ବାସୀ ମୁହଁରେ କେବଳ 2 ଚାମଚ ଖାଇ ନିଅନ୍ତୁ, ଅଣ୍ଟା ବିନ୍ଧା, ଆଣ୍ଠୁଗଣ୍ଠି ବିନ୍ଧା, କୋଲେଷ୍ଟ୍ରୋଲ, ଡାଇବେଟିସ, ହାଇ BP, କ୍ୟାଲସିୟମ ର ଅଭାବ ସବୁଦିନ ପାଇଁ ଗାୟବ ହୋଇଯିବ ( Healthy Tips )

ଆପଣ ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ଡାଇବେଟିସ, ଉଚରକ୍ତଚାପ, କ୍ୟାଲସିୟମର ଅଭାବ ଭଳି ସମସ୍ୟାରେ ପୀଡିତ ଅଛନ୍ତି ତେବେ ଏହି ଘରୋଇ ଉପଚାରକୁ କରନ୍ତୁ ଦେଖିବେ ଆପଣଙ୍କ ଏହି ସବୁ ସମସ୍ୟା ଦେଖୁ ଦେଖୁ ଦୂରେଇ ଯିବ । ଅଳ୍ପ କାମ କରି ଯଦି ଆପଣ ଦୁର୍ବଳତା, କ୍ଳାନ୍ତ ଅନୁଭବ କରୁଛନ୍ତି ତେବେ ଏହି ଉପାୟ ଆପଣଙ୍କୁ ସତେଜ କରିବାରେ ସାହାର୍ଯ୍ୟ କରିବ । ଏହି ଘରୋଇ ଉପଚାରକୁ ଆପଣ ସହଜରେ ଘରେ କରି ପାରିବେ ।

ଏହାକୁ ଥରେ ତିଆରି କରି ୭ ଦିନ ପର୍ଯ୍ୟନ୍ତ ବ୍ୟବହାର କରି ପାରିବେ । କୌଣସି ମେଡିସନ ସେବନ କରିବା ଠାରୁ ଏହା ବହୁତ ଭଲ ଅଟେ । ୫ ରୁ ୬ ଦିନ ସେବନ କରିଲେ ଆପଣଙ୍କୁ ଫରକ ଦେଖିବାକୁ ମିଳିବ । ତେବେ ଚାଳନ୍ତୁ ଜାଣିବା ସେହି ଘରୋଇ ଉପଚାର ବିଷୟରେ ।

ଏହି ଘରୋଇ ଉପଚାର ପାଇଁ ପ୍ରଥମେ ଆପଣ ଏକ ଶୁଖିଲା ନଡିଆ ନିଅନ୍ତୁ । ଆପଣ ୨୦୦ ଗ୍ରାମର ଏକ ଛୋଟ ଶୁଖିଲା ନଡିଆ ଅର୍ଥାତ ଯେଉଁଥିରେ ନଡିଆ ପାଣି ଶୁଖି ଯାଇଥିବ, ସେହି ନଡିଆକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । କାରଣ ଆପଣ ଏହାକୁ ଗ୍ରାଇଡିଙ୍ଗ କରିବେ ସେଥିପାଇଁ ସେହିଭଳି କାଟନ୍ତୁ । ଆପଣ ଧଳା ରାଶି ଅର୍ଥାତ ତିଳ ନିଅନ୍ତୁ ।

ତିଳ ଅର୍ଥାତ ଧଳା ରାଶି ଆପଣ ଶରୀରର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଯେଉଁ ଟେନସନ ଆସୁଛି, ଦୁର୍ବଳତା ଲାଗି ରହୁଛି, ମାଂସପେଶୀ ଟାଣି ରହୁଛି ସବୁ ଦୂରେଇ ଯିବ । ଏହା ଦ୍ଵାରା ଉଚରକ୍ତଚାପ ଏବଂ କୋଲେଷ୍ଟ୍ରୋଲ  ମଧ୍ୟ କଣ୍ଟ୍ରୋଲ ହୋଇଥାଏ ।

ଏହା ସହିତ ହାଡକୁ ମଜବୁତ କରିବାରେ ବି ବହୁତ ସାହାର୍ଯ୍ୟ କରିଥାଏ । କ୍ୟାଲସିୟମର ଅଭାବ ବି ଦୂରେଇ ଯିବ । ଏହା ଆମ ଶରୀରକୁ ଗରମ କରିଥାଏ । ସେଥିପାଇଁ ଅଳ୍ପ ସେବନ କରନ୍ତୁ । ଏହାକୁ ଶୀତ ଦିନ ସେବନ କରନ୍ତୁ । ଆପଣ ଗ୍ରାଇଣ୍ଡରରେ ଏହି ରାଶି ଓ ନଡିଆକୁ ମିଶାଇ ଗ୍ରାଇଡିଙ୍ଗ କରନ୍ତୁ । କହିବାକୁ ଗଲେ ଶୁଖିଲା ନଡିଆ ହାଡ, ମସ୍ତିଷ୍କ, ଆଖି, କେସ, ତ୍ଵଚା ସବୁ ଅଙ୍ଗ ପାଇଁ ଲାଭ ଦାୟକ ହୋଇଥାଏ । ଗୋଟିଏ ଗ୍ଳାସ କ୍ଷୀରକୁ ଗରମ କରି ସେଥିରେ ନଡିଆ ଓ ରାଶିର ମିଶ୍ରଣର ଦୁଇ ଚାମଚ ମିଶାନ୍ତୁ ।

କ୍ଷୀରକୁ ମିଠା କରିବା ପାଇଁ ଅଳ୍ପ ମିଶିରି ମିଶାଇ ଦିଅନ୍ତୁ । ଯଦି ଆପଣଙ୍କୁ ଡାଏବେଟିସ ଅଛି ତେବେ ଏଥିରେ ମିଶିରି ମିଶାନ୍ତୁ ନାହିଁ । ଆପଣ ତିଆରି କରିଥିବା ମିଶ୍ରଣକୁ କୌଣସି ବି ଡବାରେ ରଖି ପାରିବେ । ଏହା ଶୀଘ୍ର ଖରାପ ହୁଏ ନାହିଁ । ଯଦି ଆପଣ ୨୫୦ ଏମଏଲ କ୍ଷୀର ପିଇବେ ତେବେ ଏହାକୁ ରାତି ସମୟରେ ଖାଇବା ପରେ ସେବନ କରନ୍ତୁ ।

ଯଦି ୧୦୦ ଏମଏଲ କରି ଦୁଇ ଥର ଏହି କ୍ଷୀର ପିଇବେ ତେବେ ସକାଳେ ଓ ରାତି ସମୟରେ ଖାଦ୍ୟ ଖାଇବା ପରେ ଏହାର ସେବନ କରନ୍ତୁ । କିନ୍ତୁ ଗର୍ଭବତ୍ତୀ ମହିଳା ଏହାର ସେବନ କରନ୍ତୁ ନାହିଁ । ନଚେତ ସମସ୍ତେ ଏହାକୁ ସେବନ କରି ପାରିବେ । ଏହି ପୋଷ୍ଟ ଟି ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *