Vastu Tips- ଯେଉଁ ସ୍ତ୍ରୀ ତକିଆ ତଳେ ଏହି 1 ଜିନିଷ ରଖି ଶୋଇଥାଏ, ତା ଘରେ କେବେବି ଧନର ଅଭାବ ରୁହେ ନାହିଁ !

ବନ୍ଧୁଗଣ ଶୋଇବା ସମୟରେ ତକିଆ ତଳେ ଆପଣ କେବଳ ଏହି ଗୋଟିଏ ଜିନିଷ ରଖିଦିଅନ୍ତୁ ଦେଖିବେ ଆପଣଙ୍କ ଭାଗ୍ୟ ଚମକିବାକୁ ଲାଗିବ । ସାଧାରଣତଃ ରାତିରେ ଶୋଇବା ସମୟରେ ପ୍ରାୟ ତକିଆ ର ଆବଶ୍ୟକତା ରହିଥାଏ । ଏହା ଦେଖିବାକୁ ମାତ୍ର ସାଧାରଣ ତକିଆ ଟେ । କିନ୍ତୁ ସମସ୍ତ ସାଧାରଣ ଜିନିଷ ଅସାଧାରଣ ଭାବେ କାମ କରିଥାନ୍ତି । ମାତ୍ର ଏହି ତକିଆର ଉଚିତ ଉପଯୁକ୍ତ କରିବା ଦ୍ଵାରା ଆପଣ ରାତା ରାତି ଧନୀ ହୋଇପାରିବେ ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଯେଉଁ ଜିନିଷ ଟିକୁ ଆପଣ ତକିଆ ତଳେ ରଖିଲେ ଆପଣଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ରୂପରେ ବଦଳିଯିବ । ଏହାର ଅର୍ଥ ସକାରାତ୍ମକ ଉର୍ଯାରେ ପରିପୂର୍ଣ ହୋଇଯିବ । ଯାହା ବ୍ୟକ୍ତି ବିଶେଷ ଙ୍କ ପାଇଁ ସୁଫଳ ବନାଇବ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ର କବାଟ ଖୋଲିଯିବ ଏବଂ ଆପଣଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହୋଇଯିବ ।  ତେବେ ଚାଲନ୍ତୁ ଜାଣିବା ।

ପଥମରେ ରହିଛି ସକାରାତ୍ମକ ଉର୍ଯାର ଭଣ୍ଡାରରେ ପରିପୂର୍ଣ୍ଣ ଥିବା ମୟୂର ପଙ୍ଖ । ଜୀବନରେ ସଫଳତା ହାସଲ କରିବା ପାଇଁ ଏବଂ କାମିଆବ ହେବା ପାଇଁ ଆପଣ ନିଜର ତକିଆ ତଳେ ଗୋଟେ ମୟୂର ପାଙ୍କୁ ନିଶ୍ଚିନ୍ତ ଭାବରେ ରଖନ୍ତୁ । ଏହାର ପ୍ରଭାବ ବହୁତ ଲାଭକାରୀ ଏବଂ ସିଦ୍ଧି ପ୍ରାପ୍ତ ହୋଇଥାଏ । ତକିଆ ତଳେ ମୟୂର ପଙ୍ଖ ରଖି ଶୋଇବା ଦ୍ୱାରା ବ୍ୟକ୍ତିର କୁଣ୍ଡଳୀରେ ଲାଗିଥିବା ଦୋଷ ଧୀରେ ଧୀରେ ସମାପ୍ତ ହେବାରେ ଲାଗିଥାଏ । ଏଭଳି ପରିସ୍ଥିତିରେ ବ୍ୟକ୍ତିର ଭାଗ୍ୟ ତାର ସାଥ ଦେଇଥାଏ । ଦୁର୍ଘଟଣା ରୁ ମଧ୍ୟ ମୟୂର ପଙ୍ଖ ଆପଣଙ୍କୁ ରକ୍ଷା କରିଥାଏ । ଯେତେବେଳେ ଆପଣ ସକାଳୁ ଉଠିବେ ସେତେବେଳେ ଆପଣ ମୟୂର ପଙ୍ଖର ହିଁ ଦର୍ଶନ କରିବେ ।

ରାତିରେ ଶୋଇବା ବେଳେ ତକିଆ ତଳେ ୪ ରୁ ୫ ତୁଳସୀ ପତ୍ର ରଖିବା ଦ୍ୱାରା ଆପଣଙ୍କ ଜୀବନରେ ସକାରାତ୍ମକ ଉର୍ଜାର ଆଗମନ ହୋଇଥାଏ । ମାତ୍ର ସକାଳୁ ଉଠିବା ପରେ ଯଦି ଆପଣ ଏହି ତୁଳସୀ ପତ୍ର କୁ ଖାଇ ନିଅନ୍ତି ତେବେ ଏପରି କରିବା ଦ୍ବାରା ନକାରାତ୍ମକ ଉର୍ଯାରୁ ମୁକ୍ତି ମିଳିଥାଏ । ଏହା ସହିତ ଆପଣଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ । କିନ୍ତୁ ଧ୍ୟାନ ରଖନ୍ତୁ ସନ୍ଧ୍ୟା ସମୟରେ କଦାପି ତୁଳସୀ ପତ୍ର ତୋଳିବେ ନାହିଁ ।

ରାତିରେ ଶୋଇବା ସମୟରେ ଯଦି ଆପଣ ତକିଆ ତଳେ ଗୋଟେ କଏନ ରଖିବେ ଏବଂ ସକାଳୁ ଉଠିବା ପରେ ଏହାକୁ କୌଣସି ଗରିବ ବ୍ୟକ୍ତିକୁ ଦାନ କରିବା ଦ୍ୱାରା ଆପଣଙ୍କ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।  ଏବଂ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ରହିଥାଏ । ଏହା ସହିତ ଆପଣଙ୍କ ଭାଗ୍ୟ ମଧ୍ୟ ଚମକି ଉଠିଥାଏ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *