଚିନ୍ତି ଉତର ଦେଇ ଥାଉ ତେବେ ଏହା ଆମର କଥାର ମାନେ କୁ ବହୁତ ବଢି ଯାଇ ଥାଏ  ।

ଆମେ ଯଦି ସାଙ୍ଗେ ସାଙ୍ଗେ ଉତ୍ତର ଦେଇ ଦେବା ଏହା ଏମୋସନାଲ ଉତାର ଦେଇ ଥାଏ । କିନ୍ତୁ ଯଦି ଆମେ ଦେଖିବା ତ ଆମେ ଯଦି କିଛି ସମୟ ଉତ୍ତର ଦେବା ଅତେବେ ଏହା ହେବ ରାସନାଲ ଉତ୍ତର ହେବ ଆମେ ଭାବି ଚିନ୍ତି କଥାକୁ କହିବା ଉଚ୍ଚିତ ଅଟେ । ଆପଣ ନିଜର ଏମୋଶନ କୁ ନିୟନ୍ତ୍ରଣ କରିବେ । ଆପଣ ଯଦି ଜାଣି ଛନ୍ତି ମୁ ଆଇ ଯାହା ସହ କଥା ହେବି ସେତେବେଳେ ମତେ ରାଗ ଲାଗିବ ତେବେ ଆପାନ ଦେଖି ଚାହିଁ ଉତାର ଦେବେ  । ଆପଣ ଗୋଟେ କଥାକୁ କିଭଳି ଭାବେ ଉପସ୍ଥାପନା କରିବେ ତେବେ ଆପଣ ନିଜ କଥାକୁ ଏକ ଫ୍ରେମ ରେ କରି କହିବା ଭଲ ହୋଇ ଥାଏ ।

ଆପଣ ଯଦି କହକୁହନ୍ତି  କି ମତେ ଏହି ଭଳି କହିବା ପାଇଁ ଯିବା ତ କଥା ର ନଥା ବାହାରିଯିବ । ଆପଣ ଏହି ଭଳି କହି ପାରିବେ କି ଆପଣ ମତେ ଏହି ବଳି କଣ ପାଇଁ କହିଲେ । ଯାହା ଫଳରେ ପରିସ୍ଥିତି ଏକ ନିୟନ୍ତ୍ରଣ ରେ ରହିବ । ଯେତେବେଳେ ଆପଣ ଭାବୁ ଛନ୍ତି ମତେ ରାଗ ଲାଗୁଛି । ତେବେ ଆପଣ ନ ରାଗିକି ନିସବାଶ କୁ ନିୟନ୍ତ୍ରଣ କରିବା । ବହୁତ ଜାଗାରେ ଆପଣ ରାଗି ଯାଉଛନ୍ତି ଆପଣ ସେହି ଜାଗାରୁ କିଛି ସମୟ ପାଇଁ ସେହି ଜାଗାରୁ ବାହାରି ଯାଅନ୍ତୁ ।

ଆପଣ କିଛି ସମୟ ପରେ ଦେଖିବେ କି ଆପଣଙ୍କ ରାଗ କମିଯିବ । ଆପଣ ଯଦି ଚାହିଁବେ ନିଜ କୁ କିଛି କାମରେ ନିଜ ବ୍ୟସ୍ତ କରି ରଖିବେ । ଆପଣ ରାଗ ଲାଗୁଥିବା ସମୟରେ ଆପଣ ପାଞ୍ଚଟି ଜିନିଷ କୁ ଆପଣ ଚିନ୍ତା କରୀବା ଆରମ୍ଭ କରନ୍ତୁ । ଆପଣ ଯାହାକୁ ଛୁଇଁ ପାରିବେ  ତାକୁ ଆପଣ ଚିନ୍ତା କରନ୍ତୁ ।

ଆପଣ ସବୁ ବେଳେ ଏକ କଥା ଚିନ୍ତା   କରନ୍ତୁ କି ଆପଣ ସବୁ କଥାକୁ ବୁଝି ପାରିବେ ଆପଣ ସବୁ ବେଳେ ନିଜ କୁ ଏକା ରଖି ଧ୍ୟାନ କରିବା ମଧ୍ୟ ଭଲ ହୋଇଥାଏ ।  ନିଜକୁ ନିୟନ୍ତ୍ରଣରେ ରାଖୀ ପାରୁଥିବା ଲୋକମାନେ ଜୀବନରେ ସବୁ ବେଳେ ଆଗରେ ରହି ଥାନ୍ତି। ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *