Vastu Tips – ଘରେ ଝିଟିପିଟି ଦେଖିବା ମାତ୍ରେ କରନ୍ତୁ ଏହି ଗୋଟିଏ କାମ, ମୁହଁରୁ ବାହାରିବା ମାତ୍ରେ ମା ଲକ୍ଷ୍ମୀ କରିବେ ସବୁ ମନସ୍କାମନା ହେବ ପୂର୍ଣ

ବନ୍ଧୁଗଣ ଆଜି ଆମେ ଜାଣିବା ଧନ ଆସିବାର ଏବଂ ଜୀବନର କିଛି ପରିବର୍ତ୍ତନ ବିଷୟରେ ଝିଟିପିଟି କେଉଁ ପ୍ରକାରର ସଂକେତ ଓ କିପରି ଦେଇଥାନ୍ତି । ଏବଂ ଏହା ସହିତ ଝିଟିପିଟି ଦେଖିବା ମାତ୍ରେ ସେହି ଝିଟିପିଟି ଉପରେ କେଉଁ ଜିନିଷ ପକାଇବା ମାତ୍ରେ ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଧନ ସୁଖ ସମୃଦ୍ଧିର କୃପା କରିଥାନ୍ତି । ବନ୍ଧୁଗଣ ଘରେ ଲୋକମାନେ ଝିଟିପିଟି ଦେଖିବା ଏକ ସାଧାରଣ ଜିନିଷ ବୋଲି କହି ଥାନ୍ତି କିନ୍ତୁ ପ୍ରତେକ ଜୀବଜନ୍ତୁ ଏବଂ ମଣିଷ ଭିତରେ ପ୍ରକୃତିର ଏକ ଅଲଗା ମହତ୍ତ୍ଵ ରହିଥାଏ । ଏହି କଥା ବହୁତ କମ ଲୋକ ଜାଣିଥିବେ କି ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟି କୁ ଏକ ଖାସ ଜୀବର ମାନ୍ୟତା ମିଳିଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଟିପିଟି ଘରେ ଦେଖାଦେବା ବା ତଳକୁ ଖସିପଡିବା ଆଦି ସବୁ ମନୁଷ୍ୟ କୁ ସଂକେତ ଦେଇଥାଏ । ଦୀପାବଳି ଦିନ ଝିଟିପିଟି ଦେଖା ଦେଲେ ମାତା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । କାରଣ ଝିଟିପିଟି ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟେ । ମାନ୍ୟତା ରହିଛି କି ଯଦି ଏହି ଦିନ ଝିଟିପିଟି ଆପଣଙ୍କ ଉପରେ ଖସି ପଡେ ତେବେ ସାରା ବର୍ଷ ଆପଣଙ୍କ ଘର ଧନ ଧାନ୍ୟ ରେ ଭରିରହିଥାଏ । ତେବେ ଚାଲନ୍ତୁ ଜାଣିବା ସେହି ସହଜ ଓ ଚମତ୍କାରି ଉପାୟ ବିଷୟରେ ଯାହାକୁ କରିବା ଦ୍ୱାରା ଆମେ ଆମର ଭାଗ୍ୟ ବଦଳାଇ ଦେଇ ପାରିବା । ଏହା ସହିତ ଜୀବନରେ ଉନ୍ନତି କରିପାରିବା ।

ବନ୍ଧୁଗଣ ଏହି ଉପାୟ ଟି କେବଳ ସନ୍ଧ୍ୟା ସମୟରେ ଠାକୁର ପୂଜା କରିବା ସମୟରେ କରିପାରିବେ । ଜ୍ୟୋତିଷ ଶାସ୍ତ୍ରରେ ଝିଟିପିଟି ଏକ ପୂଜନୀୟ ପ୍ରାଣୀ ଭାବରେ ମାନ୍ୟତା ରହିଅଛି । ଏହାର ପୂଜା ଅର୍ଚ୍ଚନା ଯୋଗୁ ଧନ ଜନିତ ସମସ୍ୟା ସବୁ ଦୂର ହୋଇଥାଏ । ଏବଂ ଆପଣଙ୍କ ଜୀବନରେ କିଛି ବି ସମସ୍ୟା ରହିନଥାଏ । ଯଦି ଆପଣ ସନ୍ଧ୍ୟା ସମୟରେ ଠାକୁର ପୂଜା କରୁଥିବା ସମୟରେ ଝିଟିପିଟି ଦେଖନ୍ତି ତେବେ ଶୀଘ୍ର କିଛି ସିନ୍ଦୂର ନେଇ ଝିଟିପିଟି ଉପରେ ପକାଇ ଦିଅନ୍ତୁ ଏବଂ ମନ ଭିତରେ ଥିବା କୌଣସି ବି ଇଚ୍ଛା ପୂରଣ କରିବାପାଇଁ ପ୍ରଥନା କରନ୍ତୁ ।

ଝିଟିପିଟି କୁ କେବେ ମଧ୍ୟ ଘରୁ ବାହାର କରନ୍ତୁ ନାହିଁ । କାରଣ ଏମିତି କରିବା ଦ୍ୱାରା ଆପଣଙ୍କର କ୍ଷତି ହୋଇଥାଏ । କାରଣ ଝିଟିପିଟି ମା ଲକ୍ଷ୍ମୀ ଙ୍କ ପ୍ରତୀକ ହୋଇଥାଏ । ବନ୍ଧୁଗଣ ଯଦି ଆପଣ ଘର ସଫା ସୁତୁରା କରିବା ସମୟରେ ମଲା ଝିଟିପିଟି ଦେଖନ୍ତି ତେବେ ଏହା ବହୁତ ଅଶୁଭ ହୋଇଥାଏ । ଏହି ଝିଟିପିଟି କୁ ତୁରନ୍ତ ମାଟି ଖୋଳି ପୋତି ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ଉପରେ ଅଶୁଭ ପ ଅଭାବ ପଡ଼ିନଥାଏ । ଏବଂ ମା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଉପରେ ରୁଷ୍ଠ ହୋଇନଥାନ୍ତି । ଖାଦ୍ୟ ଖାଉଥିବା ସମୟରେ ଯଦି ଆପଣ ଝିଟିପିଟି ର ଶବ୍ଦ ଶୁଣନ୍ତି ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ । ଏହା ଆପଣଙ୍କ ଜୀବନରେ ଅଚାନକ ଧନ ପ୍ରାପ୍ତିର ସଂକେତ ଦେଇଥାଏ ।

ଝିଟିପିଟି ଯଦି ହାତରେ ବା ମସ୍ତିଷ୍କ ଉପରେ ଖସି ପଡେ ତାହେଲେ ରାଜା ପରି ଜୀବନ ଜାପନ କରିବାର ସମୟ ଆରମ୍ଭ ହେବାକୁ ଯାଉଛି । ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ । ମା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କ ଭବିଷ୍ୟତ ବହୁତ ଶୁଭ ହେବାକୁ ଯାଉଛି । ଧନ ପ୍ରାପ୍ତି ମଧ୍ୟ ହୋଇଥାଏ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *