ସ୍ଵାମୀ ଓ ସ୍ତ୍ରୀ ମଧ୍ୟରୁ କାହାର ଆଗ ମୃତ୍ୟୁ ହେବ କେମିତି ଜାଣିବେ?

ଆଜି ଆମେ ଏକ କଥା ଉପରେ ଆଲୋଚନା କରିବା । କି ଆମର ବୁଦ୍ଧି ଖର୍ଛ କରିକି ଆମେ କଇଭଳି ଜାଣିବା କି ସ୍ଵାମୀ ଆଗ ମାରିବା କି ସ୍ତ୍ରୀ । ଡେକହନ୍ତୁ ଏହା ପାଇଁ ଏକ ଲୋକ ଉକ୍ତି ଅଛି ଆପଣ ଏହାକୁ ସାଧାରଣ ଭାବେ ନେବେ । କାରଣ ଭଗବାନ ଙ୍କ ହାତରେ ମାରିବା ବଞ୍ଚିବା ନିର୍ଭର କରେ । ଏହା ସହ ଆମ ଭାଗ୍ୟ ମଧ୍ୟ ଆମ ଶାଥ ଦେବା ଦରକାର ଥାଏ । ତେବେ ଏହି ଲୋକ ଉକ୍ତି ହେଉଛି ”

ଅକ୍ଷରେ ଦୁଇ ଗୁଣ ଯଶ ଗୁଣ ମାତ୍ରା ନାମେ ନାମେ କରି

ସମତା 3 ଦେଇକି ହରିଆଣ

ତହୁଁ ମରା ବାଞ୍ଛା ଜାଣ

ଶୂନ୍ୟ ରେ ମରେ ପତି ଦୁଇରେ ମରେ ଯୁବତୀ” ।

ଏହାର କିଛି ଆକ୍ଷରିକ ଅର୍ଥ ଅଛି ଆମେ ଏହାର ଏକ ଉଦାହାରଣ ଦ୍ଵାରା ଆମେ ଆପଣଙ୍କୁ ଏହାକୁ ବୁଜାହଇକି କହିବା । ଆମେ ଆପାନନ୍କୁ କହିବା କି ଆପଣ ମାନେ ନିଜର ନାମର ମୋଟ ଅକ୍ଷର ର ସଂଖ୍ଯାକୁ ଦୁଇ ଗୁଣ ରଖିବେ ଦୁହିଙ୍କ ନାମ ଅକ୍ଷର ରେ ଥିବା ମାତ୍ରା କିମ୍ବା ଫଳା ସଂଖ୍ୟାକୁ ଚାରିଗୁଣା କରିକି ଦୁଇ ଜଣଙ୍କ ନାମ ଅକ୍ଷର ସଂଖ୍ୟା କୁ ଅନ୍ୟ ଅକ୍ଷର ସହ ମିଶାଇ 3 ଦ୍ଵାରା ହରିବେ ।

ଯଦି 1 କିମ୍ବା 0 ରହିବ ତେବେ ସ୍ଵାମୀ ମରିବ ଯଦି ଦୁଇ ରହିବ ତେବେ ସ୍ତ୍ରୀ ମରିବ । ଉଦାହାର ଆସନ୍ତୁ ଏକ ଜାଣିବା ।

ମନେକର ସ୍ବାମୀର ନାମ ଭଗବାନ ଅକ୍ଷର ସଂଖ୍ୟା = 4

ସ୍ତ୍ରୀ ର ନାମ ଚାନ୍ଦ ଅକ୍ଷର ସଂଖ୍ୟା = 2

ମୋଟ ଅକ୍ଷର ସଂଖ୍ୟା = 6

ତେବେ ଏହାକୁ ଦୁଇ ଗୁଣା କଲେ = 6 + 6 = 12

ସ୍ବାମୀର ନାମ ମଧ୍ୟରେ ବା ଥିବାରୁ ମାତ୍ରା ସଂଖ୍ୟା = 1

ସ୍ତ୍ରୀ ର ନାମରେ ଚା ଥିବାରୁ ମାତ୍ରା ସଂଖ୍ୟା ମଧ୍ୟ = 1

ମୋଟ ମାତ୍ରା ସଂଖ୍ୟା = 2

ଏହାକୁ ଚାରି ଗୁଣା କରିଲେ 2 * 4 = 8

ଉଭୟ ଅକ୍ଷର ଦ୍ଵିଗୁଣ 12 + 8 = 20

ଏହାକୁ ଆମେ 3 ରେ ହାରିବା = 20 / 3 ଲବଧ, 2 ଅବଶିଷ୍ଟ ।

ଏହି ଭଳି ଭାବେ ଆପଣ ଆଗ ଅକ୍ଷର କୁ ଅଲଗା କରିବେ ଓ ମାତ୍ରା କୁ ଅଲଗା କରିବେ ପରେ ଏହାକୁ ମିଶାଇକି ଆପଣ ଏହା ମଧ୍ୟରୁ 3 ହରିବେ ଯାହା ବଞ୍ଚିଯିବ ସେହି ଅନୁସାରେ ଆପଣ ଜାଣି ପାରିବେ କି କାହାର ଦିନ କେତେ କିଏ ଆଗ ଇହ ଜଗତ ଛାଡିବ ।

Leave a Reply

Your email address will not be published. Required fields are marked *