ସପ୍ତାହକୁ ମାତ୍ର 2 ଥର ପିଅନ୍ତୁ, Thyroid କୁ ମୂଳରୁ ହିଁ କରିଦେବ ଶେଷ ( Healthy Tips )

ବନ୍ଧୁଗଣ ଯଦି ଆପଣ ଥାଇରଏଡ କୁ ଶୀଘ୍ର କଣ୍ଟ୍ରୋଲ କରିବା ପାଇଁ ଏଵଂ ଏହାକୁ ମୂଳରୁ ଶେଷ କରିବା ପାଇଁ ଚାହୁଁଛନ୍ତି ତେବେ ଆଜିଠାରୁ ଏହି ଘରୋଇ ଉପଚାର ସେବନ କରିବା ଆରମ୍ଭ କରିଦିଅନ୍ତୁ । ଏହା ଥାଇରଏଡ଼ କୁ ଶେଷ କରିବା ପାଇଁ ବହୁତ ଭଲ ଏବଂ ଚମତ୍କାରି ଉପାୟ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାକୁ ସେବନ କରିବାର ବିଧି ବିଷୟରେ ।

ବନ୍ଧୁଗଣ ଆଜିର ଏହି ରେମିଡି ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକ ରହିଛି ତାହା ଅଟେ ଧଣିଆ ପତ୍ର । ଯେଉଁ ମାନଙ୍କ ଥାଇରଏଡ଼ ନିୟନ୍ତ୍ରଣ ନାହିଁ ସେମାନଙ୍କ ପାଇଁ ଏହି ଧଣିଆ ପତ୍ର ବହୁତ ଲାଭଦାୟକ ହୋଇଥାଏ । ପ୍ରଥମେ ଆପଣ ଅଳ୍ପ ଧନିଆ ପତ୍ର ନିଅନ୍ତୁ ଏବଂ ତାହାକୁ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ ।

ବର୍ତ୍ତମାନ ଗୋଟେ ଗ୍ରାଇଣ୍ଡିଂ ଜାର ରେ ଧୋଇକି ରଖିଥିବା ଧନିଆ ପତ୍ର ପକାନ୍ତୁ । ଏଥିରେ ଆପଣ ସନ୍ଧବ୍ୟ ଲୁଣ ପକାନ୍ତୁ । ଥାଇରଏଡ଼ ରୋଗୀଙ୍କ ପାଇଁ ସନ୍ଧବ୍ୟ ଲୁଣ ବହୁତ ଉପକାରୀ ହୋଇଥାଏ । ଏଥିରେ ସୋଡ଼ିଅମ କ୍ଲୋରାଇଡ ଭଲ ଭାବରେ ମିଳିଥାଏ । ବର୍ତ୍ତମାନ ଏଥିରେ ଦୁଇ ରୁ ତିନୋଟି ଗୋଲା ମରିଚ ମିଶାନ୍ତୁ ।

ବର୍ତ୍ତମାନ ଏଥିରେ ଅଧ କପ ପାଣି ମିଶାଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ କରିଦିଅନ୍ତୁ । ଏବଂ ଏହାର ଗୋଟେ ଜ୍ୟୁସ ବନେଇ ନିଅନ୍ତୁ । ବର୍ତ୍ତମାନ ଏହାକୁ ଗୋଟେ ଗ୍ଲାସ୍ କୁ ଛାଣି ନିଅନ୍ତୁ । ଛାଣିବା ପରେ ଆପଣ ଏଥିରେ ଅଧା ଫାଳ ଲେମ୍ବୁ ମିଶାନ୍ତୁ । ଏହା ବର୍ତ୍ତମାନ ପ୍ରସ୍ତୁତ । ଏହି ଉପଚାର ଟିକୁ ସକାଳୁ ଖାଲି ପେଟରେ ସେବନ କରନ୍ତୁ ।

ସପ୍ତାହରେ ମାତ୍ର ୨ ରୁ ୩ ଥର ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଥାଇରଏଡ଼ କଣ୍ଟ୍ରୋଲ ହେବା ସହିତ ସବୁଦିନ ପାଇଁ ଗାୟବ ହୋଇଯିବ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *