ଆଜି ଆମେ ଏକ କଥା ଉପରେ ଆଲୋଚନା କରିବା । କି ଆମର ବୁଦ୍ଧି ଖର୍ଛ କରିକି ଆମେ କଇଭଳି ଜାଣିବା କି ସ୍ଵାମୀ ଆଗ ମାରିବା କି ସ୍ତ୍ରୀ । ଡେକହନ୍ତୁ ଏହା ପାଇଁ ଏକ ଲୋକ ଉକ୍ତି ଅଛି ଆପଣ ଏହାକୁ ସାଧାରଣ ଭାବେ ନେବେ । କାରଣ ଭଗବାନ ଙ୍କ ହାତରେ ମାରିବା ବଞ୍ଚିବା ନିର୍ଭର କରେ । ଏହା ସହ ଆମ ଭାଗ୍ୟ ମଧ୍ୟ ଆମ ଶାଥ ଦେବା ଦରକାର ଥାଏ । ତେବେ ଏହି ଲୋକ ଉକ୍ତି ହେଉଛି ”
ଅକ୍ଷରେ ଦୁଇ ଗୁଣ ଯଶ ଗୁଣ ମାତ୍ରା ନାମେ ନାମେ କରି
ସମତା 3 ଦେଇକି ହରିଆଣ
ତହୁଁ ମରା ବାଞ୍ଛା ଜାଣ
ଶୂନ୍ୟ ରେ ମରେ ପତି ଦୁଇରେ ମରେ ଯୁବତୀ” ।
ଏହାର କିଛି ଆକ୍ଷରିକ ଅର୍ଥ ଅଛି ଆମେ ଏହାର ଏକ ଉଦାହାରଣ ଦ୍ଵାରା ଆମେ ଆପଣଙ୍କୁ ଏହାକୁ ବୁଜାହଇକି କହିବା । ଆମେ ଆପାନନ୍କୁ କହିବା କି ଆପଣ ମାନେ ନିଜର ନାମର ମୋଟ ଅକ୍ଷର ର ସଂଖ୍ଯାକୁ ଦୁଇ ଗୁଣ ରଖିବେ ଦୁହିଙ୍କ ନାମ ଅକ୍ଷର ରେ ଥିବା ମାତ୍ରା କିମ୍ବା ଫଳା ସଂଖ୍ୟାକୁ ଚାରିଗୁଣା କରିକି ଦୁଇ ଜଣଙ୍କ ନାମ ଅକ୍ଷର ସଂଖ୍ୟା କୁ ଅନ୍ୟ ଅକ୍ଷର ସହ ମିଶାଇ 3 ଦ୍ଵାରା ହରିବେ ।
ଯଦି 1 କିମ୍ବା 0 ରହିବ ତେବେ ସ୍ଵାମୀ ମରିବ ଯଦି ଦୁଇ ରହିବ ତେବେ ସ୍ତ୍ରୀ ମରିବ । ଉଦାହାର ଆସନ୍ତୁ ଏକ ଜାଣିବା ।
ମନେକର ସ୍ବାମୀର ନାମ ଭଗବାନ ଅକ୍ଷର ସଂଖ୍ୟା = 4
ସ୍ତ୍ରୀ ର ନାମ ଚାନ୍ଦ ଅକ୍ଷର ସଂଖ୍ୟା = 2
ମୋଟ ଅକ୍ଷର ସଂଖ୍ୟା = 6
ତେବେ ଏହାକୁ ଦୁଇ ଗୁଣା କଲେ = 6 + 6 = 12
ସ୍ବାମୀର ନାମ ମଧ୍ୟରେ ବା ଥିବାରୁ ମାତ୍ରା ସଂଖ୍ୟା = 1
ସ୍ତ୍ରୀ ର ନାମରେ ଚା ଥିବାରୁ ମାତ୍ରା ସଂଖ୍ୟା ମଧ୍ୟ = 1
ମୋଟ ମାତ୍ରା ସଂଖ୍ୟା = 2
ଏହାକୁ ଚାରି ଗୁଣା କରିଲେ 2 * 4 = 8
ଉଭୟ ଅକ୍ଷର ଦ୍ଵିଗୁଣ 12 + 8 = 20
ଏହାକୁ ଆମେ 3 ରେ ହାରିବା = 20 / 3 ଲବଧ, 2 ଅବଶିଷ୍ଟ ।
ଏହି ଭଳି ଭାବେ ଆପଣ ଆଗ ଅକ୍ଷର କୁ ଅଲଗା କରିବେ ଓ ମାତ୍ରା କୁ ଅଲଗା କରିବେ ପରେ ଏହାକୁ ମିଶାଇକି ଆପଣ ଏହା ମଧ୍ୟରୁ 3 ହରିବେ ଯାହା ବଞ୍ଚିଯିବ ସେହି ଅନୁସାରେ ଆପଣ ଜାଣି ପାରିବେ କି କାହାର ଦିନ କେତେ କିଏ ଆଗ ଇହ ଜଗତ ଛାଡିବ ।