Vastu Tips- ଶନିବାର ରାତିରେ ଚୁପଚାପ ଏହି ଠାରେ ରଖନ୍ତୁ 1 ଲବଙ୍ଗ, ତାପରେ ଦେଖନ୍ତୁ ଚମତ୍କାର

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ଜୀବନରେ କିଛି ନ କିଛି ସମସ୍ୟା ନିଶ୍ଚିନ୍ତ ଭାବରେ ରହିଥାଏ । କାହାକୁ ଧନ ସମ୍ବନ୍ଧିତ ସମସ୍ୟା ରହିଥାଏ ତ କାହାକୁ ପରିବାରକୁ ନେଇ ସମସ୍ୟା ରହିଥାଏ । ସବୁ ଲୋକଙ୍କର ଭିନ୍ନ ଭିନ୍ନ ସମସ୍ୟା ରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସବୁ ସମସ୍ୟାରୁ ବାହାରିବା ପାଇଁ କିଛି ଖାସ ଉପାୟ ମାନ ରହିଛି । ଯାହାର ପ୍ରୟୋଗ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସମସ୍ତ ପ୍ରକାର ଦୁଃଖ ଓ ସମସ୍ୟା ଦୂର ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ବନ୍ଧୁଗଣ ଯଦି ଆପଣଙ୍କ ପରିବାରରେ ସବୁବେଳେ କଳହ ଲାଗିରହୁଚି ତେବେ ଶନିବାର ଦିନ ଓସ୍ତ ଗଛ ମୂଳରେ ପାଣି ଅର୍ପଣ କରନ୍ତୁ । ଏହାକୁ ପ୍ରତୀକ ଶନିବାର କରନ୍ତୁ ଏହା ଦ୍ୱାରା ପିତୃ ଦୋଷ ଶେଷ ହୋଇଥାଏ ଏବଂ ଆପଣଙ୍କ ପରିବାରରେ ହସ ଖୁସିର ମହୋଲ ବନି ରହିଥାଏ ।

ଶନିବାର ଦିନ ଘର ସଫା କଲା ବେଳେ ଫିଟିକରି ପକାଇ ଘର ସଫା କରନ୍ତୁ । ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ମା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି । ଏବଂ ଆପଣଙ୍କୁ ଧନ ଜନିତ ସମସ୍ୟା ସବୁ ଦୂର ହୋଇଥାଏ । ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ।

ଯଦି ଆପଣଙ୍କ ଘରେ ସବୁବେଳେ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି । ଯେତେ ଔଷଧ ଖାଇଲେ ମଧ୍ୟ ସ୍ୱାସ୍ଥ୍ୟ ଠିକ ହେଉନାହିଁ ତେବେ ପ୍ରତେକ ଶନିବାର ଦିନ ଓସ୍ତ ଗଛ ମୂଳରେ ରାଶି ତେଲର ଦିନ ଦାନ କରନ୍ତୁ । ଏହା ଦ୍ବାରା ଶନିଦେବ ଙ୍କ କୃପା ଲାଭ ହୋଇଥାଏ । ଏବଂ ଆପଣ ଶନି ଦୋଷରୁ ମୁକ୍ତି ପାଇଥାନ୍ତି ଯାହା ଫଳରେ ଆପଣଙ୍କ ସ୍ବାସ୍ଥ୍ୟ ଧୀରେ ଧୀରେ ଭଲ ହେବାକୁ ଲାଗିଥାଏ ।

ପ୍ରତେକ ଦିନ ସକାଳୁ ଉଠିବା ପରେ ନିଜର ହାତକୁ ଦେଖନ୍ତୁ କାରଣ ହାତରେ ଲକ୍ଷ୍ମୀ, ସରସ୍ଵତୀ, ବ୍ରହ୍ମା ଆଦି ବାସ କରିଥାନ୍ତି । ଏହା ପରେ ସ୍ନାନ ସାରି ଶନି ଦେବଙ୍କୁ ପୂଜା କରନ୍ତୁ । ଏହା ଦ୍ବାରା ଶନିଦେବ ନିଜର କୃପା ଦୃଷ୍ଟି ରଖିଥାନ୍ତି ଏବଂ ଆପଣଙ୍କ ଜୀବନରେ ସମସ୍ୟା କମ ହୋଇଥାଏ । ପ୍ରତେକ ଶନିବାର ଦିନ ସନ୍ଧ୍ୟାବେଳେ ଶନି ମନ୍ଦିରରେ ସୋରିଷ ତେଲର ଦୀପ ଅର୍ପଣ କଲେ ଶନିଦେବ ଖୁସି ହୋଇଥାନ୍ତି ।

ବନ୍ଧୁଗଣ ରାତିରେ ଶୋଇବା ପୂର୍ବରୁ ଏହି ଉପାୟ ଟି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ୟା ଏବଂ ଦୁଃଖ ଦୂର ହୋଇଯିବ । ଉପାୟ ଟି ହେଉଛି ଏକ ଲବଙ୍ଗ ନେବେ ଘରେ ସମସ୍ତ ଙ୍କ ମୁଣ୍ଡ ଉପରେ ଓଲଟା ବୁଲାଇ ବେ ତିନିଥର ଏବଂ ବାମ ହାତରେ ନେଇ ମୁଣ୍ଡ ରେ ଛୁଆଇ ଦିଅନ୍ତୁ ଏହା ପରେ ଘରର ଉତ୍ତର ଦିଗ ରେ ଫୋପାଡ଼ି ଦିଅନ୍ତୁ । ତେବେ ବନ୍ଧୁଗଣ ଶନିଦେବ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶନିଦେବ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *