ବନ୍ଧୁଗଣ ନମସ୍କାର ସମସ୍ତେ ରସୁଣ କୁ ଖାଦ୍ୟ ରେ ସ୍ୱାଦ ଆଣିବା ପାଇଁ ବ୍ୟବହାର କରୁଥିବେ । କିନ୍ତୁ କଣ ଆପଣ ଜାଣିଛନ୍ତି କି ରସୁଣ ର ଗୋଟିଏ ଦାନା ଆମ ଶରୀର ରେ ଥିବା ପ୍ରାୟତଃ ରୋଗ ରୁ ମୁ-କ୍ତି ପାଇଁ ପାରିବେ । ଏହା କେବଳ ଆମ ଖାଦ୍ୟ ର ସ୍ୱାଦ କୁ ନୁହେଁ ବରଂ ଆମ ଶରୀର ରେ ମଧ୍ୟ ବହୁତ ଫାଇଦା ଦେଇଥାଏ । ଯଦି ଆପଣ ରସୁଣ ର ଗୋଟିଏ ଦାନା ପ୍ରତିଦିନ ସେବନ କରୁଥିବେ ତେବେ ଏହା ଆପଣଙ୍କ ଶରୀର ପାଇଁ କୌଣସି ଅ-ମୃ-ତ ଠାରୁ ମଧ୍ୟ କମ ନୁହେଁ ।
ଆୟୁର୍ବେଦ ରେ କୁହାଯାଏ କି ରସୁଣ ସେବନ କଲେ ଆପଣ ସର୍ଵଦା ଯୁବକ ରହିପାରିବେ । ଏବଂ ତାହା ସହ ଅନେକ ପ୍ରକାର ରୋଗ ଯେପରି କି ଅର୍ସ , କବ୍ଜ ଆଦି ଅସୁବିଧା ଆଦି କୁ ମଧ୍ୟ ଦୂର କରି ଦେଇଥାଏ । ଭୋକ ବଢେଇବା , ମଧୁମେହ , ର-କ୍ତ-ଚା-ପ ଆଦି ରୋଗ ରେ ଏହାର ବ୍ୟବହାର ବହୁତ ଅଧିକ କରାଯାଇ ଥାଏ । ଯଦି ଆପଣ କିଛି ଖାଇବା କିମ୍ବା ପିଇବା ପୂର୍ବରୁ ଆପଣ ରସୁଣ ର ସେବନ କରନ୍ତି ତେବେ ଆପଣଙ୍କ ଶରୀର କୁ ପ୍ରବଳ ବଳ ମିଳିଥାଏ । ପ୍ରତିଦିନ ସକାଳେ ଖାଲି ପେଟ ରେ ଯଦି ଆମେ ଏକ ରସୁଣ ଦାନା ର ସେବନ କରିବା ତେବେ ଆମ ଶରୀର ଫୁର୍ତ୍ତି ରହିବ ଏବଂ ଆମ ଶରୀର ରେ ଥିବା ବି-ଷା-କ୍ତ ପଦାର୍ଥ ମଧ୍ୟ ନ-ଷ୍ଟ ହୋଇଯିବ । ଏହାକୁ ସେବନ କଲେ ଆମ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ।
ଫୁସଫୁସ ରେ ଥିବା ସମସ୍ତ ରୋଗ କୁ ମଧ୍ୟ ଏହା କୁ ସେବନ କଲେ ତାହା ଦୂର ହୋଇଥାଏ । ରସୁଣ କୁ ଉଚିତ ମାତ୍ରା ରେ ଖାଇବା ଆବଶ୍ୟକ । ଅଧିକ ମାତ୍ରାରେ ଖାଇବା ଦ୍ଵାରା ଶରୀରରେ କ୍ଷ-ତି ମଧ୍ୟ ହୋଇଥାଏ କାରଣ ଏହା ଏକ ଔଷଧି ଅଟେ । ତେବେ ଆସନ୍ତୁ ଜାଣିବା ରସୁଣ ସେବନ ଦ୍ୱାରା ଆମକୁ ଅନ୍ୟ କେଉଁ ସବୁ ଲାଭ ପ୍ରାପ୍ତ ହୋଇଥାଏ ।
ରାତିରେ ଶୋଇବା ପୂର୍ବରୁ ଗୋଟିଏ ରସୁଣ ଖାଇବା ଦ୍ୱାରା ଆମ ଶରୀର ରେ ଥିବା ସମସ୍ତ ବି-ଷା-କ୍ତ ପଦାର୍ଥ ବାହାରି ଆସେ । ଏହା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ ।
ଏହା ଉଚ୍ଚ ର-କ୍ତ ଚାପ ରୁ ମଧ୍ୟ ରକ୍ଷା ଦେଇଥାଏ । ରସୁଣ ଖାଇବା ଦ୍ଵାରା ଆମ ର-କ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ ଏବଂ ହୃଦୟ ସମ୍ବନ୍ଧୀୟ ଅସୁବିଧା ମଧ୍ୟ ଦୂର ହୋଇଥାଏ । ଏବଂ ଆମ ମୂତ୍ରାଶୟ ରେ ଥିବା ଅସୁବିଧା ମଧ୍ୟ ଦୂର ହୁଏ । ଏବଂ ଆମ ଶରୀର ରେ ର-କ୍ତ ମଧ୍ୟ ଶୁଦ୍ଧ କରିଥାଏ ।
ରସୁଣ ଖାଇବା ଦ୍ଵାରା ପେଟ ସମ୍ୱନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ଏବଂ ପାଚନ କ୍ରିୟା ମଧ୍ୟ ଭଲ ହୋଇଥାଏ । କିମ୍ବା ଗ୍ୟାସ ଓ କବ୍ଜ ଆଦି କୁ ମଧ୍ୟ ଦୂର କରିଥାଏ ।
ଆସ୍ଥମା ପାଇଁ ମଧ୍ୟ ଏହା ଲାଭଦାୟକ । ଯଦି ଦାନ୍ତ ରେ ମଧ୍ୟ କିଛି ସମସ୍ୟା ଦେଖାଯାଏ ତେବେ ତାକୁ ମଧ୍ୟ ଦୂର କରିଥାଏ ।
ଯଦି ଆପଣଙ୍କ ଦାନ୍ତ ମାଢି ରେ ସମସ୍ୟା ଦେଖାଯାଉଛି ତେବେ ତାହା ମଧ୍ୟ ଏହି ରସୁଣ ଦ୍ୱାରା ହିଁ ଭଲ ହୋଇଯିବ । ଯଦି ଆପଣଙ୍କୁ ଭୋକ ଲାଗୁନି ତେବେ ମଧ୍ୟ ଆପଣ ଏହି ରସୁଣ ର ସେବନ କରିପାରିବେ । ଏହା ଆପଣଙ୍କ ପାଇଁ ଲାଭଦାୟୀ ସାବ୍ୟସ୍ତ ହେବ ।
ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ ଏବଂ ଅନ୍ୟ ରୋଗ ସହ ଲଢ଼ିବାରେ ମଧ୍ୟ ସାହାଯ୍ୟ କରିଥାଏ ।
ଏହା ସହିତ ଆପଣ ଙ୍କୁ ପ୍ରତିଦିନ ବ୍ୟାୟାମ ଯୋଗ ଆଦି କରିବା ମଧ୍ୟ ଆବଶ୍ୟକ ।
ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ