ରକ୍ତ ବନେଇବାର ମେସିନ ଅଟେ ଏହି ଜୁସ, କେବଳ ୧ ଗ୍ଲାସ ପିଅନ୍ତୁ, ରକ୍ତ ଦାନ କରିବାକୁ ପଡିବ ( Healthy Tips )

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ରେମେଡି ବିଷୟରେ କହିବାକୁ ଯାଉଛ ଯାହା ଆମ ଶରୀରରେ ରକ୍ତ ବନାଇବାର ଜୁସ ଅଟେ । ଏହାର ସେବନ କରିବା ଦ୍ଵାରା ଦୁର୍ବଳତା ଦୂର ହେବ । ଶରୀରରେ ଇମ୍ୟୁନିଟି ପାୱାର କମ ଅଛି ତାହା ମଧ୍ୟ ଷ୍ଟ୍ରାଙ୍ଗ ହେବ । ସ୍କିନରେ ଗ୍ଲୋ, କେଶ ଘନ ଓ ଲମ୍ବା ହେବ । କ୍ୟାନ୍ସର ଭଳି ରୋଗରୁ ବଞ୍ଚି ରହିବେ । କୋଲେଷ୍ଟ୍ରୋଲ କମ ହେବ ।

ଡାଇବେଟିସ ରୋଗୀଙ୍କ ପାଇଁ ଏହା ଚମତ୍କାରୀ ଅଟେ । ତେବେ ଆସନ୍ତୁ ଜାଣିବା ଏହି ରେମେଡି କୁ କେମିତି ବନାଇବା ଏବଂ ଏହାର ସେବନ କେମିତି କରିବା । ଏହି ରେମଡି ତିଆରି କରିବା ପାଇଁ ଆବଶ୍ୟକ 500 ଗ୍ରାମ ଗାଜର । ଗାଜର ରୁ ପ୍ରଥମେ ଚୋପା କାଢି ଦିଅନ୍ତୁ । ଗାଜର କୋଲେଷ୍ଟ୍ରୋଲ ଲେବଲ କମ କରିବା, ଡାଇବେଟିସ କଣ୍ଟ୍ରୋଲ କରିବା, ଆଖିର ତେଜ ବଢାଇବା, ସ୍କିନରେ ଗ୍ଲୋ ଆଣିବା ଭଳି କାମ କରିଥାଏ ।

ଗାଜରକୁ ଭଲରେ ଧୋଇ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ । ଏହା ଇମ୍ୟୁନିଟି କୁ ମଧ୍ୟ ଷ୍ଟ୍ରଙ୍ଗ କରିଥାଏ । ଦ୍ଵିତୀୟ ସାମଗ୍ରୀ ହେଉଛି ଗୋଟେ ବିଟ । ବିଟରୁ ଚୋପା କାଢି ଦିଅନ୍ତୁ । ରକ୍ତ ବନାଇବାରେ ବିଟ ଲାଭଦାୟକ ହୋଇଥାଏ । ବିଟକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ଆମଲା । ଏଥିରେ ଭିଟାମିନ-ସି ବହୁ ମାତ୍ରାରେ ମିଳିଥାଏ । ଏହା ଇମ୍ୟୁନିଟି ସିଷ୍ଟମ ଷ୍ଟ୍ରାଙ୍ଗ ହୋଇଥାଏ ।

ସ୍କିନ, କେଶ, ଆଖି ପାଇଁ ଆମଲା ଚମତ୍କାରୀ ଫଳ ହୋଇଥାଏ । ଆମଲା କୁ ଛୋଟ ଛୋଟ ଖଣ୍ଡ କରନ୍ତୁ । ଚତୁର୍ଥ ସାମଗ୍ରୀ ହେଉଛି ଏକ ଇଞ୍ଚ ଲମ୍ବର ଅଦା । ଅଦାର ଚୋପା କାଢି କାଟି ଦିଅନ୍ତୁ । ଅଦା ଆମ ଶରୀରକୁ ଗରମ ପ୍ରଦାନ କରିଥାଏ । ପଞ୍ଚମ ସାମଗ୍ରୀ ହେଉଛି ବିଲାତି । ବିଲାତିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଷ୍ଟୋନ ସମସ୍ଯା ଥିଲେ ବିଲାତିର ବ୍ୟବହାର କରନ୍ତୁ ନାହି ।

ଏବେ ଆପଣ ସବୁ ସମଗ୍ରୀ କୁ ଭଲ ଭାବେ ମିକ୍ସ କରି ଏହାର ଜୁସ ତିଆରି କରନ୍ତୁ । ଏହାର ଫାଇଦା ଆପଣଙ୍କୁ ଗରମ ଦିନରେ ମିଳିବ ଯଦି ଆପଣ ଶୀତ ଦିନରେ ଏହାର ସେବନ କରିବେ । ଜୁସ ହେବା ପରେ ଏକ ପାତ୍ରରେ ସୂତା କପଡା ରଖି ସେହି ପେସ୍ତା କୁ ନେଇ ଜୁସ ବାହାର କରନ୍ତୁ । ଏହି ଜୁସ ଶରୀରରେ ରକ୍ତ ବନାଇଥାଏ । ଏହା ଆପଣଙ୍କ ଶରୀରରେ ଥିବା ଖରାପ ରକ୍ତ ସଫା କରିଥାଏ ଓ ନୂଆ ରକ୍ତ ବନାଇଥାଏ ।

ଯେହେତୁ ଆପଣ ଘରେ ବନାଇ ହେଉଛନ୍ତି ତେଣୁ ହାଇଜେନ ପ୍ରତି ଧ୍ୟାନ ଦିଅନ୍ତୁ । ଏହି ଜୁସରେ ଅଧା ଚାମଚ କଳା ଲୁଣ ମିଶାନ୍ତୁ । ଯାହା ପାଚନ କ୍ରିୟା ପାଇଁ ବହୁତ ଭଲ ହୋଇଥାଏ । ଏହି ଜୁସ ୱେଟଲସ, ଆଖିର ଆଲୋକ ବଢାଇବା ପାଇଁ ଲାଭଦାୟକ ହୋଇଥାଏ । ପ୍ରତିଦିନ ସକାଳୁ ଏହାର ଏକ ଗ୍ଳାସ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *