୬ ମାସରେ ଥରେ ପିଅନ୍ତୁ, ଚର୍ମରୋଗ, କବଜ, ମୁଣ୍ଡବିନ୍ଧା ଭଳି ହଜାରେ ରୋଗ ଭଲ ହୋଇଯିବ |

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ସ୍ପେଶାଲ ଡ୍ରିଂକ ନେଇ ଆସିଛୁ । ଏହାକୁ ଆପଣ ସାଧାରଣ ଡ୍ରିଂକ ଭାବନ୍ତୁ ନାହି । ଏହା ଆପଣଙ୍କ ଶରୀରକୁ ଟକସିନ କୁ ବାହାର କରିବା ସହ ୧୦୦ ପ୍ରକାରର ରୋଗ ଦୂର କରିଥାଏ । ଆମ ଶରୀରକୁ ଟକସିନ ଧୁଳି, ପବନ, ଖାଦ୍ୟ ଦ୍ଵାରା ଆସିଥାଏ । ଜାଡ୍ୟ ଆପଣଙ୍କ ଶୋଇବା ପରେ ବି ଶରୀର ଥକାପଣ ଲାଗୁଛି ତେବେ ଜାଣିବେ ଶରୀରରେ ଟକସିନ ଭର୍ତ୍ତି ହୋଇ ରହିଛି ।

ଏମିତି ସ୍ଥିତିରେ ଶରୀରକୁ ଡିଟକ୍ସ କରି ଟକସିନକୁ ବାହାର କରିବାକୁ ହେବ । ଆଜି ଆମେ ଆପଣଙ୍କ ପାଇଁ ସହଜ ଡ୍ରିଂକ ନେଇ ଆସିଛୁ ଯାହା ଅନେକ ପ୍ରକାରର ରୋଗ ବାହାର କରିଥାଏ । ଏହି ଡ୍ରିଂକ ବନାଇବା ପାଇଁ ଏକ ଗ୍ଳାସ ବା ୨୫୦ ml କ୍ଷୀର ନିଅନ୍ତୁ । ଏବେ ଆପଣ ଏହାକୁ ଭଲରେ ଫୁଟାନ୍ତୁ । ଏହା ପରେ ଲେମ୍ବୁ ରସ ନିଅନ୍ତୁ । କବଚ ଭଳି ସମସ୍ୟାରେ ଲେମ୍ବୁ ରାମବାଣ ଔଷଧୀୟ ଅଟେ ।

ସବୁଠାରୁ ଭଲ କଥା ହେଲା ଏହାକୁ ପିଲା ଠାରୁ ବୁଢା ଯାଏଁ ଏହାର ସେବନ କରି ପାରିବେ । କାହାକୁ କିଛି ରୋଗ ଥିଲେ ସେମାନେ ମଧ୍ୟ ଏହାର ସେବନ କରି ପାରିବେ । ଡାଇବେଟିସ ରୋଗୀ ମଧ୍ୟ ଏହାର ସେବନ କରି ପାରିବେ । ଏଥିରୁ ଆପଣଙ୍କୁ କୌଣସି ପ୍ରକାରର ସାଇଡ ଏଫେକ୍ଟ ଦେଖିବାକୁ ମିଳିବ ନାହି । ଏହା ସଂପୂର୍ଣ୍ଣ ନ୍ଯାଚୁରାଲ ରେମେଡି ଅଟେ ।

ଆମ ଶରୀରରେ ଟକସିନ ଜମା ହେବା କାରଣରୁ ବିଭିନ୍ନ ପ୍ରକାରର ରୋଗ ଜନ୍ମ ନେଇଥାଏ । ଯାହାକୁ ଏହି ଡ୍ରିଂକ ଦୂର କରିବ । କ୍ଷୀର ଗରମ ହେବା ପରେ ଏହାକୁ ଆଣି ସେଥିରେ ଲେମ୍ବୁ ରସ ପକାନ୍ତୁ । ଏହାକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଦେଖିବେ କିଛି ସମୟ ପରେ କ୍ଷୀର ଚିଡିଯିବ । ଛେନା ଓ ପାଣି ଅଲଗା ଅଲଗା ହୋଇଯିବ । ଏବେ ଆପଣ ଏହି ପାଣିକୁ ଛାଣି ନିଅନ୍ତୁ । ଏହି ଛେନାରେ ଆପଣ ଚିନୀ ମିଶାଇ ଖାଇ ପାରିବେ ।

ଏହି ଡ୍ରିଂକ କୁ ଆପଣ ସଂପୂର୍ଣ୍ଣ ଥଣ୍ଡା ହେବାକୁ ଦିଅନ୍ତୁ । ଏହାକୁ ଫ୍ରିଜ ରେ ରଖନ୍ତୁ ନାହି । ଖାଦ୍ୟ ଖାଇବା ଦୁଇ ଘଣ୍ଟା ପୂର୍ବ ରୁ ବା ପରେ ଏହାର ସେବନ କରନ୍ତୁ । ପାଣିରେ ଆପଣ ଚିନୀ ମିଶାନ୍ତୁ ନାହି । ଏହା ପିଇବାକୁ ଟେଷ୍ଟ ଲାଗିଥାଏ । ଖରାପ କ୍ଷୀର ର ପାଣି ପିଅନ୍ତୁ ନାହି । ଏହିପରି ବନାଇ ଏହି ପାଣି ର ସେବନ କରନ୍ତୁ । ୬ ମାସରେ ୧୫ ଦିନ ଆପଣ ଲଗାତାର ଏହାର ସେବନ କରନ୍ତୁ । ଦେଖିବେ ଆପଣଙ୍କ ଶରୀରରେ ୬ ମାସ ଧରି ଯେତେ ବି ଟକସିନ ଜମା ହୋଇଥିବ ତାହା ସଂପୂର୍ଣ୍ଣ ଭାବେ ବାହାରିଯିବ । ଯେଉଁ ମାନଙ୍କର କବଚ ସମସ୍ଯା ରହୁଛି ସେମାନେ ୧୫ ଦିନ ଏହାର ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *