ଟନ୍ସିଲ ଭଳି ସମସ୍ୟାକୁ ଦୂର କରିବା ପାଇଁ ଚମତ୍କାରି ଘରୋଇ ଉପଚାର |

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ ଦ୍ଵାରା ଟନଶୀଳ ଭଳି ସମସ୍ଯା ତୁରନ୍ତ ଠିକ ହୋଇଯିବ । ଆମ ଗଳା ର ଦୁଇ ପାର୍ଶ୍ଵରେ ଓଭାଲ ଆକୃତିର ଅଙ୍ଗ ଅଛି ଯାହାକୁ ଟନଶୀଲ କୁହାଯାଏ । କୌଣସି ପ୍ରକାରର ବ୍ୟାକ୍ଟେରିୟା ବା ଇନଫେକସନ ସଂସ୍ପର୍ଶରେ ଆସିବା ଦ୍ଵାରା ଏହା ଫୁଲିଯାଏ ଓ ଏଥିରେ ଜ୍ଵଳନ ହେବା ଆରମ୍ଭ ହୁଏ ।

ସାଧାରଣତଃ ଏହାରା ରଙ୍ଗ ଆମ ଜିଭ ଭଳି ହୋଇଥାଏ । କିନ୍ତୁ ଇନଫେସନ ହେବା ଦ୍ଵାରା ଟନଶୀଲ ବଢିଥାଏ ଆଉ ନିଶ୍ଵାସ ନେବାରେ ଅସୁବିଧା ହୋଇଥାଏ । ଏବେ ଆସନ୍ତୁ ଜାଣିବା ଟନଶୀଲ ସମସ୍ଯା ଦୂର କରିବା ପାଇଁ ଏହି ରେମେଡି କେମିତି ତିଆରି କରିବା । ଏହି ଉପଚାର 2 ପ୍ରକାରର ଛି ଯାହା ବଡ ଲୋକ ଓ ଛୋଟ ପିଲାଙ୍କ ପାଇଁ ।

ଟନଶୀଲ ସମସ୍ଯା ଦୂର କରିବା ପାଇଁ ଆବଶ୍ୟକ ପଡିବ ଏକ ଗ୍ଳାସ ଉଷୁମ ପାଣି । ଏଥିରେ ଆପଣନୁ ଫିଟିକରି ମିସାଇବାକୁ ହେବ । ଏହା ଏକ ଧଳା ରଙ୍ଗର ଦ୍ରବଣ ଅଟେ ଯାହା ଔଷଧୀୟ ଗୁଣରେ ଭରପୁର ଅଟେ । ଯଦି ଆପଣଙ୍କର କେଉଁଠି କ୍ଷତ ହୁଏ ତେବେ ଫିଟିକରି ଲଗାଇ ପାରିବେ । ଉଶୁମ ପାଣି ରେ ଫିଟିକରି ପକାଇ ଏହାକୁ 10 ସେକେଣ୍ଡ ଯାଏଁ ପକାଇ କାଢି ଦିଅନ୍ତୁ ।

ଏହା ପରେ ତୃତୀୟ ସାମଗ୍ରୀ ହେଉଛି ଅଧା ଚାମଚ ଲୁଣ । ଏବେ ଆପଣ ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ଗଳା ରେ ଟନଶୀଲ ସମସ୍ଯା ଦୂର କରିବା ସହ କାଶ ସମସ୍ୟା ଥାଏ ତାହା ଦୂର କରିଥାଏ ।   ସମ୍ବଧିତ ଏହି ସମସ୍ଯା ଦୂର କରିବା ପାଇଁ ଏହି ପାଣି ବହୁତ ଅଧିକ ଚମତ୍କାରୀ ଅଟେ । ଦିନକୁ 3 ଥର ଏହାକୁ ଟ୍ରାଏ କରନ୍ତୁ ।

ପ୍ରଥମ ବ୍ୟବହାରୁ ଏହାର ଫାଇଦା ଦେଖିବାକୁ ମିଳିବ । ଗଳା ଫୁଲିଥିଲେ ତାହା କମ ହୋଇଯିବ । ଏହାର ଆପଣଙ୍କୁ ସେବନ କରିବାର ନାହି । ଏହାର ପାଣି କୁ ନେଇ କୁଳି କରିବାକୁ ହେବ । ଏହି ଉପଚାରକୁ ବଡ ଲୋକ ମାନେ ପ୍ରୟୋଗ କରିବାକୁ ହେବ । ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଲେମ୍ବୁ ରସ ନିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ଗୋଟେ ଚାମଚ ମହୁ ।

ଏବେ ଆପଣ ପିଲାଙ୍କୁ ଦିନକୁ 2 ରୁ 3 ଥର ଏହାକୁ ଖାଇବାକୁ ଦିଅନ୍ତୁ । ଦେଖିବେ ସେମାନଙ୍କର ଟନଶୀଲ ଭଳି ସମସ୍ଯା ତୁରନ୍ତ ଠିକ ହୋଇଯିବ । ସେମାନଙ୍କୁ ବହୁତ ଅଧିକ ଆରାମ ଲାଗିବ । ଛୋଟ ପିଲା ମାନଙ୍କ ଠାରେ ଟନଶୀଲ ସମସ୍ଯା ଅଧିକ ଦେଖିବାକୁ ମିଳିଥାଏ । ତେବେ ନିଶ୍ଚୟ ଏହି ରେମେଡି ର ପ୍ରୟୋଗ କରନ୍ତୁ । କାସ ହେଉଥିଲେ ମଧ୍ୟ ତାହା ଠିକ ହୋଇଯିବ । ପ୍ରଥା ଉପଚାର ରେ ବଡ ଲୋକ ମାନେ କରିବେ ଆଉ ଦ୍ଵିତୀୟ ଉପଚାର ଟି ଛୋଟ ପିଲା ମାନେ ଖାଇବେ । ବନ୍ଧୁଗଣ ଆପଣ ମାନଙ୍କୁ ହେଲଥ ଟିପ୍ସ ଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *