80 ପ୍ରକାର ରୋଗର କାଳ ଏହି ଔଷଧ, କୋଲେଷ୍ଟ୍ରୋଲ, ହାଇ BP, ମୋଟାପଣ, ପରିସ୍ରା ସଂକ୍ରମଣ, ପେଟ ରୋଗର ମୂଳରୁ ସଫା ( Healthy Tips )

ବନ୍ଧୁଗଣ ଜୀବନର ଏକ ଛୋଟ ପରିବର୍ତ୍ତନ ଆପଣ ଙ୍କୁ ଅନେକ ଗୁଡିକ ରୋଗ ଜନିତ ସମସ୍ୟାରୁ ମୁକ୍ତ କରି ଦେଇଥାଏ । ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ ସକାଳେ ଉଠିଲା ଅମତ୍ରେ ସର୍ବ ପ୍ରଥମେ ଚାହା ର ସେବନ କରିଥାନ୍ତି । କିନ୍ତୁ ଖୁବ କମ ଲୋକ ଏପରି ଅଛନ୍ତି ଯେଉଁ ମାନେ କି ଚାହା ପିଇବା ଦ୍ଵାରା କେଉଁ କେଉଁ ପ୍ରକାରର ସବୁ କ୍ଷତି ମାନ ହୋଇଥାଏ ତାହା ବିଷୟରେ ଜାଣି ଥିବେ । ବନ୍ଧୁଗଣ ସକଳେ ଉଠିଲା ପରେ ଏକ ଛୋଟ ପରିବର୍ତ୍ତନ କରିବା ଦ୍ଵାରା ଜୀବନରେ ଆପଣ ପ୍ରାୟ ୮୦ ରୁ ଅଧିକ ରୋଗ ରୁ ରକ୍ଷା ପାଇ ପାରିବେ ।

ବନ୍ଧୁଗଣ ଆଜିର ଏହି ଉପଚାର ଟି ପାଇଁ ଏକ ପାତ୍ର ନେଇ ନିଅନ୍ତୁ । ଏହାପରେ ସେଥିରେ ଦେଢ ଗ୍ଳାସ ପାଣି ଦେଇ ଦିଅନ୍ତୁ । ଏହା ପରେ ସେଥିରେ ଏକ ଚାମଚ ଗୋଟା ଧନିଆ ର ମଞ୍ଜି ପକାଇ ଦିଅନ୍ତୁ । ଏହା ଆପଣଙ୍କୁ ସାଧାରଣ ଭାବରେ ନିଜ ରୋଷେଇ ଘରୁ ପ୍ରାପ୍ତ ହୋଇ ଯିବ ।

ସେହି ପାଣିରେ ଧନିଆ ମଞ୍ଜି ପକାଇ ତାହାକୁ ଗୋଳାଇ ଏକ ଘୋଡାଣି ଦ୍ଵାରା ଘୋଡାଇ ସାରା ରାତି ପାଇଁ ରଖି ଦିଅନ୍ତୁ । ରାତି ସାରା ପାଣି ରେ ପଡି ରହିବାରୁ ଧନିଆ ରେ ଥିବା ସମସ୍ତ ପ୍ରୋଟିନ ପାଣି ରେ ଭଲ ଭାବରେ ମିଶ୍ରିତ ହୋଇ ଯାଇଥାଏ । ଏହା ପରେ ସକାଳେ ବନ୍ଧୁଗଣ ସେହି ପାଣି କୁ ଆଉ ଏକ ପାତ୍ର ରେ ଢାଳି ତାହାକୁ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଫୁଟିବାକୁ ଛାଡି ଦେବେ ।

ତାହା ପରେ ଏହାକୁ ଗ୍ଯାସ ରୁ କାଢି ଆଣି ଆଉ ଏକ ଗ୍ଳାସ ରେ ଛାଣି ନେବେ । ତାହା ପରେ ଏଥିରେ ଫାଳେ ଲେମ୍ବୁ ରସ ଚିପୁଡି ଦିଅନ୍ତୁ । ଏହାପରେ ସେଥିରେ ଅଳ୍ପକିଛି ମାତ୍ରାର ଜୀରା ଗୁଣ୍ଡ ଓ ଅଳ୍ପ କିଛି ମାତ୍ରାର ବିଟ ଲୁଣ ଓ ଗୋଟେ ଚାମଚ ମହୁ । ମହୁ ର ମାତ୍ରା ଆପଣ ନିଜ ଇଛାନୁସାରେ କମ ବେଶି ମଧ୍ୟ କରି ପାରିବେ ।

ବର୍ତ୍ତମାନ ଆପଣ ଙ୍କର ଏହି ଉପଚାର ଟି ପ୍ରସ୍ତୁତ ହୋଇ ଯାଇଛି । ଏହାର ସେବନ ଆପଣ ହାଲ୍କା ଉଷୁମ ଥିବା ଅବସ୍ଥା ରେ ସକାଳେ ଖାଲି ପେଟ ରେ ସେବନ କରି ପାରିବେ । ଏହାର ସେବନ ବଡ ଲୋକ ମାନେ ସଂପୂର୍ଣ୍ଣ ଏକ ଗ୍ଳାସ କରି ପାରିବେ । କିନ୍ତୁ ଯଦି ଆପଣ ଏହାକୁ କୌଣସି ଛୋଟ ପିଲା ଙ୍କୁ ଦେଉଛନ୍ତି, ତେବେ ଏହାର ପରିମାଣ କିଛି ମାତ୍ରାରେ କମାଇ ମଧ୍ୟ ପାରିବେ ।

ଯେପରିକି ଅଧ ଗ୍ଳାସ ମଧ୍ୟ ଦେଇ ପାରିବେ । ଶରୀର ରେ ଥିବା ଖରାପ କୋଲୋଷ୍ଟ୍ରୋଲ ଏହି ପାଣି ର ସେବନ ଦ୍ଵାରା ଶରୀରରୁ ବାହାରି ଯାଇଥାଏ । ଏହି ପାଣିରେ ଥିବା ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଆଇରନ ଶରୀର କୁ ଅନେକ ପ୍ରକାର ରୋଗ ରୁ ରକ୍ଷା କରିଥାଏ । ଏହାର ସେବନ ଦ୍ଵାରା ଶରୀରେ ବିଭିନ ପ୍ରକାରର ଯନ୍ତ୍ରଣା ରୁ ମଧ୍ୟ ରକ୍ଷା କରିଥାଏ ।

ଏପରିକି ଶରୀରର କୁ ମଧୁମେହ, ବିପି, ସୁଗାର ଓ ହଜମ ଜନିତ ସମସ୍ଯା ରୁ ମଧ୍ୟ ରକ୍ଷା କରିଥାଏ । ବନ୍ଧୁଗଣ ସବୁଦିନ ସକାଳେ ଏହି ପରି ଧନିଆ ପାଣିର ସେବନ ୧ ମାସ କରିଲା ପରେ ଆପଣ ତାର ରେଜଲ୍ଟ ଲଗାତାର ଦେଖିବାକୁ ପାଇବେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟି ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *