ଅ-ମ-ବୃ-ତ ସମାନ ହୋଇଥାଏ ମା-ଟି ସୁରେଇରେ ପାଣି ପିଇବା , ମିଳିଥାଏ ଚମତ୍କାରୀ ଫାଇଦା, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ..

ଯଦି ଆମେ ପୁରୁଣା ଯୁଗ ବିଷୟରେ କଥା ହେବା ତେବେ ଆ-ଗ-କା-ଳେ ଲୋକଙ୍କ ଘରେ ଫ୍ରିଜ ନଥିଲା । ତେବେ ଗରମରେ ନିଜ ଶୋ-ଷ ମି-ଟେ-ଇ-ବା ପାଇଁ ସମସ୍ତେ ମା-ଠି-ଆ ପାଣିର ସେବନ କରୁଥିଲେ । କିନ୍ତୁ ଆଜିର ଯୁଗରେ ଯେଉଁଠି ଲୋକଙ୍କ ଘରେ ଫ୍ରିଜ ଆସି ସାରିଲାନି ଓ ଏଥିପାଇଁ ବହୁତ ଲୋକ ମା-ଠି-ଆ-ରେ ପାଣି ପିଇବା ବ-ନ୍ଦ କରି ସା-ରି-ଲେ-ଣି । ମା-ଠି-ଆ ପାଣି ସ୍ଵାସ୍ଥ୍ୟ ପାଇଁ ବହୁତ ହିଁ ଲାଭବାନ ହୋଇଥାଏ । ଆମେ ଆପଣଙ୍କୁ ଏମିତି କିଛି ଲାଭ ବିଷୟରେ କହିବାକୁ ଯାଉଛୁ ।

ଫ୍ରିଜର ପାଣି ବହୁତ ଥଣ୍ଡା ହେବା କାରଣରୁ ଗଳାକୁ ବହୁତ କ୍ଷ-ତି ପହଞ୍ଚାଇ ପାରେ ଓ ସେଇଠି ମା-ଠି-ଆର ପାଣି ଗଳା ପାଇଁ ବହୁତ ଭଲ ହୋଇଥାଏ ।ମା-ଠି-ଆ ପାଣିରେ ମା-ଟି-ର ଖାରିଆ ଅଂଶ ଭରପୁର ଥାଏ , ଖାରିଆ ପାଣି ଅମ୍ଲତା ସହିତ ପ୍ରଭାବିତ ହୋଇ, ଉଚିତ ପି.ଏଚ. ସ-ନ୍ତୁ-ଳ-ନ ପ୍ରଦାନ କରିଥାଏ । ଏହି ପାଣିକୁ ପିଇଲେ ଏ-ସି-ଡି-ଟି ହୋଇ ନଥାଏ ଓ ପେଟ ଦ-ର-ଜ-ରୁ ମୁ-କ୍ତି ମିଳିଥାଏ ।

ଗ-ର୍ଭ-ବ-ତୀ ମହିଳା ମାନଙ୍କୁ ଫ୍ରିଜର ପାଣି ଛାଡି ମା-ଠି-ଆ ର ପାଣି ପିଇବା ଦରକାର , ଏଥିରେ ଥିବା ପାଣି ନା କେବଳ ତାଙ୍କ ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ ବରଂ ଏହି ପାଣି ପିଇବାକୁ ମଧ୍ୟ ଭଲ ଲାଗିଥାଏ ।

ଗରମରେ ଲୋକ ଫ୍ରିଜର ପାଣି ବା ବରଫର ପାଣି ବହୁତ ପିଅନ୍ତି ,କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଖ-ରା-ପ ହୋଇଥାଏ । ମାଠିଆ ର ପାଣି ବହୁତ ଅଧିକ ଥଣ୍ଡା ନ ହେବାରୁ ବା-ତ ସାମସ୍ୟା ବଢ଼ି ନଥାଏ ,ଏହାର ପାଣି ଶା-ନ୍ତି ମଧ୍ୟ ଦେଇଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *