ଥାଇରଏଡ ରୋଗର ଲକ୍ଷଣ କଣ ଓ ଏହାକୁ ଆମେ କିଭଳି ଭାବେ ଚିକିସ୍ଛା କରିବା । ଏହା ସାଧାରଣ ଭାବେ ଏବେ ମହିଳା ମାନଙ୍କ ପାଖରେ ଦେଖିବା ପାଇଁ ମିଳୁଛି ଅଧିକା ମାତ୍ରାରେ । ତେବେ ଆଜି ଆମେ ଆପଣଙ୍କୁ ଆଜି କହିବା ଏହା କେଉଁ ଭଳି ଆରମ୍ଭ ହୋଇଥାଏ ଓ ଏହାକୁ ଆମମେ କେଉଁ ଭଳି ଭାବେ ଭଲ କରି ପାରିବା । ଜାହହା ଦ୍ଵାରା ଆମର ପରିବାର ରେ ଥିବା ରୋଗୀ ଙ୍କୁ ଭଲ ପରିଣାମ ମିଳିବ । ଆମ ଶରୀର ରେ ଅନେକ ଜାଗାରେ ହରମୋନ କ୍ଷରଣ ହୋଇଥାଏ ।
ଏହା ଏକ ରାସାୟନିକ ପଦାର୍ଥ ଅଟେ ଯାହା ଦ୍ଵାରା ଆମର ଶରୀର ସବୁ ବେଳେ ଭଲ ପରିଣାମ ପାଇ ଥାଏ । ଆଜି ଆମେ କହିବା କି ଏହି ଥାଇରଏଡ ଏକ ପ୍ରକାର ହରମୋନ ଯାହା ଆମ ଥାଇରକସିନ ଗ୍ଲାଣ୍ଡ ରୁ କ୍ଷରଣ ହୋଇ ଥାଏ ।
ଏହା ଆମ ଶରୀର ପାଇଁ ବହୁତ ଜରୁରୀ ଯଦି ଏହା ଅଧିକା ମାତ୍ରାରେ କ୍ଷରଣ ହୋଇଥାଏ ଏହାକୁ ଆମେ ଆଖିଥାଉ ହାଇପୋର ଥାଇରୋନେଜିମ ଯଦି ଏହା କମ କ୍ଷରଣ ହୁଏ ଏହାକୁ କହିଥାଉ ହାଇପୋ ଥାଇରୋନେଜିମ । ଏହା ଦୁଇ ପ୍ରକାର ଅଟେ । ଏହାକୁ ଆମେ କେଉଁ ଭଳି ଭାବେ ଭଲ କରିବା ।
ଆମେ ଏହାର ଲକ୍ଷଣ ଜାଣିବା ପାଇଁ ଆମେ ଏହା ର ସରଲ ଉପାୟ ହେଉଛି ଆପଣଙ୍କୁ ଯଦି ଅଧିକା ନିଦ ଲାଗୁଛି କିମ୍ବା ଆପଣଙ୍କୁ ଭୋକ ଅକରୁଛି କିମ୍ବା ଆପଣ କମ ଖାଇବା ପରେ ମଧ୍ୟ ଆପଣଙ୍କ ଓଜନ ବଢିବାରେ ଲାଗିଛି ଏହା ସହ ଠକ ଅଲାଗିବ କିଛି କାମରେ ଆପଣ କଷ୍ଟ ପାଇବେ ଆମ ଗଲା ଫୁଲି ଯାଇଥାଏ ।
ଆପଣଙ୍କ ଲାଟିନ ଲାଗିବନୀ । ଏହା ଆପଣଙ୍କ ମେମୋରୀ ଲସ କରି ଦେଇଥାଏ । ଆପଣଙ୍କ ଅଧିକା ଥାଇରଏଡ ଅଛି ତେବେ ରୋଗୀ ସବୁ କଥାରେ ଛିଡ଼ ଛିଡ଼ ହେଉଥିବ କିଛି କଥାକାଉ ନେଇକି ରାଗି ଯାଉଥିବ ଖାଇବା ମାତ୍ରା ଅଧିକା ହେବ କିନ୍ତୁ ଏହା ପରେ ମଧ୍ୟ ସେ ଓଜନ ବଢାଇ ପାରୁ ନଥିବ ।
ଅଧିକ ଝାଲ ବହୁତ ହେବ ଲାଟିନ ଅଧିକା ଲାଗିଥାଏ । ଏହା ଦ୍ଵାରା ଆମେ ଜାଣି ଯାଇଥାଉ କି ଆମେ ଥାଇରଏଡ ରୋଗରେ ଅଛୁ । ଏହାକୁ ଭଲ କରିବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ଏହା ଠାରେ ଆରମ୍ଭ ହୋଇ ଗଲେ ଥରେ ଆପଣ ଏହାକୁ ଜୀବନ ସାରା ଖାଇବେ । ଯଦି ଆପଣଙ୍କ ଶରୀର ରୁ ଅଧିକା ହରମୋନ କ୍ଷରଣ ହେଉଛି ତେବେ ଏହା ପାଇଁ ମଧ୍ୟ ଔଷଧ ଖାଇବ୍ବା ପାଇଁ ପଡିବ ।
ମହିଳାମାନେ ସାଧାରଣ ଭାବେ ଏହି ରୋଗରେ ପୀଡିତ ହୋଇଥାନ୍ତି । କେହି ମହିଳା ଥାଇରଏଡ ରେ ଅଛନ୍ତି ତେବେ ତାଙ୍କ ସନ୍ତାନ ମାରିବାର ସମ୍ଭାବନା ଖୁବ ଅଧିକା ଅଛି । ଯଦି ଏହା କିଛି ହେଉନି ତେବେ ସନ୍ତାନର ଆଇକ୍ୟୁ ଖୁବ କମ ହୋଇଥାଏ । ମା ର ଥାଇରଏଡ ଅଧିକା ଥିବା ଦ୍ଵାରା ସନ୍ତାନ କୁ ମଧ୍ୟ ଏହା ହୋଇ ଯାଇଥାଏ । ଧୀରେ ଧୀରେ ସେମାନଙ୍କ ସନ୍ତାନ ମଧ୍ୟ ବୋକା ହୋଇ ପାରନ୍ତି । ଏହାକୁ ଭଲ କରିବା ପାଇଁ ଆମେ ଡାକ୍ତର ଙ୍କ ପାଖରୁ ପରାମର୍ଶ ନେଇକି ଏହାକୁ ନିୟମିତ ଭାବେ ଖାଇବା ଭଲ ହୋଇଥାଏ ।